Latest Odisha News

BREAKING NEWS

Yearly Archives

2022

‘୭ ଦିନ ପୂର୍ବରୁ ପାଣିପାଗ ଆକଳନ ନୁହେଁ ବିଜ୍ଞାନ ସମ୍ମତ, ବାତ୍ୟା ‘ଗୁଜବ’ ଠାରୁ ଦୂରେଇ…

ଭୁବନେଶ୍ୱର: ଅକ୍ଟୋବରରେ ପୁଣି ଆସିବ କି ବାତ୍ୟା ? ଓଡ଼ିଶା ଉପକୂଳରେ କରିବ କି ଲ୍ୟାଣ୍ଡଫଲ୍ ? ବିଭିନ୍ନ ବିଦେଶୀ ପାଣିପାଗ ସଂସ୍ଥାର ଆକଳନ ଅନୁସାରେ, ଅକ୍ଟୋବର ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ପରେ ବାତ୍ୟାର ରୂପ ନେବ । ତେବେ ଏନେଇ ଏଯାବତ ଭାରତୀୟ ପାଣିପାଗ…

ଝିଅର ୟୁପିଏସସି ପରୀକ୍ଷା ପାଇଁ ଅଟୋରେ ପାଠ ପଢୁଛନ୍ତି ଉବର ଡ୍ରାଇଭର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁନିଆର ପ୍ରତ୍ୟେକ ପିତାମାତା ଚାହାଁନ୍ତି ଯେ ସେମାନଙ୍କ ପିଲା ଆଗକୁ ବଢନ୍ତୁ ଏବଂ ଭଲ ମଣିଷ ହୋଇ ବଡ଼ ଚାକିରି କରନ୍ତୁ। ସେଥିଲାଗି ପିଲାଙ୍କ ପାଠ ପଢିବା ପାଇଁ ବାପା-ମାଆ କଠିନ ପରିଶ୍ରମ କରିବାକୁ ପଛାଉ ନାହାଁନ୍ତି। ସେ ଗରିବ ହୁଅନ୍ତୁ କିମ୍ବା ଧନୀ, ପ୍ରତ୍ୟେକ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସବୁ ଭଲ ,ଆସ୍ଥା ନମ୍ରତାର ସହିତ ଉତ୍ତର ଦେଲା । ଆଜି କିନ୍ତୁ ମୋର ତୁମେ କଣ ସ୍ୱପ୍ନିଲ ବିଷୟରେ କଣ କହିବାକୁ ଚାହୁଁଥିଲ ଶୁଣିବି , ଇଚ୍ଛା ହଉଚି ! ସବୁବେଳେ ତୁମକୁ ଆଡ଼େଇ ଆସୁଥିଲି ,ଆଜି କୁହ ....! ସେଦିନ ତୁମ ଉପରେ ବିରକ୍ତ…

କବିତା : ଆଜି ମୁଁ ଏକା

ପବିତ୍ର ବେହେରା ଶାଣିତ ସ୍ପଷ୍ଟ ଶବ୍ଦରେ, ଗ୍ରୀଷ୍ମର ଉତ୍ତପ୍ତ ରାସ୍ତାରେ ଚୈତ୍ର ର ଡହ ଡହ ତାତିରେ,ନିରୋଳା ଶୂନଶାନ୍ ପଥରେ।। ଶୁଣିଥିଲି ଆପଣା କାନ୍ଧରେ ନିଜ ଶବ ବୋହି ହୁଏନାହିଁ କିନ୍ତୁ ଏଠି ଏକାପଣ ସମ ନିଜ ଶବକୁ ନିଜେ ବୋହି ଚାଲିଛି।। ଜୀବନର ନିଷ୍ଠୁର ବାସ୍ତବତା ମଧ୍ୟରେ…

ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା: ଆସନ୍ତା ୧୭ରେ ବର୍ଷାଙ୍କୁ ଜେରା

କଟକ: ବହୁ ଚର୍ଚ୍ଚିତ ଓଲିଉଡ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାର ମଙ୍ଗଳବାର ଶୁଣାଣି ହୋଇଛି। କଟକର ଫ୍ୟାମିଲି କୋର୍ଟ ବା ପାରିବାର ଅଦାଲତରେ ଏହି ମାମଲାର ଶୁଣାଣି ହୋଇଛି। ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହେବାକୁ ମଙ୍ଗଳବାର ସମୟ…

