Latest Odisha News

BREAKING NEWS

Yearly Archives

2022

ହ୍ୟାକ ହେଲା ପୁରୀ ଜିଲ୍ଲାପାଳଙ୍କ ଅଫିସିଆଲ ଟ୍ୱିଟର ଆକାଂଉଟ

ପୁରୀ: ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଫିସିଆଲ ଟ୍ୱିଟର ଆକାଂଉଟ ହ୍ୟାକ ହୋଇଛି । ଚୀନର କୌଣସି ଏକ ହ୍ୟାକର ଏହା କରିଥିବା ପ୍ରାରମ୍ଭିକ ସୂଚନାରୁ ମିଳିଛି । ଆକାଂଉଟ ହ୍ୟାକ ହେବା ପରେ ଜିଲ୍ଲାପାଳ ସଙ୍ଗେ ସଙ୍ଗେ ତଦନ୍ତ ପାଇଁ ଆଇଟି ସେଲକୁ ନିର୍ଦ୍ଦେଶ ଦେଇଛନ୍ତି । ଅପରାହ୍ନରେ ଏହା ହ୍ୟାକ…

‘‘ଭାରତରେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀ’’ ଉଦଘାଟିତ

ଭୁବନେଶ୍ୱର :  କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଆଜି ଭୁବନେଶ୍ୱରରେ ଭାରତରେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ସବୁଜ ଜଳବାୟୁ ପାଣ୍ଠି ସହାୟକ ପ୍ରକଳ୍ପ – ଭାରତର ଉପକୂଳ ସମୁଦାୟଙ୍କ ଜଳବାୟୁ…

ଆସନ୍ତା ୪ ବର୍ଷ ପାଇଁ ପୁନର୍ବାର ଏନସିପି ମୂଖ୍ୟ ଭାବେ ନିର୍ବାଚିତ ହେଲେ ଶରଦ ପାୱାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ଭାବେ ବିବେଚନା କରାଯାଉଥିବା ଶରଦ ପାୱାରଙ୍କୁ ପୁନର୍ବାର ନ୍ୟାଶନାଲ କଂଗ୍ରେସ ପାର୍ଟି(ଏନସିପି)ର ସଭାପତି ଭାବେ ନିର୍ବାଚିତ କରାଯାଇଛି । ୮୧ ବର୍ଷୀୟ ପାୱାର ପୁନର୍ବାର ଏନସିପିର କ୍ଷମତା କେନ୍ଦ୍ର ସାଜିଛନ୍ତି । ସେ ୪ବର୍ଷ ପାଇଁ ଏହି ଦାୟିତ୍ୱରେ…

ଭାରତ ବନ୍ଦେ ଏକ୍ସପ୍ରେସ ବୁଲେଟ୍ ଟ୍ରେନର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ: ଭାରତ ବନ୍ଦେ ଏକ୍ସପ୍ରେସ ବୁଲେଟ ଟ୍ରେନର ରେକର୍ଡ ଭାଙ୍ଗିଥିବା ଜଣାପଡିଛି । ଟ୍ରାଏଲ ରନ ବେଳେ ଭାରତ ବନ୍ଦେ ଏକ୍ସପ୍ରେସ ୫୨ ସେକେଣ୍ଡରେ ଶୂନରୁ ଶହେ କିଲୋମିଟର ବେଗ ହାସଲ କରିଥିବା ଜଣାପଡିଛି । ବୁଲେଟ ଟ୍ରେନଠାରୁ ଏହି ଗତି ଅଧିକ ରହିଛି । ରେଳମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।…

ମାଛ ଜାଲରେ ଲାଗିଥିବା ଅଜଗର ସାପ ଉଦ୍ଧାର

ଅନୁଗୁଳ - ମାଛ ଜାଲରେ ଲାଗିଲା ଅଜଗର ସାପ । ଦୀର୍ଘ ସମୟ ଚେଷ୍ଟା ପରେ ଜାଲ କାଟି ଉଦ୍ଧାର କଲେ ସର୍ପମିତ୍ର ଆଦିତ୍ୟ ବେହେରା । ସୂଚନା ଅନୁସାରେ ଡେରେଜାଙ୍ଗ ଜଳ ପ୍ରକଳ୍ପରେ ମାଛ ପାଇଁ ଜାଲ ଲାଗିଥିଲା । ଆଜି ସକାଳେ ମାଛ ଧରିବା ପାଇଁ ମାଛଚାଷୀ ଗଲାବେଳେ ଏକ ୫ ଫୁଟ ଲମ୍ବର ଅଜଗର ସାପ ଲାଗିଥିବା…

