Latest Odisha News

BREAKING NEWS

Yearly Archives

2022

ବିଜେଡ଼ିରେ ସାମିଲ ହେଲେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା

ବ୍ରହ୍ମପୁର: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି)ର ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ନିଜର ବହୁ ସମର୍ଥକଙ୍କ ସହ ବିଜେଡ଼ିରେ ସାମିଲ ହୋଇଛନ୍ତି। ବ୍ରହ୍ମପୁରସ୍ଥିତ ବିଜେଡ଼ି ଜିଲା କାର୍ଯ୍ୟାଳୟରେ ଏନେଇ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଗତ ପୌର ନିର୍ବାଚନରେ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ସଞ୍ଜୁ ହୋଇ ପାରନ୍ତି ଉପ ଅଧିନାୟକ

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ସଞ୍ଜୁ ସାମସନଙ୍କୁ ଭାରତୀୟ ଦଳର ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇପାରେ । ଏଏନଆଇରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦିନିକିଆ ସିରିଜ ପାଇଁ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇପାରେ । ଏହାର କାରଣ ହେଲା ଟି୨୦ ସିରିଜ ପରେ…

ଚାରିଦିନ ବିତିଲା କଂଗ୍ରେସ ସଭାପତି ପାଇଁ ନାମାଙ୍କନ ପତ୍ର ଦାଖଲ ହେଲାନି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଦିନ ଗଡ଼ି ଗଡ଼ି ଚାଲିଛି । ଯେଉଁମାନେ ନାମାଙ୍କନ ଫର୍ମ ନେଇଛନ୍ତି ସେମାନଙ୍କ ମଧ୍ୟରୁ କେହି ବି ନାମାଙ୍କନ ପତ୍ର ଦାଖଲ କରିନାହାଁନ୍ତି ।  ୨୪ରୁ ଆରମ୍ଭ ହୋଇଥିବା ନାମାଙ୍କନ ପତ୍ର ଦାଖଲ ସମୟ ସେପ୍ଟେମ୍ବର ୩୦ ରେ ଶେଷ…

ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଖାନାରେ ଭର୍ତି ହେଲେ ଦୀପିକା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ହାର୍ଟବିଟ ଦ୍ରୁତ ହେବା ଏବଂ ଅସହଜ ଅନୁଭବ କରିବାରୁ ଦୀପିକା ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇଥିଲେ । ସେଠାରେ ଆବଶ୍ୟକ ଟେଷ୍ଟ ପରେ ସେ ପୁନର୍ବାର ଅସୁସ୍ଥ ଅନୁଭବ…

ବୁର୍ଖା ନପିନ୍ଧିବାରୁ ହିନ୍ଦୁ ମହିଳାଙ୍କୁ ହତ୍ୟା ଅଭିଯୋଗ

ମୁମ୍ବାଇ: ଧର୍ମ ପରସ୍ପରର ଅଲଗା କିନ୍ତୁ ପ୍ରେମ କରିଥିଲେ ବୋଲି ପରସ୍ପରର ହାତ ଧରି ଜୀବନସାଥୀ ହୋଇଥିଲେ। ପରେ ଉଭୟଙ୍କର ସନ୍ତାନ ମଧ୍ୟ ହେଲା। ହେଲେ ପତ୍ନୀ ଇସଲାମିକ ଧର୍ମକୁ ଗ୍ରହଣ ନକରିବା ବାରମ୍ବାର କହିବା ପରେ ବି ବୁର୍ଖା ନପିନ୍ଧିବାରୁ ଉଭୟଙ୍କ ମଧ୍ୟରେ ଛାଡପତ୍ର ଯାଏ କଥା ଗଲା। ହେଲେ…

ଦଶହରା ସମୟରେ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ପୂଜା ଛୁଟି ସମୟରେ ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି  । ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ତିରୁପତି ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି  । ଯାହା  ତିରୁପତି ପରିଦର୍ଶନ…

