Latest Odisha News

BREAKING NEWS

Yearly Archives

2022

ଅଜଗର ଖାଇଥିଲା ୩ ଫୁଟରୁ ଛୋଟ ପ୍ରାଣୀ, ମଣିଷ ଗିଳି ନାହିଁ !

କଟକ ଜିଲ୍ଲା ବାଙ୍କୀ ସବ ଡିଭିଜନ ଡମପଡ଼ା ଅଭୟାରଣ୍ୟ ଭିତରେ ଜଣେ ବୃଦ୍ଧଙ୍କୁ ଏକ ଅଜଗର ସାପ ଗିଳି ଦେଇଥିବା ଖବର ଭାଇରାଲକୁ ୯ ଦିନ ବିତିଲାଣି । ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ କଟକ ଜିଲ୍ଲା ସାନ ମୁଣ୍ଡଳି ଗାଁର ନନ୍ଦ କିଶୋର ବେହେରା । ସେ ଗତ ଅଗଷ୍ଟ ୨୮ରେ ଡମପଡ଼ା ଅଭୟାରଣ୍ୟ ଭିତରକୁ ଲୁଗା…

ଆଫଗାନିସ୍ତାନରେ ବିସ୍ଫୋରଣ

କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲ ଠାରେ ହୋଇଛି ବିସ୍ଫୋରଣ  ।  ରୁଷର ଦୂତାବାସ ନିକଟରେ ବିସ୍ଫୋରଣଟି ଘଟିଛି। ଏଥିରେ ରୁଷର ୨ ରାଷ୍ଟ୍ରଦୂତଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ଘଟିଛି। କାବୁଲ ସହରର ଦାରୁଲ ଅମନ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ଏହି ଅଞ୍ଚଳରେ ହିଁ ରୁଷ ଦୂତାବାସ ଅବସ୍ଥିତ।…

ଭାସ୍କର ଚନ୍ଦ୍ର ପାତ୍ର ହେଲେ ଆସିଏଆର- ଜାତୀୟ ଧାନ ଗବେଷଣା କେନ୍ଦ୍ର ନିର୍ଦ୍ଦେଶକ

ଭୁବନେଶ୍ୱର: ଡ. ଭାସ୍କର ଚନ୍ଦ୍ର ପାତ୍ର ଆଇସିଏଆର- ଜାତୀୟ ଧାନ ଗବେଷଣା କେନ୍ଦ୍ର କଟକର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେପ୍ଟେମ୍ବର ୧ ତାରିଖ ଦିନ ଡ. ପାତ୍ର କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବତନ ନିର୍ଦ୍ଦେଶିକା ଡ. ପଦ୍ମିନୀ ସ୍ୱାଇଁଙ୍କ ଅବସର ପରେ ଭାସ୍କର ଚନ୍ଦ୍ର…

ବାଉନସର ରଖିବାପାଇଁ ଦରକାର ଅନୁମତି

ଭୁବନେଶ୍ୱର : ବାଉନସର ରଖିବାପାଇଁ ଦରକାର ଅନୁମତି । କମିଶନରେଟ ପୋଲିସ ବିନା ଅନୁମତିରେ ବାର ମାଲିକ ମାନେ ବାଉନସର ରଖିପାରିବେନାହିଁ   । ୨ ମାସ ପର୍ଯ୍ୟନ୍ତ ବାର ମାନଙ୍କରେ ଏହି ନିୟମ ଲାଗୁ ରହିବ  । ସେପ୍ଟେମ୍ବର ୭ ରୁ ନଭେମ୍ୱର ୫ ପର୍ଯ୍ୟନ୍ତ ନିୟମ ଲାଗୁ କରାଯିବ  । ସୁରକ୍ଷା ଦୃଷ୍ଟିରୁ…

‘ମୋତେ ଗିରଫ ପାଇଁ ଚାପ ପଡ଼ିବାରୁ, ଆତ୍ମହତ୍ୟା କରିଛନ୍ତି CBI ଅଧିକାରୀ’: ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ଅପରେସନ୍ ଲୋଟସ୍ ପରେ ପୁଣି ଆପ୍ ଆଉ ଏକ ଅଭିଯୋଗ ଆଣିଛି । କେନ୍ଦ୍ର ବିଜେପି ସରକାର ବିରୋଧରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସାଂଘାତିକ ଅଭିଯୋଗ କରିଛନ୍ତି । କହିଛନ୍ତି, ୨ ଦିନ ତଳେ ଜଣେ ସିବିଆଇ ଅଧିକାରୀ ଆତ୍ମହତ୍ୟା କରିଛନ୍ତି । ଆଉ ଅଭିଯୋଗ…

