Latest Odisha News

BREAKING NEWS

Yearly Archives

2022

କ୍ଷେତରେ ହଳ କରୁଥିବା ବେଳେ ମିଳିଲା ଅମୂଲ୍ୟ ରତ୍ନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଣଙ୍କ ଭାଗ୍ୟ କେତେବେଳେ କେମିତି ପରିବର୍ତ୍ତନ ହୋଇଯିବ ତାହା ଆପଣ କେବେ କଳ୍ପନା କରିପାରିବେ ନାହିଁ। ହୁଏତ ବାଟରେ ଗଲାବେଳେ କିମ୍ବା  ଈଶ୍ୱରଙ୍କ କୃପାରୁ, ବେଳେ ବେଳେ ଏମିତି ପରିସ୍ଥିତି ଆସିବ ଯାହା ଆପଣଙ୍କ ଭାଗ୍ୟ ବଦଳାଇ ଦେବ। କଥାରେ ଅଛି ମାଟି ଖୋଳୁ ଖୋଳୁ…

ଆପକୁ ହାଇକୋର୍ଟଙ୍କ ଝଟକା, ଏଲଜିଙ୍କ ବିରୋଧରେ କରିଥିବା ପୋଷ୍ଟ ହଟେଇବ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିକୁ ମଙ୍ଗଳବାର ଝଟକା ଲାଗିଛି । ଲେଫ୍ଟନାଂଟ ଗଭର୍ଣ୍ଣର ଭିକେ ସକ୍ସେନାଙ୍କ ବିରୋଧରେ ଦଳ କରିଥିବା ସମସ୍ତ ପୋଷ୍ଟକୁ ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଲଜି କରିଥିବା ମାନହାନି ମାମଲାରେ ହାଇକୋର୍ଟ ଏହି ଶୁଣାଣୀ କରିଛନ୍ତି । ଦିଲ୍ଲୀ…

‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଅଟୋମେସନ ଯୁଗରେ ବିଭିନ୍ନ ନିଯୁକ୍ତି ଲାଗି ଦକ୍ଷତା’ ଉପରେ ଆଲୋଚନାଚକ୍ର

ଭୁବନେଶ୍ୱର: ନିଯୁକ୍ତିର ମାପକାଠି ହେଉଛି ଦକ୍ଷତା । ତେଣୁ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ବ୍ୟାପକ କରି ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଲାଗି ଦକ୍ଷ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ…

ସ୍ୱଳ୍ପ ଗଳ୍ପ : ଶେଷର ନିର୍ଦ୍ଦେଶ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୬ ଜଣେ ରାଜା ବୋଲି ମଣୁଅଛି ତେଣୁ ଅଧୀନର ଦୋଷ କ୍ଷମା କରିବା ହୁଅନ୍ତୁ । ଆପଣ ଯେତେବେଳେ ଜଣେ ରାଜା ତେବେ ଆପଣଙ୍କୁ କେହି କେବେ ସିଧା ସଳଖ ଏମିତି କହିପାରିବ ନାହିଁ, ହେ ରାଜନ୍,ଆପଣଙ୍କର ସମୟ ଏବେ ଶେଷ । ଆପଣ ନିଜର ସମାପ୍ତି…

ଶ୍ମସାନରୁ ମିଳିଲା ୨୬୦୦ ବର୍ଷ ପୁରୁଣା ପନିର, ଆଶ୍ଚର୍ଯ୍ୟକର ଦାବି କଲେ ପ୍ରତ୍ନତତ୍ତ୍ୱବିତ୍

ଓଡିଶା ସମ୍ବାଦ ବ୍ୟୁରୋ: ପ୍ରତ୍ନତତ୍ତ୍ୱବିତ୍ ଦୁନିଆର ପ୍ରତ୍ୟେକ କୋଣରୁ ଲୁଚି ରହିଥିବା ଐତିହାସିକ ତଥ୍ୟ କିମ୍ବା ଅନେକ ବସ୍ତୁର ସନ୍ଧାନ ଜାରି ରଖିଛନ୍ତି। ବେଳେ ବେଳେ ଏପରି ତଥ୍ୟ ଆବିଷ୍କାର କରନ୍ତି ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୁଅନ୍ତି। ନିକଟରେ ଇଜିପ୍ଟର ପ୍ରାଚୀନ ସହର ମିଶରରେ ଥିବା…

ଫରେନସିକ୍ ଯାଞ୍ଚ ପାଇଁ ଗଲା ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ଘରର ସିସିଟିଭି ହାର୍ଡଡିସ୍କ

