Latest Odisha News

BREAKING NEWS

Yearly Archives

2022

ଭାଷା ଭାଗବତ : ବ୍ୟକ୍ତିତ୍ବ ବିସର୍ଜନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆସ୍ଥା, ସମ୍ମାନ, ଆନୁଗତ୍ୟ ନୁହଇ ଦୀର୍ଘସ୍ଥାୟୀ ସତ୍ୟ ବଦଳୁଥାଏ ଘନଘନ ଏପରି ସଂସାରୀ ଜୀବନ ବାଛିବା ପାଇଁ ବହୁ କିଛି ସଂସାରେ ପୂରି ରହିଅଛି ଯାହାର ଯେଉଁଭଳି ମନ ସେ କରେ ସେପରି ଚୟନ ବିକଳ୍ପଭରା ଏହି ବିଶ୍ବ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରମ ପୁରୁଷ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ବିଷୟରେ ଚିନ୍ତା କରିବା ମାତ୍ରେ, ମନକୁ ଆସେ ନରେନ୍ଦ୍ର ପୁଷ୍କରିଣୀ କଥା। କାରଣ ସବୁଦିଗରୁ ଏହି ପୁଷ୍କରିଣୀ ଏକ ବିଶେଷ ମହତ୍ୱ…

ଖୁବଶୀଘ୍ର ଆସୁଛି ୫ଜି କନେକ୍ଟେଡ ଆମ୍ବୁଲାନ୍ସ, ହସ୍ପିଟାଲର ଜରୁରୀକାଳୀନ ୱାର୍ଡ ପରି କରିବ କାମ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଯୁକ୍ତିକୌଶଳରେ ଜିଓ କମ୍ପାନୀ ବେଶ୍ ସଫଳତା ହାସଲ କରୁଛି। ପ୍ରଚଳନର ମାତ୍ର କିଛିବର୍ଷ ମଧ୍ୟରେ ଜିଓକୁ କେବଳ ଦେଶରେ ନୁହେଁ, ଦୁନିଆରେ ମଧ୍ୟ ବେଶ ପସନ୍ଦ କରିବାକୁ ଲାଗିଛନ୍ତି। ଜିଓ ୫ଜି ସ୍ମାର୍ଟଫୋନ ଓ ଜିଓବୁକ୍ ପରେ ଏବେ ୫ଜି କନେକ୍ଟେଡ ଆମ୍ବୁଲାନ୍ସ ଖୁବ ଶିଘ୍ର…

ଲଘୁଚାପ ପ୍ରଭାବ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ସମୁଦ୍ର ମଧ୍ୟରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରିରହିଛି ଲଗାଣ ବର୍ଷା । ଉପକୂଳ ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷାର ପ୍ରଭାବ ଜାରି ରହିଛି। ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଉପକୂଳ…

ଲୋକସଭା ନିର୍ବାଚନ ପ୍ରସ୍ତୁତି ପାଇଁ ନେତା ଅଭାବ ! ଦଳ ଭିତରେ ବିଜେପି କରିପାରେ ବଡ ଅଦଳ ବଦଳ

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ । ବିଜେପି ଗାଦି ବଞ୍ଚାଇବାକୁ ଯୋଜନା କରୁଛି। ଅନ୍ୟପଟେ ବିରୋଧୀ ଗାଦି ଛଡାଇ ଆଣିବାକୁ ଯାଇ ଅନେକ ରଣନୀତି ଆପଣାଇବାକୁ ଯାଉଛନ୍ତି। ଏପରି ସ୍ଥିତିରେ ବିଜେପି ପାଖରେ ଆବଶ୍ୟକ ମୁତାବକ ନେତା ବା ଦକ୍ଷ ନେତା ନଥିବା କୁହାଯାଉଛି। ତେଣୁ ସାଂଗଠନିକ କାମ…

ଭିଡ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ଆପଣାଇବ ଭ୍ରାମ୍ୟମାଣ ଟ୍ରାଫିକ ସିଗନାଲ ବ୍ୟବସ୍ଥା