ଅପରାଜିତାଙ୍କୁ ତୀବ୍ର ବିରୋଧ

ଭୁବନେଶ୍ୱର :  ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି କର୍ମୀଙ୍କ ବିରୋଧ । ବେଗୁନିଆର ମଣ୍ଡଳ ସଭାପତି ମାନଙ୍କ ସହ ୪୦ ପଞ୍ଚାୟତର ବିଜେପି କର୍ମୀ ଓ ସମର୍ଥକମାନେ ସାଂସଦଙ୍କୁ ଖୋଲାଖୋଲି ବିରୋଧ କରିଛନ୍ତି। ବିଜେପି ଦଳୀୟ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟଙ୍କୁ ଅଣଦେଖା କରି ସାଂସଦ…

ଝାଡ଼ାବାନ୍ତିରେ ଆଇ, ନାତି ମୃତ, ୨୫ରୁ ଅଧିକ ଆକ୍ରାନ୍ତ

ପାଟଣାଗଡ଼: ପୁଣି ବ୍ୟାପିଲା ଝାଡ଼ାବାନ୍ତି । ଝଡ଼ାଇ ନେଲା ୨ ପ୍ରାଣ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦେଦର୍ହ ଗାଁରେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ଆଇ, ନାତିଙ୍କ ମୃତ୍ୟୁ ହୋଇଛି । ଗାଁର ଏକାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨୫ରୁ ଅଧିକ ଜଣଙ୍କୁ ପାଟଣାଗଡ଼…

ଜଳବାୟୁ ପରିବର୍ତ୍ତନ ପାଇଁ ଓଡ଼ିଶା ଖର୍ଚ୍ଚ କରିବ ୨.୪୫ ଲକ୍ଷ କୋଟି

ଭୁବନେଶ୍ୱର: ଓଡ଼ିଶା ଜଳବାୟୁ କ୍ଷେତ୍ର ରୂପାନ୍ତରଣ ପାଇଁ ୨.୪୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ। ଆଗାମୀ ଦଶ ବର୍ଷ ଭିତରେ ଏହି ଟଙ୍କା ଖର୍ଚ୍ଚ କରିବାକ ଯୋଜନା ପ୍ରସ୍ତୁତ କରାଯାଇଛି । ଜଳବାୟୁ ପରିବର୍ତ୍ତନ ପାଇଁ ରାଜ୍ୟ ଆକ୍ସନ୍ ପ୍ଲାନ୍ (SAPCC-II) ରେ ଉଲ୍ଲେଖ କରାଯାଇଛି । ୨୦୨୧ରୁ…

ଚିନ୍ମୟ ହୋତାଙ୍କ ନିବନ୍ଧ ସଙ୍କଳନ ‘କେବେ କେମିତି’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ରତ୍ନଚିରା ପ୍ରକାଶନୀ ସଂସ୍ଥା ପକ୍ଷରୁ ସ୍ତମ୍ଭକାର ଚିନ୍ମୟ ହୋତାଙ୍କର ନିବନ୍ଧ ସଙ୍କଳନ ' କେବେ କେମିତି ' ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ ପରିସରରେ ଉନ୍ମୋଚିତ ହୋଇ ଯାଇଛି । ବସନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ…

୧୫ ମାସର ପୁଅ ପାଇଁ ବାଘ ସହ ଲଢିଗଲା ମାଆ

ଉମରିୟା: ମାଆଠାରୁ ବଳି ସାହାସୀ କିଏ ଆଉ ଅଛି । ତାର ଶିଶୁ ଉପରେ ଯିଏ ଆଖି ପକାଇବ ସେ ସାମ୍ନା କରିପାରିବ ତ ? ମଧ୍ୟପ୍ରଦେଶର ଉମାରିଆ ଜିଲ୍ଳାରେ ଏ ଭଳି ଏକ ଘଟଣା ଘଟିଛ । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ବାଧବଗଢ଼ ଟାଇଗର ରିଜର୍ଭ ଅଂଚଳକୁ ଲାଗି କରି ଏକ ଗ୍ରାମ ଅଛି ଯାହାର ନାମ…