ଅନଲାଇନ୍ ବେଟିଂ ବିଜ୍ଞାପନକୁ ନେଇ ସରକାରଙ୍କ କଡା ନିର୍ଦ୍ଦେଶ
ନୂଆଦିଲ୍ଲୀ: ଅନଲାଇନ ବେଟିଂ ଆପକୁ ନେଇ ସରକାର କଠୋର ହୋଇଛନ୍ତି । ଦିନକୁ ଦିନ ଟିଭି, ଡିଜିଟାଲ ଗଣମାଧ୍ୟମଠାରୁ ଆରମ୍ଭ କରି ଓଟିଟି ପ୍ଲାଟଫର୍ମ ଗୁଡ଼ିକରେ ବିଭିନ୍ନ ଅନଲାଇନ ବେଟିଂ ଆପର ଜୋରସୋର ପ୍ରଚାର ପ୍ରସାର କରାଯାଉଥିଲା । ଯୁବ ବର୍ଗ ଏବଂ ପିଲାମାନେ ଅନଲାଇନ ବେଟିଂ ଦ୍ବାରା…