Latest Odisha News

BREAKING NEWS

Yearly Archives

2022

ଏଥର ବିଶ୍ୱକପରେ କମାଲ କରିବେ ଏହି ୧୦ ଖେଳାଳି

ପୁରୀ: ଟି୨୦ ବିଶ୍ୱକପ ୧୬ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବ । ଏଥର ବିଶ୍ୱକପରେ ୧୦ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଏହି ଖେଳାଳି ଏକାକୀ ମ୍ୟାଚ ପରିବର୍ତନ କରିବା କ୍ଷମତା ରଖିଛନ୍ତି । ଆସନ୍ତୁ ସେହି ଖେଳାଳିଙ୍କ ଉପରେ ନଜର ପକାଇବା । ୧.ହାର୍ଦ୍ଦିକ…

ବୁଝାଇ ପାରିଲେନି ୨ ପ୍ରଣବ ! ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କଲେ ରାଜେନ୍ଦ୍ର ଦାସ

ଭଦ୍ରକ: ଭଦ୍ରକ ବିଜେଡିରେ ବିଦ୍ରୋହ । ଟିକେଟ୍ ଦେଲାନି ଦଳ । ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କଲେ ରାଜେନ୍ଦ୍ର ଦାସ । ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଦାସ ଧାମନଗର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । ଶେଷ ମୁହୂର୍ତ୍ତ ଯାଏ ରାଜେନ୍ଦ୍ର ଦାସଙ୍କ ନାଁ ଚର୍ଚ୍ଚା ହେଉଥଲା…

ଅଗ୍ନିକାଣ୍ଡରେ ୧୦ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ

ଯାଜପୁର: ରସୁଲପୁର ବ୍ଲକ ବନ୍ଧଢ଼ିହ ପଞ୍ଚାୟତ ଜୟସୁଙ୍ଗୁଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି।ଭୟାବହ ଅଗ୍ନିକାଣ୍ଡ ଘଟି ୫ବଖରା ଘର ଜଳିଯିବା ସହ ୧୦ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ ହୋଇଗଲେ । ଗତକାଲି ବିଳମ୍ବିତ ରାତିରେ ଗ୍ରାମର ଯଦୁ ମୁଦୁଲି ଓ ବୋଧି ମୁଦୁଲିଙ୍କ ଘରେ ହଠାତ ନିଆଁ…

ଚା ବିକି ସ୍ୱପ୍ନ ପୂରଣ କରିବେ ଛାତ୍ରୀ, ‘ବିଟେକ୍ ଚାୟବାଲି’ ନାଁରେ ଖୋଲିଲେ ଦୋକାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ୱପ୍ନ ପୂରଣ କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼େ। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ନିଜର ସେହି ଦୃଢ ଇଛାଶକ୍ତି ବଳରେ ସ୍ୱପ୍ନ ପୂରଣ କରିଛନ୍ତି ଜଣେ ଛାତ୍ରୀ। ବିହାରର ବିଟେକ୍ ଛାତ୍ର ଭର୍ତ୍ତିକା ସିଂ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ହରିୟାଣାର…

ବେଗବାନ୍ ଜୀବନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ପ୍ରଫେସର ସଞ୍ଜୟ ଉପାଧ୍ୟାୟଙ୍କ କୋଠରୀ ଭିତରକୁ ଅନୁମତି ମାଗି ପଶିଆସିଲେ ତିନିଜଣ ସ୍ନାତକ ଶ୍ରେଣୀର ଛାତ୍ରୀ। ଏବେ ସ୍ନାତକ ଦ୍ୱିତୀୟ ବର୍ଷରେ ପଢୁଛନ୍ତି ସେମାନେ। କ୍ଲାସ୍ ସରିଆସିବା ବେଳ ହେଲାଣି। ଏବେ ପିଲାମାନେ ଘରକୁ ଯିବା କଥା। ଏମିତି…

