Latest Odisha News

BREAKING NEWS

Yearly Archives

2022

ବଢ଼ିଲା ସୁଶୀଲଙ୍କ ଅଡୁଆ, ହତ୍ୟା ମାମଲା ରୁଜୁ

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ରେସଲର ସୁଶୀଲ କୁମାରଙ୍କ ଅଡୁଆ ବଢ଼ିଛି । ଯୁବ ପହିଲିମାନ ସାଗର ଧନଖଡ ହତ୍ୟା ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ ସାବ୍ୟସ୍ତ ହୋଇଛନ୍ତି । ତାଙ୍କ ବିରୋଧରେ ଏବେ ହତ୍ୟା ମାମଲା ରୁଜୁ କରାଯାଇଛି । ସୁଶୀଲଙ୍କ ସମେତ ଅନ୍ୟ ୨୦ଜଣଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ,…

ରେଳବାଇ କର୍ମଚାରୀଙ୍କ ପାଇଁ ଘୋଷଣା ହେଲା ଦୀପାବଳୀ ବୋନସ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରେଳବାଇ କର୍ମଚାରୀଙ୍କ ପାଇଁ ଆଜି ବୋନସ ଘୋଷଣା କରିଛନ୍ତି । ଦୀପାବଳୀକୁ ଆଖି ଆଗରେ ରଖାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ରେଳ କର୍ମଚାରୀଙ୍କ ବୋନସ ଉପରେ ମୋହର ମାରିଥିଲେ । ଏବେ ସେମାନଙ୍କୁ ୭୮ ଦିନର ବୋନସ…

ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇ ପାରେ ଅଁଳା

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ୱାସ୍ଥ୍ୟ ମଣିଷଙ୍କ ପାଇଁ ସବୁଠାରୁ ବଡ଼ ଧନ। ଆମ ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ବିଭିନ୍ନ ପ୍ରକାରର ଭିଟାମିନର ଆବଶ୍ୟକ ପଡିଥାଏ। ଏଠାରେ ଯଦି ଭିଟାମିନ କଥା ଆଲୋଚନା କରିବା ତେବେ ଭିଟାମିନ-ସି ସମସ୍ତଙ୍କୁ ଆବଶ୍ୟକ। ଏଭଳି ପରିସ୍ଥିତିରେ…

ଭିଜଲାନ୍ସ ପଞ୍ଝାରେ ଖଡ଼ିଆଳ ତହସିଲ କାର୍ଯ୍ୟାଳୟର ଡିଇଓ

ନୂଆପଡ଼ା : ଭିଜିଲାନ୍ସ ଜାଲରେ ପଡ଼ିଲେ ଖଡ଼ିଆଳ ତହସିଲ କାର୍ଯ୍ୟାଳୟର ଡିଇଓ ଭୋଳା ମହେଶ୍ଵର ଦଣ୍ଡସେନା । ଆବାସିକ ପ୍ରମାଣ ପତ୍ର ଦେବା ପାଇଁ ଜଣକ ପିଛା ୨ ହଜାର ଟଙ୍କା ଲେଖାଏଁ ମାଗିଥିଲେ ଡାଟା ଏଣ୍ଟ୍ରି ଅପରେଟର ଭୋଳା ମହେଶ୍ଵର ଦଣ୍ଡସେନା । ୧୫ ଟି ଆବାସିକ ପ୍ରମାଣ ପତ୍ର ପାଇଁ ଲାଞ୍ଚ…

ଧାମନଗର ଉପନିର୍ବାଚନ; ନୂଆ ମୁହଁକୁ ପ୍ରାର୍ଥୀ କଲା କଂଗ୍ରେସ, ମହିଳାଙ୍କୁ ପ୍ରାର୍ଥୀ କରିପାରେ ବିଜେଡି

