Latest Odisha News

BREAKING NEWS

Yearly Archives

2022

ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୁଲିସ

ଭୁବନେଶ୍ୱର: ବ୍ଲାକମେଲିଂ ମାମଲାରେ ଜଗବନ୍ଧୁ ଚାନ୍ଦଙ୍କୁ ଉଠାଇନେଲା ପୁଲିସ। ଏହି ମାମଲାରେ ପୂର୍ବରୁ ଗିରଫ ହୋଇ ଜେଲରେ ଥିବା ଅର୍ଚ୍ଚନା ନାଗଙ୍କ ସ୍ୱାମୀ ହେଉଛନ୍ତି ଜଗବନ୍ଧୁ ଚାନ୍ଦ। ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନାଙ୍କ ସହିତ ଜଗବନ୍ଧୁର ସଂପୃକ୍ତି ଥିବା ସନ୍ଦେହ ରହିଛି। ଦୀର୍ଘ ଦିନ ହେବ…

କେଉଁ ବ୍ୟକ୍ତିଙ୍କ ପାଇଁ ଘିକୁଆଁରୀ ରସ ଉପଯୁକ୍ତ ନୁହେଁ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଲୋଭେରା ଅନେକ ପୁଷ୍ଟିକର ତତ୍ତ୍ୱରେ ପରିପୂର୍ଣ୍ଣ। ଆଲୋଭେରା ବା ଘିକୁଆଁରୀ ଗୁଣ ବିଷୟରେ ଯଦି କହିବା ଏହାର ଅନକେ ଗୁଣ ଅଛି ଯାହା ରକ୍ତରେ ଶର୍କରା ହ୍ରାସ କରିଥାଏ। ଏହା ସହିତ ଏହି ରସ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ଅନେକ…

ଗୁପ୍ତଚର ଅଭିଯୋଗରେ ଜାଲ୍ ପରିଚୟ ଦେଇ ରହୁଥିବା ଚାଇନା ମହିଳା ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଜାଲ୍ ପରିଚୟ ଦେଇ ରହୁଥିଲେ ଚାଇନା ମହିଳା  । ଗୁପ୍ତଚର ଅଭିଯୋଗରେ ଗିରଫ କଲା ପୋଲିସ। ତେବେ ଏହି ମହିଳା ଜଣକ ହେଉଛନ୍ତି  କାଇରୁଓ  । ତାଙ୍କ ଘର ଚାଇନାର ହାଇନାନ ପ୍ରୋଭିନ୍ସରେ ବୋଲି ଜଣାପଡ଼ିଛି। ମହିଳା ଜଣକୁ ଦିଲ୍ଲୀ ପୁଲିସ ମଞ୍ଜୁ କା ତିଲାରୁ ଗିରଫ କରିଛି। ମହିଳା…

ତ୍ୱଚା ପାଇଁ ଭଲ ଫଳ ଚୋପା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚର୍ମର ଯତ୍ନ ନେବାବେଳେ, ଫଳରୁ ନିର୍ମିତ ଫେସ୍ ପ୍ୟାକ୍ ବହୁତ ପ୍ରୟୋଗ କରାଯାଏ। କିନ୍ତୁ ଆପଣ କେବେ ନିଜ ଚେହେରାରେ ଫଳର ଚୋପା ପ୍ରୟୋଗ କରିଛନ୍ତି କି ? ଯଦି ନା, ତେବେ ଚର୍ମ ଯତ୍ନରେ ଫ୍ରୁଟ୍ ପିଲ୍ସ କିପରି ବ୍ୟବହାର କରିବେ ଜାଣନ୍ତୁ। କେତେକ ଫଳର ଚୋପା ଅନେକ ପୋଷକ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ କେବଳ ତୁମେ ନୁହଁ ଦି, ତୁମ ପରି ଏମିତି କେତେ କେତେ ଆସ୍ଥାଙ୍କ ଜୀବନ ସହିତ ଖେଳିଛି ! ୟୁଜ୍ ଆଣ୍ଡ ଥ୍ରୋ ପରି ଡ଼ଷ୍ଟବିନରେ ଫିଙ୍ଗି ଦେବା ତାର ଏଇଟା ଗୋଟିଏ ପୁରୁଣା ଅଭ୍ୟାସ। ।ନିରୀହ ଝିଅ ମାନଙ୍କ ଇମୋସନ ସହ ଖେଳିବାକୁ ତାକୁ…

