Latest Odisha News

BREAKING NEWS

Yearly Archives

2022

ରାଜପଥ ଓ ସେଂଟ୍ରାଲ ଭିସ୍ତାର ନାମ ହେବ କର୍ତବ୍ୟପଥ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଜପଥ ଏବଂ ସେଂଟ୍ରାଲ ଭିସ୍ତା ଲନର ନାମ ପରିବର୍ତନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ନେତାଜୀ ପ୍ରତିମାଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ସ୍ଥାନକୁ କର୍ତବ୍ୟପଥ ନାମରେ ନାମିତ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟମ୍ବର ୮ରେ ସେଂଟ୍ରାଲ…

“ଭାରତ ଯୋଡ଼ୋ” ଏକ ସ୍ଲୋଗାନ ନୁହେଁ ସମୟର ଆବଶ୍ୟକତା : କଂଗ୍ରେସ

ଭୁବନେଶ୍ୱର : କେନ୍ଦ୍ର ସରକାର ଉପରେ ବର୍ଷିଛି କଂଗ୍ରେସ । ବିଜେପି ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି କାରଣରୁ ସମଗ୍ର ଭାରତ ବର୍ଷରେ ଏକ ଅନିଶ୍ଚିତାପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଦେଶର ଅର୍ଥନୀତି ଏକ ସଂକଟମୟ ସନ୍ଦିକ୍ଷଣ ଦେଇ ଗତି କରୁଥିଲା ବେଳେ…

ବେଲଗାମ ମଠରୁ ମିଳିଲା ସିଦ୍ଧଲିଙ୍ଗ ସ୍ୱାମୀଙ୍କ ଶବ, ଆତ୍ମହତ୍ୟା ସନ୍ଦେହ

ବାଙ୍ଗାଲୋର: କର୍ଣ୍ଣାଟକର ବେଲଗାମ ମଠରୁ ସିଦ୍ଧଲିଙ୍ଗ ସ୍ୱାମୀଙ୍କ ଶବ ମିଳିଛି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତାଙ୍କ ଝୁଲନ୍ତା ଶବ ନିକଟରୁ ସୁଇସାଇଡ ନୋଟ ମିଳିଛି । ସେ ଲିଙ୍ଗାୟତ ମଠର ସନ୍ଥ ଶିବମୂର୍ତି ମୁରୁଧ ଶରଣାରୁଙ୍କ ଶିଷ୍ୟ । ଶିବମୂର୍ତିଙ୍କ ବିରୋଧରେ ଦୁଷ୍କର୍ମ…

ପିଏମ-ଶ୍ରୀ ଯୋଜନା : ୧୪,୫୦୦ ବିଦ୍ୟାଳୟର ବିକାଶ ଓ ଉନ୍ନତିକରଣ କରାଯିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଗୁରୁ ଦିବସ ଉପଲକ୍ଷେ ଉଦୀୟମାନ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଯୋଜନା ବା ପ୍ରଧାନମନ୍ତ୍ରୀ ସ୍କୁଲ୍‌ସ୍‌ ଫର୍‌ ରାଇଜିଂ ଇଣ୍ଡିଆ (ପିଏମ-ଶ୍ରୀ) ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଅଧୀନରେ ସାରା ଦେଶରେ ଥିବା ୧୪,୫୦୦ ବିଦ୍ୟାଳୟର…

ମିଶନ ୨୦୨୪: ରାହୁଲଙ୍କୁ ଦିଲ୍ଲୀରେ ଭେଟିଲେ ନୀତିଶ

ନୁଆଦିଲ୍ଲୀ:  ବିରୋଧୀଙ୍କୁ ଏକଜୁଟ କରିବାକୁ ବିହାରରୁ ଦିଲ୍ଲୀ ଯାତ୍ରା ଆରମ୍ଭ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମିଳିତ ସରକାର ଗଠନ ପରେ ପ୍ରଥମ ଥର ପାଇଁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ନୀତିଶ କୁମାର । 2024 ନିର୍ବାଚନ ପୂର୍ବରୁ ବିରୋଧୀଙ୍କ…

ଆଶୀକ ୩ରେ କାର୍ତିକ

ମୁମ୍ବାଇ: କାର୍ତିକ ଆର୍ଯ୍ୟନଙ୍କ ପ୍ରଶଂସକଙ୍କ ପାଇଁ ବଡ ଖବର । ଟିସିରିଜ ଓ ବିଶେଷ ଫିଲ୍ମସ ଆଶୀକ ୩ରେ ସେ ମୂଖ୍ୟ ଭୂମିକା କରିବାକୁ ଯାଉଛନ୍ତି । ୧୯୯୦ ଦଶକରେ ଚହଳ ସୃଷ୍ଟି କରିଥିବା ଆଶୀକ ଫିଲ୍ମର ପରବର୍ତୀ ସଂସ୍କରଣ ମଧ୍ୟ ସୁପରହିଟ ହୋଇଥିଲା । ଆଶୀକ ୩ର ନିର୍ଦ୍ଦେଶନା ଦାୟିତ୍ୱ ଅନୁରାଗ…

