Latest Odisha News

BREAKING NEWS

Yearly Archives

2022

ହାଇକୋର୍ଟରେ ହନିଟ୍ରାପ୍ ମାମଲା, ଖୋଲିବ କି ଅର୍ଚ୍ଚନାଙ୍କ ‘ନାଗ ଫାସ’ର ପୂରା ଗୁମର

ଭୁବନେଶ୍ୱର: ରହସ୍ୟମୟୀ ବ୍ଲାକେମଲର ଅର୍ଚ୍ଚନାଙ୍କୁ ନେଇ ଚର୍ଚ୍ଚା ଥମୁନି । ଗିରଫ ପରେ ଝାରପଡ଼ା ଜେଲରେ ଅର୍ଚ୍ଚନା ଥିବାବେଳେ ଗୋଟିଏ ପରେ ଗୋଟିଏ ନୂଆ ଓ ରୋଚକ ତଥ୍ୟ ଆସୁଛି । ଜେଲର ଅନ୍ଧାର କୋଠରିରେ ଅର୍ଚ୍ଚନା ଅଣନିଶ୍ୱାସୀ ହୋଇ ପଡ଼ିଥିବା ବେଳେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ କରିଛନ୍ତି…

କଇଁଥଗୋଡ଼ାରେ ଦନ୍ତା ହାତୀ ମୃତ

କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦନ୍ତାହାତୀ ମୃତ। ଢେଙ୍କାନାଳ ବନଖଣ୍ଡ ଭୁବନ ରେଞ୍ଜ ଜିରାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଇଁଥଗୋଡା ନିକଟରେ ଦନ୍ତା ହାତୀର ମୃତ ଦେହ ଉଦ୍ଧାର । ବିଦ୍ୟୁତ ଜନିତ ଆଘାତ କାରଣରୁ ଦନ୍ତା ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ହାତୀଟିର ଅନୁମାନିକ ବୟସ…

କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୫ଟି ସ୍ଥାନରେ ଚଢ଼ାଉ କରିଛି । ବାଲେଶ୍ୱର କ୍ଷୁଦ୍ର ଜଳସେଚନ ଡିଭିଜନ ନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଅଫିସ୍ ସହ ଅନ୍ୟ ୪ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ୩ ଜଣ ଡିଏସପିଙ୍କ ନେତୃତ୍ୱରେ ରେଡ୍…

ମୃତ ହିତାଧିକାରୀଙ୍କ ନାଁ ରେ କିଏ ନେଉଛି ଭତ୍ତା ଟଙ୍କା ?

ଯାଜପୁର: ଭତ୍ତା କେଳେଙ୍କାରୀକୁ ନେଇ ଆସିଲା ସାଂଘାତିକ ଅଭିଯୋଗ । ଜୀବିତ ହିତାଧିକାରୀଙ୍କ ଭତ୍ତା ଟଙ୍କା ଗାଏବ। ଭୂତ ଉଠାଉଛନ୍ତି ଭତ୍ତା ଟଙ୍କା। ବର୍ଷ ବର୍ଷ ଧରି ଚାଲିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା। ଏଠି ସତସତିକା ଭୁତ ଆସି ଭତା ଟଙ୍କା ହଡ଼ପ କରୁନାହାନ୍ତି ବରଂ କେତେକ ଦୁର୍ନୀତି ଗ୍ରସ୍ତ…

ଟଏଲେଟ ସହ ଯୋଡି ଦିଆଗଲା ହ୍ୟାଣ୍ଡ ୱାଶ୍ ବେସିନ୍, ଫଟୋ ଭାଇରାଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସମୟ ଯେତେ ଗଡୁଛି ଆଗାମୀ ଭବିଷ୍ୟତ ଏକ ଭଲ ଏବଂ ସ୍ଥାୟୀ ଦିଗକୁ ଗତି କରିବାକୁ ଚେଷ୍ଟା କରୁଛି। ବସ୍ତୁକୁ ପ୍ରଭାବଶାଳୀ ଏବଂ ଦକ୍ଷ ଉପଯୋଗକୁ ବଢାଇବା ପାଇଁ ଅନେକ ଉଦ୍ଭାବନ ଏବଂ ଆବିଷ୍କାର କରାଯାଉଛି। ଆପଣ ନିଶ୍ଚିତ ଭାବୁଥିବେ ହଠାତ୍ କାହିଁକି ଆମେ ଏ ବିଷୟରେ ଆଲୋଚନା…