ଟ୍ରକ୍‌ ଧକ୍କାରେ ୭ ଗୋରୁ ମୃତ 

ସୁନ୍ଦରଗଡ଼ : ଡ୍ରାଇଭରର ବେପାରୁଆ ନୀତି ଯୋଗୁ ଟ୍ରକ୍‌ ଚକା ତଳେ ଚାଲିଗଲା ୭ଟି ଗାଈର ଜୀବନ । କୋଇଡା ଥାନା ଅନ୍ତର୍ଗତ କୁସୁମୁଣ୍ଡି ଛକରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଲୁହାପଥର ବୋଝେଇ ଟ୍ରକ ମାଡ଼ିଦେଇ ଚାଲିଯିବାରୁ ୭ ଟି ଗୋରୁ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ଆଜି…

ଚୋର ସନ୍ଦେହରେ ନିରୀହଙ୍କୁ ପିଟିଲେ ଲୋକେ, ଚିକିତ୍ସା ପରେ ଛାଡ଼ିଲା ପୋଲିସ

ବ୍ରହ୍ମପୁର:ବେଶଭୂଷାରୁ ଚୋର ସନ୍ଦେହରେ ଗ୍ରାମବାସୀ ଯେଉଁ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଲେ, ପୋଲିସ ତଦନ୍ତ ବେଳେ ଜଣାପଡ଼ିଲା ସେ ନିରୀହ। ଆଉ ଶେଷରେ ପୋଲିସ ତାଙ୍କର ଚିକିତ୍ସା ପରେ ଛାଡ଼ିଲା। ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ହନ୍ତୁଳୁ ଗ୍ରାମରେ ଗୁରୁବାର ରାତିରେ ଘଟିଛି ଏଭଳି କିଛି…

ମସ୍କୋ-ଦିଲ୍ଲୀ ବିମାନରେ ବୋମା ଆତଙ୍କ, ଭୟଭୀତ ଲୋକେ

ନୂଆଦିଲ୍ଲୀ: ମସ୍କୋରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ବିମାନରେ ବୋମା ଆତଙ୍କ। ଗୁରୁବାର ବିଳମ୍ବିତ ରାତିରେ ଗୋଟାଏ ବିମାନରେ ବୋମା ଥିବା କଥା ଏକ ଧମକପୂର୍ଣ୍ଣ କଲ ଆସିଥିଲା। ଖବର ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା ଏବଂ ଲୋକେ ଭୟଭୀତ ହୋଇପଡିଲେ। ବିଳମ୍ବିତ ରାତି ପ୍ରାୟ ୩ଟା ୨୦ରେ ବିମାନଟି…

ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ନେତା ରାଜେନ୍ଦ୍ର ଦାସ

ଧାମନଗର: ଧାମନଗର ଉପନିର୍ବାଚନ  ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ରାଜେନ୍ଦ୍ର ଦାସ । ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି  ରାଜେନ୍ଦ୍ର ଦାସ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି।  ଆଉ କିଛି ସମୟ ପରେ ନାମାଙ୍କନ ପତ୍ର ଭରିବେ ବିଜେଡି ନେତା ରାଜେନ୍ଦ୍ର ଦାସ ।…

କବିତା : ଅନନ୍ତ ଶୟନେ ଯୁଗ ପୁରୁଷ

ବିନ୍ଦୁ ନିବେଦିତା  ଆମେ ଜାଣିଛୁ...ତମେ ମିଛ କୁହ, ତଥାପି ଶୁଣିବାକୁ ଯାଉ ଆମେ ଜାଣିଛୁ,..ମିଥ୍ୟା ପ୍ରତିଶ୍ରୁତିରେ ପୋତି ପକାଅ; ତଥାପି ସ୍ଵପ୍ନ ଦେଖିବା ଆରମ୍ଭ କରିଦେଉ ଆମେ ଜାଣିଛୁ, ଦିନକେତେ ଭାସିବ ଆମ ଘରେ ଲୋଭର ଘିଅ ଆଉ ମହୁ; ଆମେ ବି ସେ ମିଛି ମିଛିକା ଖୁସିରେ ଭାସୁ ।…