Latest Odisha News
Yearly Archives

2022

ଗିରଫ ହେଲେ ଇଡିକଲର କୋଟିପତି ମ୍ୟାନେଜର ଗୟା ସାଁତରା

ଭୁବନେଶ୍ୱର : ଗିରଫ ହେଲେ ଇଡ୍‌କଲ୍‌ର କୋଟିପତି ଜଏଣ୍ଟ ମ୍ୟାନେଜର ଗୟା ସାଁତରା ।  ଆଖି ଖୋସି ହୋଇଗଲା ପରି ସମ୍ପତ୍ତି ଠୁଳ କରିଥିଲେ । ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।  ଚଢାଉ ବେଳେ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ତାଙ୍କ ଘରୁ ଠାବ…

କରୋନାକୁ ନେଇ କେତେ ଚିନ୍ତିତ କେନ୍ଦ୍ର ? ଏପ୍ରିଲରୁ ଆଉ ବସିନି କୋଭିଡ୍ ନ୍ୟାସନାଲ୍ ଟାସ୍କ ଫୋର୍ସ ବୈଠକ

ନୂଆଦିଲ୍ଲୀ: ଚୀନରେ ବଢ଼ୁଛି କୋଭିଡ୍ ସଂକ୍ରମଣ । ଭାରତକୁ ଘାରୁଛି ଭୟ । ଦେଶରେ କୋଭିଡର ଚୀନ ଭାରିଆଣ୍ଟ BF.7 ଆକ୍ରାନ୍ତ ଚିହ୍ନଟ ପରେ କରୋନାକୁ ନେଇ ସମସ୍ତେ ଆତଙ୍କିତ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜରୁରୀ ବୈଠକ ଡାକିବା ସହ ଜିନୋମ ସିକ୍ୱେନ୍ସଂ ଉପରେ ଗୁରୁତ୍ୱ ଦେଇ ସବୁ ରାଜ୍ୟକୁ ଚିଠି…

‘ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ହେବା ଦରକାର’

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲରେ ଆତ୍ମହତ୍ୟା ଘଟଣାକୁ  ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିବିଆଇ ତଦନ୍ତ ଦାବି କରିଛନ୍ତି। ବିରୋଧୀ ବିଜେପି ଏବଂ କଂଗ୍ରେସ ଗୋବିନ୍ଦ ସାହୁର ଆତ୍ମହତ୍ୟାକୁ ସନ୍ଦେହ ଜନକ ବୋଲି…

ଜାମିନ ଆବେଦନ ଫେରାଇ ନେଲେ ଶ୍ରଦ୍ଧାଙ୍କ ପ୍ରେମିକ ଅଫତାବ

ନୂଆଦିଲ୍ଲୀ: ଶ୍ରଦ୍ଧା ବାଲକର ହତ୍ୟକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାଫ ଅମୀନ ପୁନାୱାଲ ତାଙ୍କ ଜାମିନ ଆବେଦନକୁ ଫେରାଇ ନେଇଛନ୍ତି । ଦୀଲ୍ଲୀର ଏକ ଅଦାଲତରେ ଦାଏର କରିଥିବା ଜାମିନ ଆବେଦନକୁ ସେ ଫେରାଇ ନେଇଛନ୍ତି । ଅଫତାଫ ଏବଂ ତାଙ୍କର ଓକିଲଙ୍କ ମଧ୍ୟରେ ଭୁଲ ବୁଝାମଣା ଯୋଗୁ ଜାମିନ ଫେରାଇ…

ଡିଏନଏ ରିପୋର୍ଟ ଗୋଳମାଳିଆ ହେବାରୁ ଗୋବିନ୍ଦଙ୍କୁ ଆତ୍ମହତ୍ୟା ପାଇଁ ପଡିଥିଲା କି ଚାପ ?

