Latest Odisha News

BREAKING NEWS

Yearly Archives

2022

ପ୍ରତିଦିନ ସକାଳୁ ଉଠିବା ମାତ୍ରେ ଥକ୍କାପଣ ଅନୁଭବ କରୁଛନ୍ତି କି ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରାୟ ସମୟରେ ଦେଖାଯାଇଛି କିଛି ଲୋକେ ସକାଳୁ ଉଠିବା ମାତ୍ରେ ଅସୁସ୍ଥ ଅନୁଭବ କରନ୍ତି। ଯେପରିକି ଥକ୍କାପଣ, ମୁଣ୍ଡ ବିନ୍ଧିବା କିମ୍ବା ଦୁର୍ବଳ ଅନୁଭବ କରିବା। ସେମାନେ ସକାଳେ ସତେଜ ଅନୁଭବ କରନ୍ତି ନାହିଁ। ଏପରି କ୍ଷେତ୍ରରେ ସକାଳେ ଶୀଘ୍ର ଉଠିବା କଷ୍ଟକର ହୋଇପଡେ।…

ଲ୍ୟାବରେ ତିଆରି ହେଲା କରୋନା ଭାଇରସ, ‘ଉହାନ ଭାଇରସ’ଠୁ ଅଧିକ ମାରାତ୍ମକ

ନୂଆଦିଲ୍ଲୀ: ଗତ ଅଢେଇ ବର୍ଷ ଧରି କରୋନା ଭାଇରସ ସାରା ବିଶ୍ୱକୁ ପ୍ରଭାବିତ କରିଦେଇଛି। ଟିକାକରଣ ପରେ ଯଦିଓ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଛି, ତଥାପି କରୋନାର ଭୟ ଯାଇନି। ଏହି ସମୟ ମଧ୍ୟରେ ଆମେରିକାର ବୋଷ୍ଟନ୍ ୟୁନିଭର୍ସିଟିର ବୈଜ୍ଞାନିକମାନେ ଲ୍ୟାବରେ କରୋନା ଭାଇରସର ଏକ କୃତ୍ରିମ ରୂପ…

ଗୀତାରେ ମଧ୍ୟ ଶ୍ରୀକୃଷ୍ଣ ଜିହାଦ୍ ବିଷୟରେ କହିଥିଲେ: ପୂର୍ବତନ କେନ୍ଦ୍ରଗୃହମନ୍ତ୍ରୀ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲ ଭଗବଦ୍ ଗୀତାକୁ ନେଇଛନ୍ତି ବିବାଦୀୟ ମନ୍ତବ୍ୟ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏକ ବହି ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଭଗବତ ଗୀତାରେ ମଧ୍ୟ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜିହାଦର…

ଯାନ ବାହାନ ଟ୍ରାକିଂ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ଏବଂ ବିଏସଏନଏଲ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

କଟକ: ସାରା ରାଜ୍ୟରେ ଚାଲୁଥିବା ଯାନବାହନ ଉପରେ ନଜର ରଖିବା ପାଇଁ ଏକ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଭୁବନେଶ୍ୱର ଠାରେ ପ୍ରତିଷ୍ଠା କରାଯାଉଛି। 24X7 ଇଣ୍ଟିଗ୍ରେଟେଡ୍ କମାଣ୍ଡ ସେଣ୍ଟର ଉଭୟ ଗ୍ଲୋବାଲ୍ ପୋଜିସନ୍ ସିଷ୍ଟମ୍ (ଜିପିଏସ୍) ଆଧାରିତ ଯାନ ଟ୍ରାକିଂ ଏବଂ ଜରୁରୀକାଳୀନ ଆଲର୍ଟ ଟ୍ରିଗର ପାଇଁ…

ସିସିଆଇ ଗୁଗୁଲ ଉପରେ ଲଗାଇଲା 1338 କୋଟି ଟଙ୍କାର ଜରିମାନା

ନୂଆଦିଲ୍ଲୀ:  ସିସିଆଇ ଗୁଗୁଲ ଉପରେ ଲଗାଇଲା 1338 କୋଟି ଟଙ୍କାର ଜରିମାନା । ଆଣ୍ଡ୍ରଏଡ ଫୋନ ମାଧ୍ୟମରେ ବେଆଇନ ଭାବେ ଅନେକ ଅନୁଚିତ କାର୍ଯ୍ୟ ଚାଲୁ ରଖିଥିବାରୁ ସିସିଆଇ ଏଭଳି ଜରିମାନା ଲଗାଇଛି । ଇଣ୍ଟରନେଟ ମାଧ୍ୟମରେ ଅନୁଚିତ କାର୍ଯ୍ୟର ଗତିବିଧି ଉପରେ ମଧ୍ୟ ସିସିଆଇ ( କମ୍ପିଟିସନ କମିସନ…