ନକଲି ଗୋଦାମ ଉପରେ ପୋଲିସର ଚଢାଉ

ଭୁବନେଶ୍ୱର:  ଭୁବନେଶ୍ୱର ଉପକଣ୍ଠ ହଂସପାଳ ପାଖରେ ଥିବା ଶିବଶକ୍ତିନଗର ଲେନ୍ ୧୫ରେ ଚଢାଉ ବେଳେ ନକଲି ଗୋଦାମ ଠାବ କରିଛି ପାହଳ ପୋଲିସ । ଏହି ଗୋଦାମରେ ନକଲି ଲୁଣ ଓ ସର୍ଫ ଗୁଣ୍ଡକୁ ବ୍ରାଣ୍ଡେଡ କଂପାନୀର ଜରିରେ ଭର୍ତ୍ତି କରାଯାଇ ପ୍ୟାକଂ କରାଯାଉଥିଲା । ଏଠାରୁ ଖେଲା ବଜାରରେ ବିକ୍ରି…

ଜହ୍ନରୁ ଖଣ୍ଡେ କିଣି ବାପା ଦେଲେ ପୁଅକୁ ଜନ୍ମ ଦିନର ଉପହାର

ଫତେହାବାଦ: ବାପାର ସ୍ନେହର ମୂଲ ସବୁ ପୁଅ ବୁଝି ପାରନ୍ତି ନାହିଁ । ପୁଅର ଖୁସି ପାଇଁ ବାପା ସବୁ କିଛି କରିପାରେ । ଏ ପରିକି ଜହ୍ନରୁ ଖଣ୍ଡେ କିଣିକି ଧରେଇ ଦିଏ । ଆଜ୍ଞା ହଁ ଏହା ସତ । ହରିୟାଣା ଫତେହପୁରରେ ଏ ଭଳି ଏକ ଘଟଣା ଘଟିଛି । ବ୍ୟବସାୟୀ ବରୁଣ ସୈନୀ ପୁଅକୁ ଏପରି ଏକ ଉପହାର ଦେବାକୁ…

ଷଡଯନ୍ତ୍ର: ଅର୍ଶଦୀପଙ୍କ ନାମ ଯୋଡାଗଲା ଖଲିସ୍ତାନୀଙ୍କ ସହ, ସରକାରଙ୍କ ୱିକିପିଡିଆକୁ ନୋଟିସ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟରେ ରବିବାର ପାକିସ୍ତାନ ନିକଟରୁ ଭାରତ ପରାଜିତ ହୋଇଛି । ଏହି ମ୍ୟାଚରେ ଯୁବ ବୋଲର ଅର୍ଶଦୀପ ସିଂ ଏକ କ୍ୟାଚ ଡ୍ରପ କରି ଦେଇଥିଲେ । ଏହାକୁ ନେଇ ତାଙ୍କ ବିରୋଧରେ ପଡୋଶୀ ଦେଶ ପକ୍ଷରୁ ଷଡଯନ୍ତ୍ର ରଚାଯାଇ ତାଙ୍କୁ ଖଲିସ୍ତାନୀଙ୍କ ସହ ଯୋଡାଯାଇଛି । ଯାହାକୁ ନେଇ…

ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବରେ ଲିଜ ଟ୍ରସ ନିର୍ବାଚିତ

ନୂଆଦିଲ୍ଲୀ :  ଆଜି ବ୍ରିଟେନକୁ ମିଳିଲା ନୂତନ ପ୍ରଧାନମନ୍ତ୍ରୀ ।  ବୋରିସ୍ ଜନସନଙ୍କ ଇସ୍ତଫା ପରେ ନୂତନ ପ୍ରଧାନମନ୍ତ୍ରୀଙ୍କ ଦୌଡ଼ରେ ପାଞ୍ଚ ରାଉଣ୍ଡ ପ୍ରକ୍ରିୟା ଅତିକ୍ରମ କରିବା ପରେ ବର୍ତ୍ତମାନ ଅନ୍ତିମ ରାଉଣ୍ଡ  ଋଷି ସୁନକଙ୍କୁ ହରେଇ ଲିଜ ଟ୍ରସ ବଜୟ ହୋଇଛନ୍ତି । ବୋରିସ୍ ଜନସନ…