Latest Odisha News

BREAKING NEWS

Yearly Archives

2022

ବର୍ଦ୍ଦି ପିନ୍ଧି ‘ମେରା ବଲମା’ ଗୀତରେ ଠୁମକା ଲଗାଇଲେ ଥାନାବାବୁ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ‘ମେରା ବଲମା’ ଗୀତରେ ଠୁମକା ଲଗାଇଲେ ଥାନାବାବୁ । ଗୀତର ତାଳେ ତାଳେ ନିଜେ ଝୁମିଲେ ଏବଂ ଅନ୍ୟମାନଙ୍କୁ ଝୁମାଇଲେ  । ସେ ପୁଣି ପୋଲିସ ବର୍ଦ୍ଦି ପିନ୍ଧିଥିବା ବେଳେ  । ପୋଲିସ ବାବୁଙ୍କ ଏହି ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ଏଭଳି କିଛି ଦୃଶ୍ୟ ଦିଲ୍ଲୀରେ…

ଏକାଧିକ ମାମଲାରେ ସମ୍ପୃକ୍ତ ଡକାୟତି ଗ୍ୟାଙ୍ଗକୁ କାବୁ କଲା କୋଟପାଡ଼ ପୋଲିସ

କୋଟପାଡ଼ : ପୋଲିସ ପଞ୍ଝାରେ କୁଖ୍ୟାତ ଅପରାଧୀ ଟୁନା ହରିଜନ । କୋରାପୁଟ ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ଅପରାଧୀକ ମାମଲା ରହିଛି ଟୁନା ନାଁରେ । ଟୁନା କୁ ଧରିବା ପାଇଁ  ସ୍ୱତନ୍ତ୍ର ଟିମ ଗଠନ କରିଥିଲା ପୋଲିସ । ନବରଙ୍ଗପୁର ଜିଲ୍ଲାର ମୈଦଲପୁର ଅଞ୍ଚଳରୁ  ଟୁନାକୁ କାବୁ କରିଛି ପୋଲିସ ।…

ଜେଲରେ ଆତ୍ମହତ୍ୟା କଲେ ମମିତା ମେହେର ହତ୍ୟା ମାମଲାର ଅଭିଯୁକ୍ତ ଗୋବିନ୍ଦ ସାହୁ !

ବଲାଙ୍ଗିର: ଜେଲରେ ଆତ୍ମହତ୍ୟା କରିଛନ୍ତି ଗୋବିନ୍ଦ ସାହୁ । ମମିତା ମେହେର ହତ୍ୟା ମାମଲାରେ ଗିରଫ ହୋଇ କଣ୍ଟାବାଞ୍ଜି ଜେଲରେ ଥିବା ଗୋବିନ୍ଦ ସାହୁ ଆଜି ଆତ୍ମହତ୍ୟା କରିଛନ୍ତି । ଜେଲର ରୋଷଘର ନିକଟରେ ସେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ମମିତା ମେହେର ମାମଲାରେ ଗୋବିନ୍ଦ ଏକମାତ୍ର…

ଭିଜିଲାନ୍ସ ଜାଲରେ ଇଡକଲ୍ ଡେପୁଟି ମ୍ୟାନେଜର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଇଡକଲ ଡେପୁଟି ମ୍ୟାନେଜର । ନାଁ ତାଙ୍କର ଗୟା ସାନ୍ତରା । ଆମ୍ପା ଭାଲି ଲାଇମ୍ ଷ୍ଟୋନ୍ ମାଇନ୍ସ ଇଡକଲ୍ ଡେପୁଟୀ ମ୍ୟାନେଜର ଗୟାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଭୁବନେଶ୍ୱର, କୋରାପୁଟ, ନୟାଗଡ ଓ ରାୟଗଡାସ୍ଥିତ ତାଙ୍କର ମୋଟ ୭ଟି ଠିକଣାରେ…

୫ଟି ରାଜ୍ୟରେ ଶୀତଲହରୀ ଆଲର୍ଟ, ଘନକୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ୨୫ ମିଟରରୁ ବି କମ୍

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ହାଡ଼ଭଙ୍ଗା ଶୀତ । ବିଶେଷ କରି ଦିଲ୍ଲୀ, ପଞ୍ଜାବ ଓ ହିମାଚଳପ୍ରଦେଶ ସମେତ ଉତ୍ତର ଭାରତର ଅନେକ ରାଜ୍ୟଗୁଡିକରେ ପାରଦ ଲଗାତାର ତଳକୁ ଖସୁଛି । ଘନକୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । ଅନେକ ସ୍ଥାନର ଦୃଶ୍ୟମାନ ଦୂରତା ୧୦୦ ମିଟର ଥିବା ବେଳେ କେତେକ ସ୍ଥାନରେ…

