Latest Odisha News

BREAKING NEWS

Yearly Archives

2022

ହୋଟେଲ୍ ଇଡେନ୍ ଆରଓସିରେ ତାଲା ଠୁଙ୍କିଲା ବିଏମସି

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ କାୟା ବିସ୍ତାର କରିଥିବା ବେଳେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଛି ବିଏମସି । ବିଶେଷକରି ରାସ୍ତାଘାଟରେ ଅଳିଆ ଆବର୍ଜନା ନ ଫିଙ୍ଗିବା ଓ ଡଷ୍ଟବିନ୍ ବ୍ୟବହାର ଉପରେ ଧ୍ୟାନ ଦିଆଯାଉଛି । କିନ୍ତୁ ଭୁବନେଶ୍ୱରର କିଛି ବଡ଼ ବଡ଼ ହୋଟେଲ ଓ ରେଷ୍ଟୁରାଣ୍ଟ କିଛି ମାନୁ…

ଦକ୍ଷତା ବିକାଶ ସହାୟତାରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ପୁରୀ : ଦେଶର ବିକାଶ କରିବାକୁ ହେଲେ ଦକ୍ଷତା କୁ ବିକାଶ କରାଇବାକୁ ହେବ । ସେଥିପାଇଁ  ପୁରୀରେ ଆରମ୍ଭ ହୋଇଯାଇଛି  ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଦଶମ ପରାମର୍ଶଦାତା କମିଟି ବୈଠକ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ  ଅନୁଷ୍ଠିତ ହୋଇଯାଇଛି।…

ଅଯୋଧ୍ୟାରେ ଧୂମଧାମରେ ପାଳିତ ହେବ ଲତା ମଙ୍ଗେସକରଙ୍କ ଜନ୍ମଦିନ

ଅଯୋଧ୍ୟା: ସେପ୍ଟମ୍ବର ୨୮ ହେଉଛି ସ୍ୱର୍ଗତଃ ଲତା ମଙ୍ଗେସରକରଙ୍କ ଜନ୍ମଦିନ । ଏହାକୁ ଧୂମ ଧାମରେ ପାଳନ କରିବା ପାଇଁ ଅଯୋଧ୍ୟାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅଯୋଧ୍ୟାର ମୂଖ୍ୟ ପ୍ରବେଶ ଦ୍ୱାର ନୟା ଘାଟକୁ ଏବେ ଲତା ମଙ୍ଗେସକରଙ୍କ ନାମରେ ନାମିତ ହେବ । ଏ ନେଇ ଆୟୋଜିତ ଭବ୍ୟ…

ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲ୍ ମିଳିଲା, ପ୍ରମାଣ ଅଛି ତ ?

ଭୁବନେଶ୍ୱର: ଜିଲ୍ଲା ପରିଷଦ ସଭ୍ଯ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଅନେକ ପ୍ରଶ୍ନ ଉଠୁଛି । ବିଶେଷ କରି ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ର କରିଥିବା ଫେସବୁକ୍ ପୋଷ୍ଟ ଯେତିକି ଚିନ୍ତାଜନକ ସେତିକି ସମ୍ବେଦନଶୀଳ । ମୃତ୍ୟୁର ମାତ୍ର କେଇ ମିନିଟ୍ ପୂର୍ବରୁ ଧର୍ମେନ୍ଦ୍ର…

ଚୀନ ରାଷ୍ଟ୍ରପତି ଗୃହବନ୍ଦୀ ହେବା ନେଇ ଚର୍ଚ୍ଚା, ସ୍ୱାମୀଙ୍କ ଟୁଇଟ ଦ୍ୱନ୍ଦ୍ୱ ବଢ଼ାଇଲା

ବେଜିଂ: ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଗୃହବନ୍ଦୀ ଭାବେ ରଖାଯାଇଛି ବୋଲି ଖବର ପ୍ରଚାର ହେବାରେ ଲାଗିଛି । ଏ ନେଇ କୌଣସି ଅଫିସିଆଲ ତଥ୍ୟ ମିଳି ନ ଥିଲେ ମଧ୍ୟ ସାରା ବିଶ୍ୱରେ ଏହାକୁ ନେଇ ଆଲୋଚନା ହେଉଛି । ରିପୋର୍ଟ ମୁତାବକ ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ଏହି ପଦକ୍ଷେପ ଗ୍ରହଣ…

ବାବୁସାନଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ପତ୍ନୀ ତୃପ୍ତି

ଭୁବନେଶ୍ୱର : ଅସୁସ୍ଥତା କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓଲିଉଡ ଷ୍ଟାର ବାବୁସାନ ମହାନ୍ତି ଆଜି ଡିସଚାର୍ଜ ହୋଇଛନ୍ତି । ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଡିସଚାର୍ଜ ପୂର୍ବରୁ ବାବୁସାନଙ୍କୁ ଭେଟିବାକୁ ଆସିଥିଲେ…

ଜେପି ନଡ୍ଡାଙ୍କ ଦୁଇ ଦିନିଆ ଓଡିଶା ଗସ୍ତର କାର୍ଯ୍ୟକ୍ରମ ସୂଚନା

ଭୁବନେଶ୍ନର :  ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ । ଏହି ବିଷୟରେ  ବିସ୍ତୃତ କାର୍ଯ୍ୟକ୍ରମର ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର  । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୯ ତାରିଖ ଦିନ ୧୦ ଟା ବେଳେ…

ଭଡା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀରେ ବଢିବାରେ ଲାଗିଛି ଆତ୍ମହତ୍ୟା ଘଟଣା ।  ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି  । ମୃତ ମହିଳା ହେଉଛନ୍ତି ପ୍ରିୟଙ୍କା ରାୟ ସାମନ୍ତ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଭଡ଼ାରେ ରହୁଥିଲେ । ତାଙ୍କ ଘର ଢ଼େଙ୍କାନାଳ ଅଞ୍ଚଳରେ ବୋଲି…

ଦିଲ୍ଲୀପଙ୍କୁ ନେଇ ଆଶାରେ ଗଞ୍ଜାମ ହକି

ବ୍ରହ୍ମପୁର:ହକି ଇଣ୍ଡିଆର ସଭାପତି ଭାବେ ଓଡ଼ିଆ ପୁଅ ଦିଲ୍ଲୀପ ତିର୍କି ବିଜୟୀ ହେବା ପରେ ସାରା ରାଜ୍ୟରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି। ଓଡ଼ିଶାରେ ହକିର ବିକାଶକୁ ନେଇ ଅନେକ ଆଶା ସୃଷ୍ଟି ହୋଇଛି। ଏସବୁ ଭିତରେ ଏକଦା ହକିର ଏନ୍ତୁଡ଼ିଶାଳ ଥିବା ଗଞ୍ଜାମ ଜିଲାର ଛତ୍ରପୁରରେ…