ସହିଦ ଭଗତ ସିଂହଙ୍କ ଜୟନ୍ତୀରେ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି
ପୁରୀ: ଆଜି ସହିଦ ଭଗତ ସିଂହଙ୍କ ଜୟନ୍ତୀ । ଏହି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ବେଳାଭୂମିରେ ଭଗତ ସିଂ ଙ୍କର, ବାଲୁକାରେ ଏକ ପ୍ରତିମୂର୍ତ୍ତି ନିର୍ମାଣ କରି ସହିତ ଭଗତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଭଗତ ସିଂହଙ୍କ ଜୟନ୍ତୀ ଅବସରରେ…