ଭୁବନେଶ୍ୱର: ପର୍ବପର୍ବାଣୀ ବେଳେ ପୂଜା ମଣ୍ଡପ, ସମାବେଶ ସ୍ଥଳରେ କିମ୍ବା ହଠାତ କୌଣସି ସ୍ଥାନରେ ଗହଳି ହୋଇଗଲେ ଭିଡ ନିୟନ୍ତ୍ରଣ କରିବା ସହ ଟ୍ରାଫିକ ପରିଚାଳନା କରିବା ଭାରି ମୁସକିଲ। କାରଣ ଏହି ସ୍ଥାନରେ ଟ୍ରାଫିକ ସିଗନାଲ ପାଇଁ ସ୍ଥାୟୀ ଖୁଣ୍ଟି ବ୍ୟବସ୍ଥା ନଥାଏ । ତେଣୁ ଅନେକ ସମସ୍ୟାର…

ଇରାନରେ ପୁଣି ଜଣେ ଯୁବତୀଙ୍କୁ ବିଭତ୍ସ ହତ୍ୟା

ତେହରାନ: ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଥମିବାର ନା ଧରୁନି । ହିଜାବକୁ ବିରୋଧ କରି ରାସ୍ତାରେ ଆନ୍ଦୋଳନ କରୁଛନ୍ତି ମହିଳା । ତେବେ ସେଠାକାର ସୁରକ୍ଷାବାହିନୀ ଆନ୍ଦୋଳନକାରୀଙ୍କୁ ଲାଠିମାଡ଼ କରୁଥିବା ବେଳେ ଯେଉଁମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ  ଅପହରଣ କରାଯାଇ ହତ୍ୟା…

ଜମ୍ମୁକାଶ୍ମୀରରେ ଜେଲ ଡିଜିଙ୍କୁ ହତ୍ୟା

ଜମ୍ମୁ: ଗୃହମନ୍ତ୍ରୀ ଅମିତ ଶାହଙ୍କ ଜମ୍ମୁକାଶ୍ମୀର ଗସ୍ତ ସମୟରେ ରାଜ୍ୟରେ ଜେଲ ବିଭାଗ ଡିଜି ହେମନ୍ତ ଲୋହିଆଙ୍କୁ ଗଳାକାଟି ହତ୍ୟା କରାଯାଇଛି । ଏହି ହତ୍ୟା ଘଟଣାରେ ତାଙ୍କର ଚାକର ସଂପୃକ୍ତି ଥିବା ଆଶଙ୍କା ପ୍ରକାଶ ପାଇଛି । ମୃତ୍ୟୁ ପରଠାରୁ ଚାକର ଫେରାର ଅଛି । ଗୃହମନ୍ତ୍ରୀ ଅମିତ ଶାହ…

କଂଗ୍ରେସ ଛାଡ଼ିବେ କି ହରିଶ ରାଓ୍ୱତ?

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ କଂଗ୍ରେସ ଛାଡି ପାରନ୍ତି। ଦୀର୍ଘ ଦିନ ହେବ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର ଅନୁପସ୍ଥିତି ରାଜନୀତିରୁ ଅବସର ନେବେ ବୋଲି ଆଶଙ୍କା କରାଯାଉଥିଲା ଏବେ କିନ୍ତୁ ସେ କରିଥିବା ଫେସବୁକ ପୋଷ୍ଟ ସେ ଦଳ ଛାଡିବା ନେଇ ଇସାରା ଦେଇଛନ୍ତି ବୋଲି…

ଏବିପି- ସି ଭୋଟର ସର୍ଭେ: ଗୁଜରାଟରେ ମୁସଲିମ ଭୋଟର କାହାକୁ ଦେବେ ଭୋଟ ?

ନୂଆଦିଲ୍ଲୀ: ପାଖେଇ ଆସୁଛି ଗୁଜରାଟ ନିର୍ବାଚନ । ବିଭିନ୍ନ ଦଳ ଏବେ ଗୁଜରାଟରେ ଡେରା ପକାଇଛନ୍ତି । ତେବେ ଏହାରି ଭିତରେ ଭୋଟରଙ୍କ ମୁଡ୍ କଣ ଅଛି ତାକୁ ନେଇ ସର୍ଭେ କରିଛି ଏବିପି –ସି ଭୋଟର । ସର୍ଭେରେ ଏଥର ମୁସଲିମ ଭୋଟରମାନେ କାହାକୁ ଭୋଟ ଦେବେ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ 45…