ବେଆଇନ୍‍ କାରଖାନାରୁ ୧୦ କୋଟି ଟଙ୍କାର ଗୁଟଖା, କଞ୍ଚାମାଲ, ମସିନ ଜବତ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ତଥା ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଏବଂ ଅଟୋନଗରରେ ଚାଲିଥିବା ବେଆଇନ ଗୁଟଖା କାରଖାନା ଉପରେ ପୋଲିସ ଚଢ଼ଉ କରିଛି। ପ୍ରାୟ ୧୦ କୋଟି ଟଙ୍କାର ଗୁଟଖା, କଞ୍ଚାମାଲ ଏବଂ ଯନ୍ତ୍ରପାତି ଜବତ ହୋଇଛି। ଏନେଇ ଗୋଳନ୍ଥରା ଥାନାରେ ତିନିଟି ମାମଲା ରୁଜୁ…

ଖଣ୍ଡା ଦେଖାଇ ବ୍ୟବସାୟୀଙ୍କଠାରୁ ଲୁଟିନେଲେ ୫୦ ହଜାର ଟଙ୍କା

କୋରାପୁଟ: ବୈପାରୀଗୁଡା ଥାନା ଅନ୍ତର୍ଗତ ବାଲିଆ ରାସ୍ତାର ଚନ୍ଦନପୁର ନିକଟସ୍ଥ ଶାଳବଣ ନିକଟରୁ ବ୍ୟବସାୟୀଙ୍କ ଠାରୁ ୫୦ ହଜାର ଟଙ୍କା ଲୁଟିନେଲେ ଦୃର୍ବୁତ୍ତ l ଲୁଟ୍‌ର ଶିକାର ହୋଇଥିବା ଯୁବକ ମାନେ ହେଲେ ରାମଗିରି ଗ୍ରାମର ହୋଟେଲ ବ୍ୟବସାୟୀ ସୁରେନ୍ଦ୍ର ବରେଇଙ୍କ ପୁଅ ବିଶ୍ବଜିତ ବରେଇ ଏବଂ…

ନିଜ ଢୋଲ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ପାକୁଆ ବାବୁ ବଡ଼ ଭଦ୍ର ଭାରି ଭଲଲୋକ । ଯୋଉଠି କି ଗଲେ, ଯାହାପାଖେ ବସିଲେ କି ମଞ୍ଚକୁ ଉଠିଲେ.. ନିଜ ଢୋଲ ବହୁତ ବଢିଆ ବଜେଇ ଶ୍ରୋତାଙ୍କ କାନକୁ ତାବଦା କରିପାରନ୍ତି । ଆଉ ଯିଏ ତାଙ୍କୁ ମଞ୍ଚରେ ନବସେଇଲା.. ଅତି ସୁନ୍ଦରଭାବେ ଯାଚ୍ଛାତା କରି ଗାଳିଦେଇ…

ଏମକେସିଜି ସୁପରସ୍ପେସିଆଲିଟି କୋଠାରୁ ପୁଣି ଖସିଲା ସିଲିଂ

ବ୍ରହ୍ମପୁର:ଏମକେସିଜି ମେଡ଼ିକାଲ କଲେଜ ଏବଂ ହସପିଟାଲର ସୁପରସ୍ପେସିଆଲିଟି କୋଠାରୁ ପୁଣିଥରେ ସିଲିଂ ଜିପସମ୍‍ ଖସିଛି। ଶୁକ୍ରବାର ଏହି କୋଠାର ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରାଇନୋଲୋଜି ବିଭାଗର ଛାତରୁ ସିଲିଂ ଖସିଛି। ଏହାକୁ ନେଇ ରୋଗୀଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି। ତେବେ ସିଲିଂ ଖସିବା…

୩ ଘଣ୍ଟା ପାଇଁ ବର୍ଷା ସହ ବଜ୍ରପାତ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଲାଗି ରହିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ବର୍ଷା ସହ ବଜ୍ରପାତ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।…