Latest Odisha News

BREAKING NEWS

Yearly Archives

2022

ଅକ୍ଟୋବର ୧୮ରୁ ୨୫ ମଧ୍ୟରେ ବଙ୍ଗୋପସାଗରରେ ବାତ୍ୟା !

ଓଡ଼ିଶା ସମ୍ବାଦ ବ୍ଯୁରୋ: ଅକ୍ଟୋବର ୧୮ରୁ ୨୫ ମଧ୍ୟରେ ବଙ୍ଗୋପସାଗରରେ ଏକ ସୁପରସାଇକ୍ଲୋନ ବା ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଦ ଓ୍ୱେଦର ଫୋରକାଷ୍ଟ ମଡେଲ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ (ଜିଏଫଏସ) ଏପରି କିଛି ଇସାରା ଦେଇଛି। ଏହି ସମ୍ଭାବ୍ୟ ବାତ୍ୟା ବାଂଲାଦେଶର ସୁନ୍ଦରବଣ…

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ବଦଳି ଉପରେ ସ୍ଥିଗିତ ରଖିଲା କେନ୍ଦ୍ର

ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ବଦଳି ଉପରେ ସ୍ଥଗିତ ରଖିଲା କେନ୍ଦ୍ର। ନିକଟରେ ସୁପ୍ରିମକୋର୍ଟର କଲେଜିୟମ ଜଷ୍ଟିସ ଏସ ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି କରିବାକୁ ସୁପାରିଶ କରିଥିଲେ। କଲେଜିୟମର ଜଷ୍ଟିସ ଏସ ମୁରଲୀଧରଙ୍କ ବ୍ୟତୀତ ଅନ୍ୟ ବିଚାରପତିଙ୍କ ମଧ୍ୟ…

ଚିଟଫଣ୍ଡ ପ୍ରସଙ୍ଗରେ ସିବିଆଇ ଓ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଚିଟଫଣ୍ଡ ଠକେଇର ଗୁମର ଖୋଲିବ କି? ସୁପ୍ରିମକୋର୍ଟ ଓଡ଼ିଶା ସରକାର ଓ ସିବିଆଇକୁ ଚିଟଫଣ୍ଡ ହିତାଧିକାରୀଙ୍କ ଟଙ୍କା ଫେରସ୍ତ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ରିପୋର୍ଟ ଦେବାକୁ କହିଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଜବାବ ମାଗିବା ପରେ…

ବଡ଼ ପରଦାରେ ଟି-୨୦ ବିଶ୍ୱକପ: INOX ସିନେମା ହଲରେ ପ୍ରଦର୍ଶିତ ହେବ କ୍ରିକେଟ୍ ମ୍ୟାଚ

ନୂଆଦିଲ୍ଲୀ: ଜମିବ ଟି-୨୦ ବିଶ୍ୱକପ୍। ବଡ ପରଦାରେ ଦେଖିବାକୁ ମିଳିବ କ୍ରିକେଟ୍ ମ୍ୟାଚ। ଦେଶର ଅଗ୍ରଣୀ ମଲ୍ଟିପ୍ଲେକ୍ସ କମ୍ପାନୀ INOX ସିନେମା ହଲରେ ଦେଖିବାକୁ ମିଳିବ ଫଟାଫଟ କ୍ରିକେଟ୍। ସାରା ଦେଶରେ ଏହି ସିନେମା ହଲରେ ଆଗାମୀ ଆଇସିସି ଟି -୨୦ ବିଶ୍ୱକପ୍ ଭାରତ ଦ୍ୱାରା ଖେଳାଯିବାକୁ ଥିବା…

କଳିଙ୍ଗ ଷ୍ଟାଡିୟମ୍‌ ଭିତରକୁ ମୋତେ ଛାଡ଼ିଲେନି : ସୁର ରାଉତରାୟ

ଭୁବନେଶ୍ବର: କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ଆଜି କଳିଙ୍ଗ ଷ୍ଟାଡିୟମ ଭିତରକୁ ମ୍ୟାଚ ଦେଖିବାକୁ ଛଡାଯାଇନଥିବା କହିଛନ୍ତି ନିଜେ ସୁର ରାଉତରାୟ । ଗଣମାଧ୍ୟମ ଆଗରେ ନିଜର କ୍ଷୋଭ ପ୍ରକଟ କରିଛନ୍ତି ଏହି ବରିଷ୍ଠ ନେତା । ଏଭଳିକି ତାଙ୍କୁ  ଅପମାନିତ ହେବାକୁ ପଡ଼ିଥିବା ସେ ପ୍ରକାଶ କରିଛନ୍ତି।…

