Latest Odisha News

BREAKING NEWS

Yearly Archives

2022

ବୟକଟ୍ ଭିତରେ ବ୍ରହ୍ମାସ୍ତ୍ର ହିଟ୍ ହେବ ନା ଫ୍ଲପ୍ ?

ମୁମ୍ବାଇ: ୨୦୨୨ର ସବୁଠୁ ବଡ଼ ଫିଲ୍ମ ବ୍ରହ୍ମାସ୍ତ୍ର ହିଟ୍ ହେବ ନା ଫ୍ଲପ୍ ? ବ୍ରହ୍ମାସ୍ତ୍ରକୁ ବୟକଟ୍ ଟ୍ରେଣ୍ଡ ଭିତରେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି । କିନ୍ତୁ ଏହାର ଜବାବ ଶୀଘ୍ର ହିଁ ମିଳିଯିବ । ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ବ୍ରହ୍ମାସ୍ତ୍ର ଆସନ୍ତା ୯…

ଜଳସାଥୀମାନଙ୍କ ସଶକ୍ତୀକରଣ ଉପରେ କର୍ମଶାଳା

ଭୁବନେଶ୍ୱର :  ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ପରିଚାଳିତ ବିଭିନ୍ନ ସହରାଞ୍ଚଳବିକାଶ କାର୍ଯ୍ୟକ୍ରମ ‌ ଗୁଡିକର  ରୂପାୟନ ଦାୟିତ୍ଵରେ ଥିବା ସିଟି ମିଶନ୍ ମ୍ୟାନେଜର୍ ମାନଙ୍କ‌୍ୟ କାର୍ଯ୍ୟ ପରିଚାଳନା ସଂପର୍କରେ ସମୀକ୍ଷା ଓ ଜଳସାଥୀଙ୍କ ପ୍ରଶିକ୍ଷଣ ଉପରେ ଏକ…

KYC କିମ୍ବା ଆକାଉଣ୍ଟ ଅପଡେଟ୍ ନାମରେ ସେୟାର କରନ୍ତୁ ନାହିଁ UPI PIN: ଏହି ଉପାୟ ଆପଣାନ୍ତୁ, ଅନଲାଇନ୍ ଠକେଇରୁ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅନଲାଇନ ଠକେଇ, ଅନଲାଇନ ପେମେଣ୍ଟ ଜରିଆରେ ଆକାଉଣ୍ଟ ଖାଲି, ଅନଲାଇନ ଠକ ଲୁଟି ନେଲେ ଲକ୍ଷାଧିକ, ଏମିତି ଅନେକ ଖବର ପ୍ରତିଦିନ ଶୁଣିଲା ପରେ ଆପଣ ଅନଲାଇନ କାରବାରକୁ ନେଇ ଭୟଭୀତ ହେଇଯାଉଥିବେ। କେବେକେବେ ଅନଲାଇନ ନେଣଦେଣ କେତେ ସୁରକ୍ଷିତ , ଅନଲାଇନର ବିଚକ୍ଷଣ

ବ୍ରାହ୍ମଣୀ ନଦୀରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନୁଗୁଳ: ବ୍ରାହ୍ମଣୀ ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ତାଳଚେର ଗହମ ଅଞ୍ଚଳ ଦେଇ ବହି ଯାଇଥିବା ବ୍ରାହ୍ମଣୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି । ହାତ ଗୋଡ଼ ବନ୍ଧା ଯାଇଥିବା ଅବସ୍ଥାରେ ନଦୀରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ପୋଲିସକୁ ସୂଚନା ଦେଇଥିଲେ । ମୃତ…