ପାକିସ୍ତାନକୁ ମ୍ୟାଲେରିଆ ଭୟ, ଭାରତଠୁ ୬୦ ଲକ୍ଷ ମଶାରି କିଣିବ ପାକ୍

ଇସଲାମାବାଦ: ବନ୍ୟା ପରେ ପାକିସ୍ତାନକୁ ଘାରିଛି ମ୍ୟାଲେରିଆ ଭୟ। ଦିନକୁ ଦିନ ଏହି ଦେଶରେ ବ୍ୟାପୁଛି ମ୍ୟାଲେରିଆ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନ ସମସ୍ତ ପ୍ରକାର ଚେଷ୍ଟା ଚଳାଇଛି। ବନ୍ୟା ପରେ ପାକିସ୍ତାନରେ ମ୍ୟାଲେରିଆ ବ୍ୟାପିବା ଯୋଗୁଁ ସ୍ୱାସ୍ଥ୍ୟ ସଙ୍କଟ ଦେଖାଯାଇଛି। ଏହାକୁ…

ଦୈତାରୀ ମହାପାତ୍ରଙ୍କ ପୁସ୍ତକ ‘କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ’ ରାଜ୍ୟପାଳଙ୍କ ହାତରେ ଉନ୍ମୋଚିତ

ଭୁବନେଶ୍ଵର : ଓଡ଼ିଆ ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୈତାରୀ ମହାପାତ୍ରଙ୍କ ଦ୍ଵାରା ଲିଖିତ ପୁସ୍ତକ ‘କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ’ ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ଵାରା ଉନ୍ମୋଚନ ହୋଇଯାଇଛି । ଏହି କାର୍ଯ୍ୟକମରେ ରାଜ୍ୟପାଳଙ୍କ ସମେତ ବରିଷ୍ଠ…

ଭାଷା ଭାଗବତ : ସମାଜଚ୍ୟୁତ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜନମ ଜୀବନ ମରଣ ସକଳ ଚିଂତାର କାରଣ ଘଟନା ପୂରିତ ସଂସାର ସବୁକିଛିର ସମାହାର କେ କାହା ଆଦର ଭାଜନ ନ ହେଲେ ପ୍ରଜା ଓ ରାଜନ ମଧ୍ୟରେ ମତ ବିଭାଜନ ହୁଅଇ ବିନାଶ କାରଣ ବିଭିନ୍ନ ରୁଚି ଆଉ ମତ ଲୋକଂକୁ କରେ ବିଚଳିତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୧୩ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ, ଅବତାରୀ ପୁରୁଷ ଭାବରେ ଶ୍ରୀକ୍ଷେତ୍ରରେ ବିରାଜମାନ କରିଛନ୍ତି। ଏହାର ପ୍ରମାଣ ଦେବାକୁ ଯାଇ ଅନେକ କବି, ଭକ୍ତ, ଯୁଗପୁରୁଷମାନେ ସେମାନଙ୍କ ସ୍ଵ ସ୍ଵ ମତ…

ଲାଞ୍ଚ ନେବା ବେଳେ ସହକାରୀ ଡାକ ଅଧିକ୍ଷକଙ୍କୁ ଧରିଲା ସିବିଆଇ

ଅନୁଗୁଳ: ସିବିଆଇ ପଞ୍ଝାରେ ଅନୁଗୁଳ ମୁଖ୍ୟ ଡାକଘର ସହକାରୀ ଡାକ ଅଧିକ୍ଷକ। ଲାଞ୍ଚ ନେବା ବେଳେ ରେଡ଼ ହ୍ୟାଣ୍ଡ ଧରାପଡ଼ିଲେ ଟିକନ କୁମାର । ପୋଷ୍ଟ ମାଷ୍ଟରଙ୍କୁ ବଦଳି ଧମକ ଦେଇ ଲାଞ୍ଚ ନେବା ବେଳେ ଡାକ ଅଧିକାରୀଙ୍କୁ ଧରିଲା ସିବିଆଇ। ଅନୁଗୁଳ ଜିଲ୍ଲା କୁରୁଡୁଲ ପୋଷ୍ଟ ଅଫିସରେ ଥିବା ଜଣେ…