ପ୍ରଶଂସକଙ୍କ ପାଇଁ କୋହଲି ଶେୟାର କଲେ ପିଲା ବେଳର ଫଟୋ: ଖାଓ, ପିଓ ଐଶ କରୋ

ମୁମ୍ବାଇ: ଏସିଆ କପ କ୍ରିକେଟରେ ଦୀର୍ଘ ଦିନ ପରେ ବିରାଟ କୋହଲି ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ଏହା ତାଙ୍କ ମୁଣ୍ଡରୁ ଏକ ବଡ ବୋଝ ହଟେଇ ଦେଇଛି କହିଲେ ଭୁଲ ହେବନି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ସେ ମାତ୍ର ୬୧ ବଲରେ ୧୨୨ ରନର ଇିନଂସ ଖେଳିଥିଲେ । କୋହଲିଙ୍କ ଏହି ଶତକକୁ…

ଚାର୍ଲସ ତୃତୀୟ ହେଲେ ବ୍ରିଟେନର ନୂଆ ରାଜା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ବ୍ରିଟେନରେ ନୂଆ ରାଜା ହୋଇଛନ୍ତି ଚାର୍ଲସ ତୃତୀୟ । ଆଜି ବ୍ରିଟେନର ରାଜା ଭାବେ ଦାୟିତ୍ୱ ନେଇଛନ୍ତି ଚାର୍ଲସ। ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୬ ବର୍ଷ ବୟସରେ ପରଲୋକ ପରେ ଏହି ମହାରାଜା ବନିଛନ୍ତି ଚାର୍ଲସ ।  ୭୦ ବର୍ଷ ପରେ ରାଜା ହୋଇଛନ୍ତି ଚାର୍ଲସ…

ଗଣେଶ ପୂଜା ପଣ୍ଡାଲରେ ବିଦ୍ୟୁତ୍‌ ଆଘାତରେ ନାବାଳକ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମନହରା ଗାଁରେ ଶନିବାର ବିଦ୍ୟୁତ୍‌ ଆଘାତରେ ଏ.ଶୁଭମ ପାତ୍ର(୧୫) ନାମକ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଶୁଭମ କନିଷି ସ୍ଥିତ ବାଲାଜୀ ବିଦ୍ୟାପୀଠର ଦଶମ ଶ୍ରେଣୀର ଛାତ୍ର ଥିଲେ। ତାଙ୍କ ବାପା ମା’ ହାଇଦ୍ରବାଦରେ କାମ ରହୁଥିବା ବେଳେ ଶୁଭମ…

ଡାଳ ଖାଇଲା ବୋଲି ଛେଳିକୁ ଅଟକ ରଖିଛି ବନ ବିଭାଗ

ବ୍ରହ୍ମପୁର: ବିଭିନ୍ନ ବିଷୟକୁ ନେଇ ବନ ବିଭାଗ ବିବାଦରେ ରହିଥିବା ବେଳେ ଗଞ୍ଜାମ ଜିଲାରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ଗଛ ଡାଳ ଖାଇଦେଇଥିବା ଯୋଗୁ ଗୋଟିଏ ଛେଳିକୁ ବନ ବିଭାଗର କର୍ମଚାରୀମାନେ ଗତ ତିନି ଦିନ ହେଲା ଅଟକ ରଖିଛନ୍ତି। ଖଲିକୋଟ ବନାଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି ।…

ମେଟ୍ରିକ ସାର୍ଟିଫିକେଟ ପାଇଁ ଦବାକୁ ପଡୁଛି ୨୦୦ ଟଙ୍କା

ଯାଜପୁର : ମେଟ୍ରିକ ପାସ କରିଥିଲେ ମଧ୍ୟ ସାର୍ଟିଫିକେଟ ଦିଆଯାଉ ନାହିଁ  । ଆଉ ଯଦି ସାର୍ଟିଫିକେଟ ଦରକାର , ଦେବାକୁ ପଡିବ ୨୦୦ ଟଙ୍କା । ତାହା ପୁଣି ବିନା ରସିଦରେ  । ଟଙ୍କା ନାହିଁ ତ ସାର୍ଟିଫିକେଟ ନାହିଁ  । ଏଭଳି କିଛି ଅଭିଯୋଗ କରିଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଳକ ଶାଳୀଜଙ୍ଗା…