ଓକିଲଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୩ଗିରଫ
କାମାକ୍ଷାନଗର : ବହୁ ଚର୍ଚ୍ଚିତ ଓକିଲ ଶଶଧର ମହାନ୍ତି ଆକ୍ରମଣକୁ ନେଇ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଏହାକୁ ନେଇ କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ ଏକ ପ୍ରେସମିଟ ମାଧ୍ୟମରେ ପ୍ରକାଶ କରିଛନ୍ତି । ଗତ ମାସ ୨୮ ତାରିଖ ଦିନ ଏକ ରେଷ୍ଟୁରାଣ୍ଟରେ କିଛି…