କବିତା : ଜୀବନର କାନଭାସ

ମନୀଷା ତ୍ରିପାଠୀ ନୀରବଛିନ୍ନ ଅପରାହ୍ନରେ ନୀଳ ଗଗନ ତଳେ ଛିଡା ହୋଇ, ଯେବେ ନିଜର ପ୍ରତିବିମ୍ବକୁ ଝାଙ୍କି ଦେଖେ, କାହିଁ କେଜାଣି! ଜୀବନରେ ଛାଇଥିବା ଅପରାହ୍ନର ଆଭାସ ମୁଁ ପାଏ। ଗୋଧୂଳିରେ ତଟିନୀ ତଟରେ, ଯେବେ ନିଜର ଉପସ୍ଥିତିକୁ ଅନୁଭବ କରେ, କାହିଁ କେଜାଣି ଜୀବନର ଗୋଧୂଳି…

ଏସିଡିଟି ଓ ଗ୍ୟାସଟ୍ରିକ ସମସ୍ୟା ପାଇଁ ଘରୋଇ ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ତ୍ତମାନ ଏସିଡ଼ିଟି ପ୍ରତି ଲୋକଙ୍କର ଗୋଟିଏ ସାଧାରଣ ରୋଗ ହୋଇ ଗଲାଣି। ଏସିଡ଼ିଟି ବା ଅମ୍ଳ ଏବଂ ଗ୍ୟାସଟ୍ରିକ ରୋଗ ଅସମୟରେ ଖାଇବା ଯୋଗୁଁ ହୋଇଥାଏ। ଜଣେ ସୁସ୍ଥ ବ୍ୟକ୍ତିଙ୍କର ପ୍ରାରମ୍ଭରେ ଏସିଡ଼ିଟି ସମସ୍ୟା ହୋଇଥିଲେ ଏହା ଘରୋଇ ଉପଚାର ଦ୍ଵାରା ଶୀଘ୍ର ଭଲ…

ଗୁଗଲକୁ ୧,୩୩୭ କୋଟି ଟଙ୍କାର ଜୋରିମାନା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଶ୍ୱର ବୈଷୟିକ କମ୍ପାନୀ ଗୁଗଲ ଉପରେ ଭାରତୀୟ ପ୍ରତିଯୋଗୀତା ଆୟୋଗ (Competition Commission of India-CCI) ୧,୩୩୭.୭୬ କୋଟି ଟଙ୍କାର ଜୋରିମାନା ଲାଗୁ କରିଛି । ଆଣ୍ଡ୍ରଏଡ୍ ମୋବାଇଲ୍ ଡିଭାଇସ୍ ଇକୋସିଷ୍ଟମରେ ଏକାଧିକ ବଜାରରେ ନିଜର ଦୃଢ ସ୍ଥିତିର ଅପବ୍ୟବହାର…

ଭାଷା ଭାଗବତ : ଭାଷାବଂତ ପ୍ରାଣୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଜର ଜୀବନ ଚରିତ ହେଉ କି ନ ହେଉ ଲିଖିତ ସ୍ମୃତିରେ ରହିଛି ଗଚ୍ଛିତ ତହିଁରୁ ହେଉଁ ଉପକୃତ ଅତୀତ କରିଲେ ସ୍ମରଣ ବୁଝିବା ଗୁଣ ଓ ଦୁର୍ଗୁଣ କେଉଁଟି କାହାର କାରଣ କରିବା ବ୍ୟକ୍ତିତ୍ୱ ବର୍ଧନ ସ୍ବାନୁଭୂତି ହିଁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସମ୍ମୁଖରୁ ଆସନ୍ତୁ ପ୍ରବେଶ କରିବା ଓ ଜାଣିବା ପ୍ରଭୁଙ୍କୁ ଘେରି ରହିଥିବା ପାର୍ଶ୍ଵ ଦେବାଦେବୀଙ୍କ ସମ୍ପର୍କରେ। ଖାଲି ଦେବlଦେବୀଙ୍କ ସମ୍ପର୍କରେ ଜାଣିଲେ…