ବେଦାନ୍ତ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାରେ ଭ୍ରାମ୍ୟମାଣ ହେଲଥ ୟୁନିଟର ଶୁଭାରମ୍ଭ

ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ସୁନ୍ଦରଗଡ଼ ଜିଲ୍ଲାର ଦୂରବର୍ତି ଅଂଚଳଗୁଡ଼ିକରେ ଲୋକମାନଙ୍କ ପାଖରେ ସ୍ୱାସ୍ଥସେବା ଉପଲବ୍ଧ ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ ଶୁଭାରମ୍ଭ କରିଛି । କମ୍ପାନି ଝରପଲମ ଗ୍ରାମରେ ଏହି ସ୍ୱାସ୍ଥ୍ୟ ଶିବିର ପରିଚାଳନା କରିଥିଲା ।…

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଅନୁଧ୍ୟାନ କଲେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ

ରାଉରକେଲା: ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଅନୁଧ୍ୟାନ କରିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ । ହକି ଇଣ୍ଡିଆର ସଭାପତି ଡକ୍ଟର ଦିଲ୍ଲୀପ ତିର୍କୀଙ୍କ ସହିତ ହକି ଇଣ୍ଡିଆର ଉଚ୍ଚ ପ୍ରତିନିଧି ଦଳ ରାଉରକେଲାରେ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ…

ଧନତେରାସ ଦିନ 75 ହଜାର ନିଯୁକ୍ତି ପାଇବେ, କେନ୍ଦ୍ର ସରକାର ଦେବେ ଚାକିରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଦେଢ଼ ବର୍ଷରେ ଅର୍ଥାତ ଡିସେମ୍ବର 2023 ସୁଦ୍ଧା 10 ଲକ୍ଷ ଯୁବକଙ୍କୁ ଚାକିରି ଦେବାପାଇଁ ଯୋଜନା ରଖିଛନ୍ତି। ସେ ଏହି ମେଗା ନିଯୁକ୍ତି ଡ୍ରାଇଭକୁ ଆସନ୍ତା ଧନ୍ତରାସ୍ ଦିନ ଅର୍ଥାତ୍ 22 ଅକ୍ଟୋବର ଦିନ ଦିୱାଲୀ ଅବସରରେ ଆରମ୍ଭ କରିବେ । ଏହି…

ସମସ୍ତ ରାଷ୍ଟ୍ରପତିଙ୍କ ନାଁ କହି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସଫଳତା

ବ୍ରହ୍ମପୁର: ବ୍ରହ୍ମପୁର ସହର ପାଣିଗ୍ରାହୀପେଣ୍ଠ ବ୍ରଜରାଜନଗର ତୃତୀୟ ଗଳିର ଅନ୍ତର୍ଯ୍ୟାମୀ ପାତ୍ର ଏବଂ ମନସ୍ବିନୀ ପାତ୍ରଙ୍କ ଝିଅ ଅନ୍ନପୂର୍ଣ୍ଣା ଇଣ୍ଡିଆ ବୁକ୍‌ ଅଫ୍‌ ରେଡର୍କରେ ସ୍ଥାନ ପାଇଛନ୍ତି। ଭାରତର ସମସ୍ତ ରାଷ୍ଟ୍ରପତିଙ୍କ ନାମକୁ ମାତ୍ର ୧୬.୨୫ ସେକଣ୍ଡରେ ଉଚ୍ଚାରଣ କରି ଏହି ସଫଳତାର…

ବିନା ଅସ୍ତ୍ରୋପଚାରରେ ୩ ଶିଶୁ ଜନ୍ମ

ବ୍ରହ୍ମପୁର: ଗଞ୍ଜାମ ଜିଲା ଡେଙ୍ଗାଓସ୍ତା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଗର୍ଭବତୀ ୩ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ପ୍ରସୂତୀ ଜଣକ ହେଲେ ଦିଗପହଣ୍ଡି ବ୍ଲକ ଆଙ୍କରଡା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ସିଲି ବିଷୋୟୀ। ସେ ଗୋଟିଏ ପୁତ୍ର ଏବଂ ଦୁଇଟି କନ୍ମ ସନ୍ତାନ ଜନ୍ମ ଦେଇଥିଲେ।…