Latest Odisha News

BREAKING NEWS

Yearly Archives

2022

ସଫ୍ଟଓ୍ବେର ଇଞ୍ଜିନିୟରଙ୍କୁ ଗଣବଳାତ୍କାର ମାମଲା: ତଦନ୍ତ ପାଇଁ ଏସଆଇଟି ଗଠନ କଲା ପୋଲିସ

ରାୟପୁର: ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲାର ଚାଇବସାରେ  ଜଣେ ୨୬ ବର୍ଷ ବୟସ୍କ ଆଦିବାସୀ ସଫ୍ଟଓ୍ବେର ଇଞ୍ଜିନିୟରଙ୍କୁ ଗଣବଳାତ୍କାର ମାମଲାର ତଦନ୍ତ କରିବ ଏସଆଇଟି ।  ଏହି ଘଟଣାରେ ପୋଲିସ ୧୦ ଜଣଙ୍କୁ ଖୋଜୁଛି ।  ଗତ ଅକ୍ଟୋବର ୨୦ ତାରିଖ ଦିନ  ଯୁବତୀ  ତାଙ୍କର ଜଣେ ବନ୍ଧୁଙ୍କ ସହ…

ପୁରୀ-ହାୱଡା ଏକ୍ସପ୍ରେସ ଲାଇନଚ୍ୟୁତ, ବିଳମ୍ବରେ ଚାଲୁଛି ଟ୍ରେନ୍

ପୁରୀ: ପୁରୀ-ହାୱଡା ଏକ୍ସପ୍ରେସର ୩ଟି ଖାଲି ଥିବା ଏସି ବଗି ଲାଇନଚ୍ୟୁତ। ପୁରୀ ମାଳତୀପାଟପୁର ନିକଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଛି। ମାଳତୀପାଟପୁରରୁ ପୁରୀ ଯାଉଥିବା ବେଳେ ବେଳେ ଏହି ଦୁର୍ଘଟଣା ଘଟିଛି । ଲୁପଲାଇନରୁ ମେନ ଲାଇନକୁ ଟ୍ରେନଟି ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ…

36ଟି ସାଟେଲାଇଟ ମହାକାଶକୁ ପଠାଇଲା ଇସ୍ରୋ

ଶ୍ରୀହରିକୋଟା: ରାତି ୧୨ଟା ୭ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋହଟାରୁ 36ଟି  ସାଟେଲାଇଟ୍ ମହାକାଶକୁ ସଫଳତାର ସହ ପ୍ରେରଣ କରିଛି ଇସ୍ରୋ ।  ଜିଏସଏଲଭି ମାର୍କ-3 ରକେଟରେ ଏହି ଯୋଗାଯୋଗ ଉପଗ୍ରହ ପଠାଇଯାଇଛି ।  ମହକାଶକୁ ଯାଇଛି ଇସ୍ରୋର ସବୁଠୁ ଓଜନିଆ ରକେଟ୍ ।  ଇସ୍ରୋର ରକେଟ୍ ଏଲଭି ମାର୍କ-୩…

ବିନା ବିବାହ ଉତ୍ସବରେ ପଞ୍ଜିକରଣ ଅବୈଧ: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ବିବାହ ପ୍ରମାଣପତ୍ର ସମ୍ପର୍କରେ ମାଡ୍ରାସ ହାଇକୋର୍ଟ ଏକ ସ୍ୱତନ୍ତ୍ର ରାୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ବିନା ବିବାହ ସମାରୋହରେ ବିବାହ ପଞ୍ଜୀକରଣ ବୈଧ ହେବନି। ଏବଂ ବିବାହ ପ୍ରମାଣପତ୍ର ନକଲି ବୋଲି ଧରାଯିବ। ହାଇକୋର୍ଟ କହିଛନ୍ତି ଯେ ବିବାହ ପଞ୍ଜିକରଣ କରିବା ପୂର୍ବରୁ…

ପ୍ରମାଣ ନଷ୍ଟ କରି ଦେଶ ଛାଡିଯିବାକୁ ଚେଷ୍ଟା କରୁଥିଲେ ଜ୍ୟାକଲିନ: ଇଡି

ନୂଆଦିଲ୍ଲୀ: ଠକ କେ ସୁକେଶ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢିବାରେ ଲାଗିଛି। ଜାମିନ୍ ପାଇଁ ଅଭିନେତ୍ରୀ ଆବେଦନ କରିଥିବା ବେଳେ ଇଡି କୋର୍ଟରେ ଏକ ବଡ ଖୁଲାସା କରିଛି। ଇଡି ଦାବି କରିଛି ଯେ ତଦନ୍ତ ସମୟରେ ଜ୍ୟାକଲିନ ପ୍ରମାଣ ନଷ୍ଟ କରି ଦେଶ ଛାଡି ପଳାଇବାକୁ…