ଗୁଜବରେ ପଡ଼ିଲା ପୂର୍ଣ୍ଣଛେଦ, ଏସସିଓ ସମ୍ମିଳନୀ ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲେ ଜିନ୍ ପିଙ୍ଗ୍

ବେଜିଂ: ଏସସିଓ ଶିଖର ସମ୍ମିଳନୀରୁ ଫେରିବା ପରେ ମଙ୍ଗଳବାର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଥମ ଥର ପାଇଁ ସର୍ବସାଧାରଣକୁ ଆସିଛନ୍ତି। ଚାଇନାର ସରକାରୀ ଟେଲିଭିଜନ ଅନୁଯାୟୀ, ସି ଜିନପିଙ୍ଗ ଉଜବେକିସ୍ତାନରୁ ଫେରିବା ପରେ ପ୍ରଥମ ଥର ପାଇଁ ଲୋକଙ୍କ ସାମ୍ନାକୁ ଆସିଛନ୍ତି। ସେ ଏସସିଓ…

ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ପରେ ‘ଖେଲା’ କରିବ କି ବିଜେପି ?

ଜୟପୁର: ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ପରେ ବିରୋଧୀ ବିଜେପି ନିରବ ରହିଛି। ଯଦିଓ କଂଗ୍ରେସକୁ ନେଇ ବିଜେପି ନେତା କଡା ପ୍ରତିକ୍ରିୟା ରଖୁଛନ୍ତି ହେଲେ ସରକାର ଗଢିବା ନେଇ କୌଣସି ଗୋଟି ଚଳାଉଥିବା ଦେଖିବାକୁ ମିଳୁନି। ଯାହା ଅନ୍ୟ ସମୟରେ ବିଜେପି କରିଥିବାର ନଜିର ରହିଛି। କିନ୍ତୁ ସାଧାରଣରେ…

ନକଲି ପାସପୋର୍ଟ ମାମଲାରେ ଅବୁ ସଲେମଙ୍କୁ ୩ ବର୍ଷ ଜେଲ

ନୂଆଦିଲ୍ଲୀ: ନକଲି ପାସପୋର୍ଟ ମାମଲାରେ ଅଣ୍ଡରୱାର୍ଲ୍ଡ ଡନ ଅବୁ ସଲେମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି । ମଙ୍ଗଳବାର ସିବିଆଇ ସ୍ୱତନ୍ତ୍ର କୋର୍ଟର ବିଚାରପତି ସମୃଦ୍ଧି ମିଶ୍ର ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ସଲେମଙ୍କ ବ୍ୟତୀତ ପରଭେଜ ଆସଲମ ମଧ୍ୟ ଦଣ୍ଡିତ ହୋଇଛନ୍ତି । ୧୯୯୩ରେ ଅବୁ ସଲେମ…

ଭଗତ ସିଂହଙ୍କ ଜୟନ୍ତୀରୁ ଆପର ରକ୍ତ ଦାନ ଦିବସ

ଭୁବନେଶ୍ୱର : ଭଗତ ସିଂଙ୍କ ଜୟନ୍ତୀ ଉପଲକ୍ଷେ ତଥା ଆମ୍ ଆଦମୀ ପାର୍ଟୀର ରାଷ୍ଟ୍ରୀୟ ଆବାହକ  ଅରବିନ୍ଦ କେଜରିୱାଲଙ୍କ ଆହ୍ଵାନ କ୍ରମେ ତା.୨୮.୦୯.୨୦୨୨ରିଖ ଦିନଟିକୁ “ରକ୍ତ ଦାନ ଦିବସ”ଭାବେ ସମଗ୍ର ଭାରତରେ  ପାଳନ କରାଯିବ। ଓଡ଼ିଶାରେ ମଧ୍ୟ ରାଜ୍ୟ ଆପ ତରଫରୁ ଓଡ଼ିଶାର ପ୍ରତ୍ୟକ ଜିଲ୍ଲାରେ ରକ୍ତ…