ଭୁବନେଶ୍ୱର/ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ବାବା ହରେକୃଷ୍ଣ ସେଠୀ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ । ୧୪ ତାରିଖରେ ନାମାଙ୍କନ ସରୁଥିବା ବେଳେ ହାତରେ ଆଉ ୨ ଦିନ ରହିଛି । କିନ୍ତୁ ଏଯାଏ ବିଜେଡି ପ୍ରାର୍ଥୀ ଘୋଷଣା କରି ନାହିଁ । ଗତକାଲି ମଙ୍ଗଳବାର…

ବାଲି ଚୋରା ଚାଲାଣ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଯାଜପୁର: ବୈତରଣୀ, ବୁଢା,ଖରସ୍ରୋତା ନଦୀରୁ ବେଆଇନ ଭାବରେ ବାଲି ଚୋରା ଚାଲାଣ କରାଯାଉଛି  । ଆଜି ପ୍ରତିବାଦରେ ଯାଜପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ତେବେ ଆଗାମୀ ସାତ ଦିନ ମଧ୍ୟରେ ବେଆଇନ ବାଲି ଚାଲାଣକୁ ରୋକାନଗଲେ ତହସିଲ…

ଠକ ମହାକାଶଚାରୀ ଜାପାନୀ ମହିଳାଙ୍କଠାରୁ ଲୁଟିନେଲେ ୨୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜାପାନୀ ମହିଳାଙ୍କ ସହିତ ହେଲା ରୋମାନ୍ସ ସ୍କାମ । ବିବାହର ପ୍ରତିଶ୍ରୁତି ଦେଇ ଜଣେ ଠକ ମହାକାଶଚାରୀ ଜାପାନୀ ମହିଳାଙ୍କଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା। ନିଜକୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ କାର୍ଯ୍ୟ କରୁଥିବା ଋଷର ମହାକାଶଚାରୀ କହି ୨୪.୮ ଲକ୍ଷ ଟଙ୍କା…

୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଯାଜପୁର : ବଡ଼ଚଣା ବ୍ଲକ ଅଧୀନସ୍ଥ ଦର୍ପଣ ପଂଚାୟତ କୋଲସାହି ଅଂଚଳରୁ ଅଜଗର ସାପ ଉଦ୍ଧାର। ନିକଟସ୍ଥ ଜଙ୍ଗଲରୁ ଏହି ଅଜଗର ସାପଟି ଗାଁ ଅଭିମୁଖେ ଚାଲି ଆସିଥିବା ବେଳେ ଅଜଗର ସାପଟିକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଏ ନେଇ ସ୍ଥାନୀୟ ଲୋକେ ଚଣ୍ଡିଖୋଲ ବନ ବିଭାଗକୁ ଜଣାଇଥିଲେ। ଘଟଣା…

ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା: ପର୍ଯ୍ୟଟକଙ୍କ ଲାଗି ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ । ଦୀର୍ଘ ୪ ମାସ ପରେ ନଭେମ୍ବର ୧ରୁ ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିବ । ଜୁନ୍ ୧୫ରୁ ମୌସୁମୀ ଋତୁ ଆରମ୍ଭରୁ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ନଭେମ୍ବର ପହିଲାରୁ ପର୍ଯ୍ୟଟକ ଜଶୀପୁର ଓ ପିଠାବଟା ଗେଟ୍ ଦେଇ…

ଆପଣ ପିନ୍ଧୁଥିବା ଡେନିମ ଜିନ୍ସ କେମିତି ତିଆରି ହୋଇଥିଲା ଜାଣନ୍ତି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ପୁଅ ହେଉ କିମ୍ବା ଝିଅ ସମସ୍ତଙ୍କୁ ଜିନ୍ସ ପିନ୍ଧିବାକୁ ଭଲ ଲାଗିଥାଏ । ଆଜିକାଲି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ନୀଳ ରଙ୍ଗ ବା ବ୍ଲୁ କଲର ଜିନ୍ସ ଥିବା ଦେଖିବାକୁ ମିଳେ। ପିଲାମାନଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ଏହି ଡେନିମ ଜିନ୍ସ ସମସ୍ତଙ୍କ ପ୍ରିୟ। ଜିନ୍ସ ପିନ୍ଧିବା…