Latest Odisha News

BREAKING NEWS

Yearly Archives

2022

ବଦଳିଲା ରାଜପଥର ନାମ, ଏବେ କର୍ତ୍ତବ୍ୟପଥ ନାମରେ ହେବ ପରିଚିତ

ନୂଆଦିଲ୍ଲୀ :  ଭାରତର ସରକାର ଦିଲ୍ଲୀର ରାଜପଥର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନେତାଜୀ ପ୍ରତିମୂର୍ତ୍ତିରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ମାର୍ଗକୁ - କର୍ତ୍ତବ୍ୟପଥ ନାମରେ ନାମିତ କରାଯାଇଛି  ।  କେନ୍ଦ୍ର ବୈଦେଶିକ ବ୍ୟାପାର ଓ ସଂସ୍କୃତି ମନ୍ତ୍ରୀ ମୀନାକ୍ଷୀ ଲେଖି ଆଜି…

[ଦେଖନ୍ତୁ ଭିଡିଓ] ସରକାରୀ ଅଫିସ୍‌ରେ ଚାଲିବ ବିଦ୍ୟୁତ୍‌ ଚାଳିତ ଗାଡ଼ି

ଭୁବନେଶ୍ୱର: ପ୍ରଦୂଷଣ ରୋକିବାକୁ ପଦକ୍ଷେପ । ଆଉ ପେଟ୍ରୋଲ କି ଡିଜେଲ୍ ଗାଡ଼ି ନୁହେଁ । ଏଣିକି ପ୍ରଦୂଷଣ ରୋକିବାକୁ ସବୁ ସରକାରୀ ଅଫିସରେ ଚାଲିବ ଇଲେକ୍ଟ୍ରିକ୍ ଗାଡ଼ି । ପର୍ଯ୍ୟାୟ କ୍ରମେ ରାଜ୍ଯ ସରକାରଙ୍କ ସମସ୍ତ ବିଭାଗରେ ଇ-ଭେଇକିଲ୍ ନିୟୋଜିତ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା…

୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ସଙ୍ଗଠନକୁ କରିବ ଚଳଚଞ୍ଚଳ

ଭୁବନେଶ୍ୱର: ବିଜେଡିର ସାଙ୍ଗଠନିକ ବୈଠକ ଆରମ୍ଭ ହୋଇଯାଇଛି । ସାଙ୍ଗଠନିକ ପ୍ରସଙ୍ଗରେ ଚାଲିଛି ମାନସମନ୍ଥନ  । ବରିଷ୍ଠ ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି ଓ ବରିଷ୍ଠ ନେତୃତ୍ୱ ଉପସ୍ଥିତ ଅଛନ୍ତି । ତୃଣମୂଳ ସ୍ତରରୁ ସଙ୍ଗଠନକୁ ମଜବୁତ କରିବା ପାଇଁ ଖସଡା ପ୍ରସ୍ତୁତ କରିବ ବିଜେଡି  ।  ବରିଷ୍ଠ…

ଅନୁଭବ-ବର୍ଷା ବିବାହ ବିଚ୍ଛେଦ ମାମଲା, ଆସନ୍ତାକାଲି ଶୁଣାଣି

କଟକ : ବହୁ ଚର୍ଚ୍ଚିତ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାର ଶୁଣାଣି ଆସନ୍ତାକାଲି ହେବ ବୋଲି ସୂଚନା ରହିଛି। କଟକର ଫ୍ୟାମିଲି କୋର୍ଟ ବା ପାରିବାରିକ କୋର୍ଟ ଏହି ମାମଲାର ଶୁଣାଣି କରିବେ। ପ୍ରତିପକ୍ଷଙ୍କ ଆବେଦନ ଉପରେ ଆପତ୍ତି ଓ…

ପୋଲିସ ହାତରେ ପକ୍ସୋ କୋର୍ଟ ବିଚାରପତିଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ: ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀ ମୃତ୍ୟୁ ଘଟଣାର ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ସୁବାସଙ୍କ ପୋଷ୍ଟମର୍ଟମ ରିପୋର୍ଟ ମର୍କତନଗର ପୋଲିସର ହସ୍ତଗତ ହୋଇଛି । ରଶି ଲଗାଇ ଝୁଲି ପଡ଼ିବାରୁ ସୁବାସଙ୍କ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । ରଶି…

ଘର ପ୍ଲାନ କରାଇବା ଆଳରେ ଦୁଷ୍କର୍ମ, ୮ ମାସ ପରେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଘର ପ୍ଲାନ ଦେବା ନାଁରେ ଦୁଷ୍କର୍ମ। ଗିରଫ ହୋଇଛନ୍ତି ପ୍ଲାନ ଦେଉଥିବା ସରକାରୀ ସଂସ୍ଥା ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଫିଲଡ ଅଫିସର ।  ଗତ ଫେବୃଆରୀ ୯ ତାରିଖରେ ଲକ୍ଷ୍ମୀସାଗର ଥାନାରେ ଜଣେ ମହିଳା ଏ ନେଇ ଅଭିଯୋଗ କରିଥିଲେ। ତେବେ ଅଭିଯୋଗର ପାଖାପାଖି ୮ ମାସ ପରେ…

[ଦେଖନ୍ତୁ ଭିଡିଓ] ଆଗାମୀ ୨୪ ଘଣ୍ଟାରେ ଲଘୁଚାପ, ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ଓ ତତସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । https://twitter.com/mcbbsr/status/1567398275514519553…

ମମତାଙ୍କ ଆଇନ ମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍, ଘର ଚାରିପଟେ ଯବାନ

କୋଲକାତା: କୋଇଲା ଘୋଟାଲା ମାମଲାରେ ସିବିଆଇ ରେଡ୍ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରରେ ଆଇନ ମନ୍ତ୍ରୀ ଥିବା ମଳୟ ଘଟକଙ୍କ ୬ଟି ସ୍ଥାନରେ ସିବିଆଇ ଆଜି ରେଡ୍ କରିଛି। ଯେଉଁଥିରେ ମନ୍ତ୍ରୀଙ୍କ ଘର ସମେତ ତାଙ୍କ ବଡ଼ ଭାଇର ଘର ଏବଂ ଅନ୍ୟାନ୍ୟ ସ୍ଥାନ ରହିଛି। କୌଣସି ଅପ୍ରୀତିକର…

ଶୁଭଶ୍ରୀ ଆତ୍ମହତ୍ୟା ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ

ଭୁବନେଶ୍ୱର: ରାଜଧାନୀସ୍ଥିତ ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣାରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ଅଭିଯୁକ୍ତ ପୁରୁଷ ବନ୍ଧୁକୁ ରିମାଣ୍ଡରେ ଆଣିବ କମିସନରେଟ ପୋଲିସ। କୋର୍ଟରେ ତିନି ଦିନିଆ ରିମାଣ୍ଡ ପାଇଁ ପୋଲିସ ଆବେଦନ କରିଥିଲା। କୋର୍ଟ କିନ୍ତୁ ଦୁଇ…

‘କୋଶଳ’ରାଜ୍ୟ ଦାବି, ପଶ୍ଚିମ ଓଡ଼ିଶାରେ ବନ୍ଦ ପାଳନ

ସୋନପୁର/କଳାହାଣ୍ଡି/ନୂଆପଡା/ଝାରସୁଗୁଡା: କିଛି ଦିନର ନିରବତା ପରେ ପରେ ପୁଣିଥରେ ପଶ୍ଚିମ ଓଡ଼ିଶାରେ ପୁଣି ଥରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ’କୋଶାଲ’ ଦାବି ଜୋର ଧରିଛି। ପ୍ରାୟ ୧୧ଟି ଜିଲ୍ଲାରେ ଲୋକେ ଏହାକୁ ନେଇ ଆଜି ଧାରଣାରେ ବସିଛନ୍ତି। ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି,…