ଭାରତୀୟ ଯବାନଙ୍କ ଗୁଳିରେ ୩ ଏଲ୍ଇଟି ଆତଙ୍କୀ ନିପାତ

ଜମ୍ମୁ: ଜମ୍ମୁ କାଶ୍ମୀରରେ ୩ ଆତଙ୍କବାଦୀ ନିପାତ । ଆଜି ସକାଳୁ ସୋପିଆଁ ଠାରେ ସୁରକ୍ଷାବଳ ଗୁଳିରେ ଟଳିଲେ ଲସ୍କର-ଏ-ତୋଇବାର ୩ ଆତଙ୍କୀ । ସୋପିଆଁ ଠାରେ ସୁରକ୍ଷାବଳଙ୍କ ସହିତ ଆତଙ୍କବାଦୀଙ୍କ ଗୁଳି ବିନିମୟ ହୋଇଥିଲା । ମୁଞ୍ଝ ମାର୍ଗ ସହ ପୂରା ଅଞ୍ଚଳରେ ନାକାବନ୍ଦୀ, ଖାନତଲାସୀ କରୁଛି ପୋଲିସ ।…

ଆଧୁନିକ ଫିଲ୍ମରେ ଭୌତିକ ଜୀବନର ଅନୁଭବ ଦେଉଛି ‘ଅବତାର: ଦ ଓ୍ୱେ ଅଫ୍ ଓ୍ୱାଟର’

ନୂଆଦିଲ୍ଲୀ : ‘ଅବତାର: ଦ ଓ୍ୱେ ଅଫ୍ ଓ୍ୱାଟର’ । ଏକ ଆଧୁନିକ ଫିଲ୍ମ ହେଲେ ବି ଜଳରାଶି ଭିତରେ ଜୀବମାନଙ୍କର ଜୀବନଶୈଳୀକୁ ବଖାଣୁଛି । କାହାଣୀରେ ମଣିଷ ନିଜକୁ ସମ୍ପୃକ୍ତି କରୁଛି । ସିନେମା ହଲରେ ଅନେକ ଭିଡ଼ ଦେଖିବାକୁ ମିଳୁଛି । ଅବତାର-୧ରେ ପେଣ୍ଡୋରା ଆୟାର୍ଲାଣ୍ଡର ନିଆରା ଓ ରହସ୍ୟମୟ…

ଅଭୁଲା ଗୀତ : ମୋ ମନବୀଣାର ତାରେ

ଗୀତ : ଜୀବନାନନ୍ଦ ପାଣି ଗାୟନ :  ନିର୍ମଳା ମିଶ୍ର ସଙ୍ଗୀତ : ବାଳକୃଷ୍ଣ ଦାଶ ଚଳଚ୍ଚିତ୍ର : ମଣିକଯୋଡି, ୧୯୬୩ ମୋ ମନବୀଣାର ତାରେ ହେ ଅବୁଝା ମୂରୁଛନା ମୋ ମନବୀଣାର ତାରେ ହେ ଅବୁଝା ମୂରୁଛନା ମୋ ମନବୀଣାର ତାରେ ଏତେ ମଧୁ ସୁରେ ଆଉ ମୋତେ ଡାକନା ନା ମୋ ମନବୀଣାର ତାରେ…

ଭାଷା ଭାଗବତ : ପାଠକ ଉଦାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆମର ପାଠକ ଉଦାର କ୍ଷମା କରଂତି ବାରଂବାର ଲେଖକେ କରିଲେ ବି ତ୍ରୁଟି ପାରଂତି ପ୍ରଶଂସା ସାଉଁଟି କିଏ କ'ଣ ଭାବିବ ବୋଲି କେହି କହଂତିନାହିଁ ଖୋଲି ନିଜର ସ୍ପଷ୍ଟ ମନୋଭାବ ଏହା ହିଁ ଆମର ସ୍ବଭାବ ଭାବନା ରଖିଲେ…

ୟୁଟ୍ଯୁବ ସର୍ଟସ ଭିଡିଓକୁ କେମିତି କରିବେ ଡାଉନଲୋଡ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ୟୁଟ୍ୟୁବ୍ ସର୍ଟସ୍ ବହୁତ ଟ୍ରେଣ୍ଡ କରୁଛି। ଇନଷ୍ଟାଗ୍ରାମ ରିଲ୍ସ ଏବଂ ଟିକଟକ ପରେ, ୟୁଟ୍ୟୁବ୍ ସର୍ଟସ୍ ଏକମାତ୍ର ପ୍ଲାଟଫର୍ମରେ ପରିଣତ ହୋଇଛି ଯେଉଁଠାରେ ୟୁଜର ପ୍ରତିଦିନ ସେମାନଙ୍କର ସୃଜନଶୀଳତା ପ୍ରଦର୍ଶନ କରିପାରିବେ। ଏପରି ପରିସ୍ଥିତିରେ, ୟୁଟ୍ୟୁବ୍…