ଭୁବନେଶ୍ୱର : ହାଇଦ୍ରାବାଦ ନାସନାଲ ଲାବରଟୋରୀ ରିପୋର୍ଟ ଗୋବିନ୍ଦଙ୍କ ପାଇଁ କାଳ ସାଜିଲା କି ? ଲାବରଟୋରୀରୁ  ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ଚିନ୍ତା ବଢି ଯାଇଥିଲା କି ଅସଲି ଆସାମୀଙ୍କର ? ଆଉ ଏହି ରିପୋର୍ଟ ମହଙ୍ଗା ପଡିଲାକି ଗୋବିନ୍ଦଙ୍କ ପାଇଁ ? ସତ ପଦାକୁ ଆସିବା ଭୟରେ…

ଦାବି ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାରକେଡ ସାମ୍ନାକୁ ଚାଲିଆସିଲେ ଦିବ୍ୟାଙ୍ଗ

ବାଲେଶ୍ୱର: ଗତକାଲି  ମୁଖ୍ୟମନ୍ତ୍ରୀଙ୍କ ଭେଟ ନ ପାଇ ରାଉରକେଲାରୁ ଚାଲି ଚାଲି ଆସିଥିବା ମୁକ୍ତିକାନ୍ତ ବିଶ୍ୱାଳ ବିଜ୍ଞାପନ ଟାୱାର ଉପରକୁ ଚଢି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ । ଆଉ ଆଜି ଦାବି ଜଣାଇବା ପାଇଁ ଜୀବନକୁ ଖାତିର ନ କରି ସିଧା ନବୀନ ପଟ୍ଟନାୟକଙ୍କ ଗାଡି ସାମ୍ନାକୁ ଚାଲି…

ପ୍ରକୃତି

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଭଗବାନଙ୍କର ମାୟିକ ଶକ୍ତିଦ୍ୱାରା ଏ ସଂସାର ର ସୃଷ୍ଟି । ପ୍ରକୃତିର ଗର୍ଭରେ ଭଗବାନ ଜୀବଙ୍କୁ ସ୍ଥାପିତ କରନ୍ତି । ପ୍ରତ୍ୟେକ ଜୀବର କର୍ମ ଅନୁଯାୟୀ, ପ୍ରକୃତି ତାଙ୍କ ପାଇଁ ଏକ ଉପଯୁକ୍ତ ଶରୀର ସୃଷ୍ଟି କରେ । ପ୍ରକୃତି…

ଅନୁବାଦ କବିତା : ବୃଦ୍ଧ ପେନସନାର ବିଳାପ

ମୂଳ ରଚନା : ଉଇଲିୟମ ବଟଲାର ୟେଟସ୍  ଆଜି ଯଦିଓ ମୁଁ ଏ ବର୍ଷାରେ ନେଇଛି ଆଶ୍ରୟ ଏକ ଭଙ୍ଗା ଗଛ ତଳେ ଦିନେ କିନ୍ତୁ ମୋ ଚଉକି ଥିଲା ଚୁଲି ପରୁ ଖୁବ୍ ନିକଟରେ ପ୍ରତ୍ୟେକ ବନ୍ଧୁ ମିଳନରେ ଯେତେ ଚର୍ଚ୍ଚା ହେଉଥିଲା ପ୍ରେମ ଏବଂ ରାଜନୀତିକୁ ନେଇ ମାତ୍ର ଏ ସମୟ, ସେ ସବୁକୁ ଦେଲା ବଦଳାଇ ।…

ଭାରତରେ ବୁଲୁଛି ଚୀନ ଭାରିଏଣ୍ଟ; ଜାଣନ୍ତୁ, କ’ଣ ଏହାର ଲକ୍ଷଣ

ନୂଆଦିଲ୍ଲୀ: ଚିନ୍ତା ବଢାଇଲାଣି କରୋନା । ଚୀନରେ ହାହାକାର ସୃଷ୍ଟି କରିଥିବା କରୋନା ଭାରିଏଣ୍ଟ BF.7 ପହଞ୍ଚିଲାଣି ଭାରତରେ । ଭାରତରେ ଏହି ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ୪ ଜଣ ବ୍ୟକ୍ତିଙ୍କୁ ଠାବ କରାଯାଇଛି । ଜୁଲାଇରେ ଜଣେ, ସେପ୍ଟେମ୍ବରରେ ୨ ଜଣ ଏବଂ ନଭେମ୍ବରରେ ଜଣେ ଏହି…

ପୁଣି ଘାରିଲାଣି କରୋନା ଚିନ୍ତା, ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିକୁ ନେଇ ବଢ଼ିଲାଣି ଚିନ୍ତା । ବର୍ତ୍ତମାନ ଚୀନ ଓ ଆମେରିକା ସମେତ ବିଭିନ୍ନ ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚସ୍ତରୀୟ ବୈଠକ କରିବେ । ଅପରାହ୍ଣ ୪ଟାରେ ଉଚ୍ଚସ୍ତରୀୟ ବୈଠକ ବସିବା ନେଇ…