ମହାକାଳ ଲୋକ କରିଡର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଉ‌ଜ୍ଜୈନ: ଶ୍ରୀ ମହାକାଳ ଲୋକ କରିଡରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉପସ୍ଥିତ ଥିବା ଦେଖାଯାଇଥିଲା।…

ଇସ୍ରାଏଲ-ଲେବାନନ ମଧ୍ୟରେ ଐତିହାସିକ ଚୁକ୍ତି

ୟେରୁଜେଲମ: ଇସ୍ରାଏଲ ଓ ଲେବାନନ ମଧ୍ୟରେ ଆଜି ଐତିହାସିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ମାଧ୍ୟମରେ ଉଭୟ ଦେଶ ଦୀର୍ଘ ଦିନର ସମୁଦ୍ର ସୀମା ବିବାଦର ଅନ୍ତ ଘଟାଇଛନ୍ତି । ଏହି ଦୁଇ ଶତ୍ରୁ ଦେଶ ମଧ୍ୟରେ ହୋଇଥିବା ବୁଝାମଣାରେ ଏବେବି କେତେକ ପଂଏଟ ନେଇ ବୁଝାମଣା ଶେଷ ସୀମାରେ ପଂହଚି…

ସୋନାକ୍ଷୀ, ହୁମାଙ୍କ ଡବଲ ଏକ୍ସେଲ ଫିଲ୍ମରେ ନଜର ଆସିବେ ଧାୱନ

ମୁମ୍ବାଇ: ସୋନାକ୍ଷୀ ସିହ୍ନା ଓ ହୁମା କ୍ୟୁରେଶୀଙ୍କ ଆଗାମୀ ଫିଲ୍ମ ଡବଲ ଏକ୍ସେଲରେ ଦର୍ଶକମାନଙ୍କୁ ଜଣେ କ୍ରିକେଟରଙ୍କ ଭୂମିକା ଚକିତ କରିବ । ଏହି କ୍ରିକେଟର ଜଣକ ହେଲେ ଶିଖର ଧାୱନ । ସେ ଫିଲ୍ମରେ ଛୋଟ କିନ୍ତୁ ଦମଦାର ରୋଲ କରିଛନ୍ତି । ମୋ ନିକଟକୁ ଯେତେବେଳେ ଏହି ଫିଲ୍ମରେ ଅଭିନୟ କରିବା…

ତୃତୀୟ ପର୍ଯ୍ୟାୟରେ ଗଞ୍ଜାମର ୧୦୭ ବିଦ୍ୟାଳୟର ହେବ ରୂପାନ୍ତରୀକରଣ

ବ୍ରହ୍ମପୁର: ଗଞ୍ଜାମ ଜିଲାର ୧୦୭ଟି ସରକାରୀ ଉଚ୍ଚ ବିଦ୍ୟାଳୟକୁ ୫-ଟି ରୂପାନ୍ତରୀକରଣ ଅଭିଯାନରେ ସାମିଲ କରାଯିବ। ଏନେଇ ମଙ୍ଗଳବାର ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଗଞ୍ଜାମ ଜିଲାର ରୂପାନ୍ତରୀତ ହେବାକୁ ଥିବା ବିଦ୍ୟାଳୟ ସମ୍ପର୍କରେ ଭିଡ଼ିଓ କନ୍‌ଫ୍ରେନ୍ସ ମାଧ୍ୟମରେ ଜଣାଇଥିଲେ।…

ଗାଙ୍ଗୁଲି ମନା କରିବା ପରେ ଅରୁଣ ଧୂମାଲ ହୋଇପାରନ୍ତି ଆଇପିଏଲ ଚେୟାରମ୍ୟାନ

ମୁମ୍ବାଇ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଇପିଏଲ ଚେୟାରମ୍ୟାନ ହେବାକୁ ମନା କରିବା ପରେ ଏବେ କୋଷାଧ୍ୟକ ଅରୁଣ ଧୂମାଲଙ୍କୁ ଏହି ଦାୟିତ୍ୱ ମିଳିପାରେ । ନଭେମ୍ବରରେ ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ୭୦ ବର୍ଷରେ ପଦାର୍ପଣ କରିବେ । ଏଥିସହ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ନୂଆ…