ଧର୍ମେନ୍ଦ୍ର ସାହୁ ଓ ଅର୍ଚ୍ଚନା ମାମଲାରେ କମିଶନରେଟ ପୋଲିସ ଅଫିସ ଆଗରେ ବିଜେପିର ଧାରଣା

ଭୁବନେଶ୍ୱର: ବହୁଚର୍ଚ୍ଚିତ ଧର୍ମେନ୍ଦ୍ର ସାହୁ ମୃତ୍ୟୁର ଅଭିଯୁକ୍ତ ମନ୍ତ୍ରୀ ସମୀର ଦାଶ ଓ ଅର୍ଚ୍ଚନା ନାଗ ସ୍କାଣ୍ଡାଲରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ନୀରବ ସାଜିଛନ୍ତି ରାଜ୍ୟ ସରକାର ଏବଂ ଆଖି ବନ୍ଦ କରିଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ।…

ଲାପଟପ ଓ ମୋବାଇଲ ଚୋରି ଅଭିଯୋଗରେ ଏମବିଏ ଛାତ୍ରୀ ଗିରଫ

ଭୁବନେଶ୍ୱର: ହଷ୍ଟେଲରେ ନିଜ ସହପାଠୀଙ୍କ ମୋବାଇଲ ଓ ଲାପଟପ ଚୋରି ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ପୂଜା ଶାହା (୨୨) ଓ ଅହମଦ ହୁସେନ୍‌ (୨୩)। ପୂଜା ଶାହ ରାଜଧାନୀସ୍ଥିତ କିଟ୍ ବିଶ୍ବବିଦ୍ୟାଳୟରେ ଏମବିଏ ଦ୍ବିତୀୟ ବର୍ଷର ଛାତ୍ରୀ। ଲାପଟପ ଓ ମୋବାଇଲ ଚୋରି କରି…

ପର୍ଶୁରାମେଶ୍ୱର ମନ୍ଦିରରୁ ଆରମ୍ଭ ହେଲା ଓଡ଼ିଶା ୱାଲ୍କ୍ସ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଐତିହ୍ୟ ପରିଦର୍ଶନ ପାଇଁ ଓଟିଡିସି ପକ୍ଷରୁ ପ୍ରାତଃ ଭ୍ରମଣ ଆରମ୍ଭ ହୋଇଛି । ଆଜି ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିରରୁ ଓଡ଼ିସା ୱାଲ୍କ୍ସର ଶୁଭାରମ୍ଭ କରିଛନ୍ତି ଓଟିଡିସି ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି । ଏହି ଅବସରରେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ତଥା…

ରେବଡି ସଂସ୍କୃତିରୁ ମୁକ୍ତ ହେବାକୁ ଚାହୁଁଛନ୍ତି ଦେଶର ଅଧିକାଂଶ ଜନତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ରେବଡି (ମାଗଣା ବଣ୍ଟନ) ସଂସ୍କୃତିକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ମୋଦି କହିଛନ୍ତି  ଦେଶର ଅଧିକାଂଶ ଜନତା ଏବେ ଚାହୁଁଛନ୍ତି ଦେଶ ରେବଡି ସଂସ୍କୃତିରୁ ମୁକ୍ତ ହେଉ । ମଧ୍ୟପ୍ରଦେଶର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 4.5 ଲକ୍ଷରୁ ଅଧିକ…

ବୋଲିଂରେ କୁରାନଙ୍କ କମାଲ, ୫ ୱିକେଟରେ ଇଂଲଣ୍ଡ ବିଜୟୀ

ପର୍ଥ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ଗ୍ରୁପ ୧ର ସୁପର ୧୨ ମୁକାବିଲାରେ ସାମ କୁରାନଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଇଂଲଣ୍ଡ ୫ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୧୯.୪ ଓଭରରେ ୧୧୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଇବ୍ରାହିମ ଜର୍ଦ୍ଦାନ ୩୨…