ଭୁବନେଶ୍ୱର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରୁଛି ପୋଲିସ । କେଉଁ କାରଣ ପାଇଁ ଧର୍ମେନ୍ଦ୍ର ଏଭଳି ଚରମ ନିଷ୍ପତ୍ତି ନେଲେ ପୋଲିସ କାରଣ ଖୋଜୁଛି । ପୂର୍ବରୁ ଧର୍ମେନ୍ଦ୍ରଙ୍କ ମୋବାଇଲକୁ ଫରେନସିକ୍ ଯାଞ୍ଚ ପାଇଁ ପଠା ଯାଇଥିଲା । ଆଜି ପୋଲିସ…

ଚାଷୀ ଆତ୍ମହତ୍ୟାର ମୂଳ କାରଣ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଆମ ଓଡ଼ିଶାରେ ବାତ୍ୟା ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଖୁବ୍ ସାଧାରଣ । ସେହି ବାତ୍ୟାକୁ ନେଇ ଗୋଟିଏ ଘଟଣା । ଥରେ ବାତ୍ୟାରେ ଗୋଟିଏ ଗଛ ଉପୁଡ଼ି ପଡ଼ି ନିକଟରେ ଥିବା ଏକ ଗୁହାଳ ଉପରେ ପଡ଼ିଲା । ଫଳରେ ଗୁହାଳର କାନ୍ଥ ଭାଙ୍ଗିଗଲା ।…

କଟକ ବଡ଼ ମେଡିକାଲରୁ ଶିଶୁ କନ୍ୟା ଚୋରି ଅଭିଯୋଗରେ ମହିଳା ଅଟକ

କଟକ : କଟକ ବଡ଼ ମେଡିକାଲରୁ ଶିଶୁ କନ୍ୟା ଚୋରି ମାମଲାରେ ଜଣେ ମହିଳାଙ୍କୁ ଅଟକ ରଖାଯାଇଛି । ଗତକାଲି ଉକ୍ତ ମହିଳା ସ୍ୱିଟି ରାଉତ କହିଥିଲେ  ଶିଶୁ ଅଦଳବଦଳ ହୋଇଛି ।  ଥାନାରେ ମାମଲା ହେବା ପରେ ଶିଶୁକନ୍ୟାକୁ ଆଣି ଫେରାଇଥିଲେ ମହିଳା। ତେବେ ଶିଶୁ କନ୍ୟାଙ୍କୁ ନେଇଥିବା ମହିଳା ପ୍ରସୂତି…

NASAର ଡାର୍ଟ ମିଶନ ସଫଳ, କ’ଣ ମିଳିବ ଲାଭ ?

ନୂଆଦିଲ୍ଲୀ: ଇତିହାସ ରଚିଲା ନାସା । ଅନ୍ତରୀକ୍ଷରେ ବଦଳିଲା ଏଷ୍ଟେରୟଡର ଗତିପଥ । ଆମେରିକୀୟ ଅନ୍ତରୀକ୍ଷ ଗବେଷଣାକାରୀ ସଂସ୍ଥା ନାସାର ଡାର୍ଟ ମିଶନକୁ ସଫଳତା ମିଳିଛି । ୨୭ ସେପ୍ଟେମ୍ବର ଭାରତୀୟ ସମୟ ଭୋର୍ ୪ଟା ୪୫ରେ ଅନ୍ତରୀକ୍ଷରେ ନାସା ଏଷ୍ଟେରୟଡର ଗତିପଥ ପରିବର୍ତ୍ତନ କରିଛି । ନାସାର ଡବଲ…

ଫଳ ସହ ସୈନ୍ଧବ ଲବଣର ବ୍ୟବହାର ହୋଇପାରେ ବିପଦଜନକ

ଚାଲିଛି ମାଆଙ୍କ ନବରାତ୍ରୀ ପୂଜା। ନଅ ଦିନ ଧରି ପୂଜା ବ୍ରତ କରି ଉତ୍ସାହର ସହ ନବରାତ୍ରୀ ପାଳୁଛନ୍ତି ଭକ୍ତ। ହେଲେ ଏହି ନଅ ଦିନ ଭକ୍ତମାନେ କେବଳ ସାକାହାରୀ ଖାଦ୍ୟ କିମ୍ବା ଫଳମୂଳ ଖାଇ ରୁହନ୍ତି। କିନ୍ତୁ ଆପଣ ଯଦି ଉପବାସ କରନ୍ତି ତେବେ ଶରୀର ପ୍ରତି ଧ୍ୟାନ ରଖିବା ଜରୁରୀ। କିଛି ଲୋକେ ଫଳ…