Latest Odisha News

BREAKING NEWS

Yearly Archives

2022

୮ ଫୁଟର ଅଜଗର ସାପ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ହିଞ୍ଜଳାପଲ୍ଲୀରୁ ଏକ ୮ ଫୁଟର ଅଜଗର ସାପକୁ ଉଦ୍ଧାର କରିଛନ୍ତି ସ୍ନେକ୍ ହେଲ୍ପ ଲାଇନର କର୍ମକର୍ତ୍ତା । ମଙ୍ଗଳବାର ବିଳମ୍ବିତ ରାତିରେ ବ୍ରହ୍ମପୁର ବନାଞ୍ଚଳ ହିଞ୍ଜଳାପଲ୍ଲୀ ବାଉରି ସାହିର ଏକ ପରିତ୍ୟକ୍ତ ଘର ନିକଟରୁ ସାହି ମଧ୍ୟକୁ ଏକ ଅଜଗର ସାପ ପଶି…

ହନୁମାନ ପଇସା ନାଁରେ ଲୁଟ୍, ଗିରଫ ହେଲେ ୫ ଠକ

ଝାରସୁଗୁଡା (ରୋଶନ ମହାନ୍ତି): ହନୁମାନ ପଇସାକୁ ନେଇ ଚଳାଇଥିବା ଏକ ରାକେଟକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ରାକେଟରେ ମୋଟ୍ ପାଞ୍ଚ ଜଣ ଥିଲେ। ଯେଉଁମାନେ କି ହନୁମାନ ଟଙ୍କା ଦେଲେ ଲକ୍ଷାଧିକ ଟଂକା ମିଳିବ କହି ଠକେଇ କରିଥିବା ଅଭିଯୋଗ କରିଥିଲେ କେନ୍ଦ୍ରାପଡାର ରବୀନ୍ଦ୍ର…

କୋଶଳ ପ୍ରଦେଶ ଦାବି ନେଇ ପଶ୍ଚିମ ଓଡ଼ିଶାରେ  ୧୨ ଘଣ୍ଟିଆ ବନ୍ଦ ଡାକରା

ସମ୍ବଲପୁର : ପଶ୍ଚିମ ଓଡିଶାର ବାରଟି ଜିଲ୍ଲାରେ କୋଶଲ ସେନା ଓ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ୧୨ଘଣ୍ଟିଆ ମହାବନ୍ଦ ଡାକରା ଦିଆଯାଇଛି ।  ବନ୍ଦର ପ୍ରଭାବ ବିଭିନ୍ନ ଅଂଚଳରେ ପଡିଛି । ସହରାଞ୍ଚଳରେ  ଯାତାୟତ ପୁରା ଠପ ହୋଇଥିବା ସହ ଦୋକାନ ବଜାର…

ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ନେଇ କେବିସିରେ ପ୍ରଶ୍ନ କଲେ ବଚ୍ଚନ

ମୁମ୍ବାଇ: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ନେଇ କେବିସିରେ ପ୍ରଶ୍ନ କରିଛନ୍ତି ବିଗ ବି ଅମିତାଭ ବଚ୍ଚନ । ସୋନି ଟିଭି ଚ୍ୟାନେଲରେ ପ୍ରସାରିତ କୌନ ବନେଗା କରୋଡ୍‌ପତି ରେ ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ନେଇ ପ୍ରଶ୍ନ…

ଚଳିତ ବର୍ଷ ହେବ କାର୍ତ୍ତିକ ବ୍ରତଧାରୀଙ୍କ ପାଇଁ ହବିଷ୍ୟାଳୀ ଶିବିର

ପୁରୀ: ଆଉ ମାସେ ପରେ କାର୍ତ୍ତିକ ବ୍ରତ କରିବେ ହବିଷ୍ୟାଳୀ । କରୋନା ପାଇଁ ଦୁଇ ବର୍ଷ ହେଲା ପୁରୀରେ କାର୍ତ୍ତିକ ବ୍ରତ ଠିକ ଭାବେ କରିପାରିନାହାଁନ୍ତି ହବିଷ୍ୟାଳି ।  ଆସନ୍ତା ମାସ  ଅକ୍ଟୋବର ୧୦ତାରିଖରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ । କରୋନା କଟକଣା ଯୋଗୁଁ  ୨ ବର୍ଷ ହେଲା ହବିଷ୍ୟାଳୀ…

ରାହୁଲଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ : ହେମନ୍ତ କହିଲେ ପାକିସ୍ତାନରୁ ଆରମ୍ଭ କର

ଓଡ଼ିଶା ସମ୍ବାଦ ବ୍ୟୁରୋ : କନ୍ୟାକୁମାରୀରୁ  ଆଜିଠୁ ରାହୁଲ ଗାନ୍ଧୀ ଆରମ୍ଭ କରିବେ ଭାରତ ଯୋଡୋ ଯାତ୍ରା । କଂଗ୍ରେସର ମିଶନ -୨୦୨୪କୁ ବଳ ଦେବା ପାଇଁ ଏହି ଯାତ୍ରା ଆରମ୍ଭ କରିବାକୁ ଦଳ ନିଷ୍ପତ୍ତି ନେଇଛି । ଦଳ ଏଥିପାଇଁ ତାମିଲନାଡୁର କନ୍ୟାକୁମାରୀକୁ ବାଛିଛି । ୨୦୧୪ ପରଠାରୁ କଂଗ୍ରସ…

ଭାଷା ଭାଗବତ : ଭାଷାର ଭେଳିକି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସବୁ ତ ପ୍ରଭୁଂକର ଲୀଳା ତେଣୁ ମନୁଷ୍ୟ କରେ ହେଳା ହେଲେ ଏପରି ଭାବଭୋଳା ଜୀବନ ହୁଏ କାମଚଳା ଲୋକଂକ ଭଲ ମଂଦ ପାଇଁ ଯେଣୁ ଏକାକୀ ପ୍ରଭୁ ଦାୟୀ କେହି କିଛି କରଂତିନାହିଁ କୃପା ମିଳିବ ବୋଲି ଚାହିଁ ନିଖୁଣ ଦେହଧାରୀ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୭ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବାର ମାସରେ ତେର ଯାତ ବା ଯାତ୍ରା ପାଳିତ ହୁଏ। ଏହି ଯାତ୍ରା ଛଡା କିଛି ଉପଯାତ୍ରା ମଧ୍ୟ ପାଳିତ ହୁଏ। ଏହିସବୁ ଯାତ୍ରା ଓ ଉପ ଯାତ୍ରା ଭିତରେ ମାତ୍ର ଦୁଇ…

ବୈଠକରେ ଅମିତ ଶାହଙ୍କ ଦୃଢୋକ୍ତି, ‘ଅବ୍ କି ବାର୍ ୩୫୦ ପାର’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପାଖାପାଖି ଦେଢ଼ ବର୍ଷ ସମୟ ରହିଛି । ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏହାର ପ୍ରସ୍ତୁତି ଏବଂ ରଣନୀତି କାର୍ଯ୍ୟକାରୀ କରିବା ଆରମ୍ଭ କରି ଦେଇଛି। ମଙ୍ଗଳବାର ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ…

ରୋମାଞ୍ଚଭରା ମ୍ୟାଚରେ ଭାରତକୁ ୬ ଉଇକେଟରେ ହରାଇଲା ଶ୍ରୀଲଙ୍କା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏସିଆ କପରେ ପୁଣି ଏକ ରୋମାଞ୍ଚକର ମ୍ୟାଚରେ ଭାରତ ପରାସ୍ତ ହୋଇଛି । ଦୁବାଇରେ ଚାଲିଥିବା ଭାରତ – ଶ୍ରୀଲଙ୍କା ମ୍ୟାଚରେ ଭାରତକୁ ୬ ଉଇକେଟରେ ପରାସ୍ତ କରିଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଆଗରେ ଭାରତ ୧୭୪ ରନ୍ ଟାର୍ଗେଟ ଦେଇଥିଲା । ତେବେ…