ଟଙ୍କା ଚୋରି କରି ନପାରିବାରୁ ATM କାଚ ଭାଙ୍ଗିଦେଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଏଟିଏମରୁ ଟଙ୍କା ଚୋରି କରିବାକୁ ଆସିଥିଲେ ଦୁର୍ବୃତ୍ତ । ଆଉ ଟଙ୍କା ଚୋରି ନକରି ପାରି ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ଏଟିଏମ୍ କାଚ ଭାଙ୍ଗି ଦେଇଛନ୍ତି । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ସହର ଚିନି ଫ୍ୟାକ୍ଟ୍ରି ଛକରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଏଟିଏମରେ ।…

ମୋଦୀଙ୍କ ବିରୋଧରେ ନୀତିଶଙ୍କ ପ୍ରାୟାସ ବିଫଳ ହେବ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୀତିଶ ଆଗାମୀ ଦିନରେ ଭେଟିବା ପ୍ରସଙ୍ଗରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କଟାକ୍ଷ କରିଛନ୍ତି  । ନୀତିଶ କୁମାରଙ୍କୁ ନୂଆ ମୁଲ୍ଲା ବୋଲି କହିଛନ୍ତି ପୃଥ୍ୱୀରାଜ  । ନୂଆ ମୁଲ୍ଲା  ପାଞ୍ଚ ଥର ନମାଜ ପଢିବା ପରି, ନୀତିଶ କୁମାର…

ମନ୍ଦିରର ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ସୋନପୁର: ମନ୍ଦିର ଦାନ ବାକ୍ସ ଭାଙ୍ଗି ଲୁଟ୍ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଦେୱାନପାଲି ଗାଁ ନିକଟରେ ଥିବା ଖୁଣ୍ଟଲା ଦର୍ହ ଗୁପ୍ତେଶ୍ୱର ମନ୍ଦିରରୁ ଲୁଟ୍ ହୋଇଛି । ମନ୍ଦିର ଦାନ ବାକ୍ସକୁ ଭାଙ୍ଗି ସେଥିରେ ଥିବା ଟଙ୍କାକୁ କେହି ଦୁର୍ବୃତ୍ତ ଲୁଟି ନେଇଥିବା ଅଭିଯୋଗ…

୨୦୨୪ ନିର୍ବାଚନ ପାଇଁ ନେତାଙ୍କୁ ଟାର୍ଗେଟ ଦେଇଛି ବିଜେଡି

ଭୁବନେଶ୍ୱର :  ବିଜେଡି ବିଧାୟକ, ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କ ବୈଠକ ଶେଷ  । ସଂଗଠନକୁ କିପରି ସଂଗଠିତ, ବିସ୍ତାର ଓ ତୃଣମୂଳସ୍ତରରୁ ମଜବୁତ କରିହେବ ସେନେଇ ବିଜେଡିର ମାନସ ମନ୍ଥନ ଶେଷହୋଇଛି । ୨୦୨୪ ନିର୍ବାଚନ ପାଇଁ ନେତାଙ୍କୁ ଟାର୍ଗେଟ ଦେଇଛି ଦଳ ।  ସଂଗଠନକୁ କିପରି ଚଳଚଞ୍ଚଳ…

TPSODL ପକ୍ଷରୁ ମହିଳାଙ୍କ ଦ୍ୱାରା ପରିଚାଳିତ ଗ୍ରାହକ ସମ୍ପର୍କ କେନ୍ଦ୍ରର ଶୁଭାରମ୍ଭ

ବ୍ରହ୍ମପୁର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁରରେ ସମ୍ପୂର୍ଣ୍ଣ ରୂପେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ଗ୍ରାହକ ସମ୍ପର୍କ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଏହି କେନ୍ଦ୍ର…

ଦିଲ୍ଲୀ ବାହାରେ ଏକାଠି ହେବେ ବିଜେପି ବିରୋଧୀ ନେତା, ଆଉ ନବୀନ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏନଡିଏ ମେଣ୍ଟରୁ ଓହରିବା ପରେ ଫୁଲ ଜୋଶରେ ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ତିନି ଦିନିଆ ଦିଲ୍ଲୀ ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍…