Latest Odisha News

BREAKING NEWS

Yearly Archives

2022

ପୋଖରୀରୁ ମିଳିଲା ରାଜମିସ୍ତ୍ରୀଙ୍କ ମୃତଦେହ

ଢ଼େଙ୍କାନାଳ: ଆମ୍ବପଳାସ ଗାଁ ରାମଚନ୍ଦ୍ରପୁର ସାହିରେ ଥିବା ଗୁରୁଧୋଡ଼ା ପୋଖରୀରେ ବୁଡ଼ି ଜଣେ ରାଜମିସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଆମ୍ବପଳାସ ଗାଁର ରମେଶ ଚନ୍ଦ୍ର ସାହୁ। ରମେଶ ଗତ କାଲି ଠାରୁ ନିଜ ଚାଷ ଜମିକୁ ଯାଇ ନିଖୋଜ ଥିଲେ। ତେବେ ପରିବାର ଲୋକେ ବହୁ ଖୋଜା ଖୋଜି…

ଆଜି ରାଧାଷ୍ଟମୀ: ରାଧା ହିଁ କୃଷ୍ଣ ହିଁ ରାଧା; କିପରି ଜନ୍ମ ହୋଇଥିଲେ ଶ୍ରୀରାଧା…

।।ବନ୍ଦେ ରାଧାପଦାମ୍ଭୋଜଂ ବ୍ରହ୍ମାଦିସୁରବନ୍ଦିତମ୍, ୟତ୍କୀର୍ତିକୀର୍ତନେନୈବ ପୁନାତି ଭୁବନତ୍ରୟମ୍। ନମୋ ଗୋକୁଲବାସିନ୍ୟୈ ରାଧିକାୟୈ ନମୋ ନମଃ, ଶତଶୃଙ୍ଗନିବାସିନ୍ୟୈ ଚନ୍ଦ୍ରାବତ୍ୟୈ ନମୋ ନମଃ॥ ଆଜି ଶ୍ରୀରାଧାଙ୍କ ଜନ୍ମ, ରାଧାଷ୍ଟମୀ। ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ…

ସୁକେଶ ମାମଲାରେ ନୋରା ଫତେହିଙ୍କୁ ୬ ଘଂଟା ଧରି ଜେରା

ମୁମ୍ବାଇ: ଦିଲ୍ଲୀ ପୋଲିସର ଅପରାଧ ଶାଖା ତଥା ଇଓଡବ୍ଲ୍ୟୁ ଅଭିନେତ୍ରୀ ନୋରା ଫତେହିଙ୍କୁ ୬ ଘଂଟା ଧରି ଜେରା କରିଛି । ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଜାଲିଆତି ମାମଲାରେ ଏହି ଜେରା କରାଯାଇଛି । ପୂର୍ବରୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପୋଲିସ ଜେରା କରିଥିଲା । ଇଡି ନୋରା ଏବଂ ସୁକେଶଙ୍କୁ…

ସନରାଇଜର୍ସ ହାଇଦ୍ରାବାଦର କୋଚ ହେଲେ ଲାରା

ମାଡ୍ରାସ: ଆଇପିଏଲ ୨୦୨୩ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ତାର କୋଚ ବଦଳାଇ ଦେଇଛି । ଟମ ମୁଡିଙ୍କ ସ୍ଥାନରେ ୱେଷ୍ଟଇଣ୍ଡିଜର ମହାନ ଖେଳାଳି ବ୍ରାଏନ ଲାରାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି । ମୁଡୀଙ୍କ ପ୍ରଶିକ୍ଷରେ ୨୦୨୨ରେ ହାଇଦ୍ରାବାଦର ପ୍ରଦର୍ଶନ ଅତ୍ୟନ୍ତ…

ସ୍ତ୍ରୀ ଦଶାହରେ ସ୍ୱାମୀଙ୍କ ମୃତ୍ୟୁ, ଅନାଥ ହୋଇଗଲେ ୨ ଛୁଆ

ଭଦ୍ରକ: ଦଇବ ତ ନିର୍ଦ୍ଦୟ ହୁଏ । ହେଲେ ନିୟତି ଏମିତି ନିର୍ଦ୍ଦୟ ହେବ ପୁଣି ତାହା ଦୁଇ ଛୁଆଙ୍କ ପାଇଁ । ଏ ଖବର ଶୁଣିଲେ ଆପଣ ବି ଧୈର୍ଯ୍ୟହରା ହୋଇ ଯିବେ । କହିବେ ଏମିତି ଦୁଃଖ ଆଉ କାହା ଭାଗ୍ୟରେ ନ ଆସୁ । ପ୍ରଥମେ ମାଆ ୧୦ ଦିନ ନ ହେଉଣୁ ବାପା । ମାଆର ଦଶକ୍ରିୟା ଚାଲିଥିବା ବେଳେ ଚାଲି ଯାଇଛି…

ଭାରତରେ ବଢୁଛି ବେରୋଜଗାର ହାର

ନୂଆଦିଲ୍ଲୀ :  ବିଶ୍ୱ ଅର୍ଥନାତିରେ ଭାରତ ବ୍ରିଟେନକୁ ପଛରେ ପକାଇ ପଞ୍ଚମ ବୃହତ ଅର୍ଥବ୍ୟବସ୍ଥାରେ ପହଁଚିଛି  । କେନ୍ଦ୍ର ସରକାର ୨୦୨୫ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି । ଦେଶରେ ମାନବସମ୍ୱଳ କୁ ବ୍ୟବହାର ରୋଜଗାର ସୃଷ୍ଟିକରିବା ପାଇଁ ଅନେକ…

ବେଲ୍ଟ ପିନ୍ଧାକୁ ନେଇ ମଝିଆଁ ଭାଇକୁ ମାରିଲା ସାନ ଭାଇ

ଝାରସୁଗୁଡ଼ା: ଅଣ୍ଟା ପିନ୍ଧା ବେଲ୍ଟ ପାଇଁ ଭାଇକୁ ମାରିଲା ଭାଇ । ସାମନ୍ୟ ନିର୍ଜୀବ ବସ୍ତୁ ଟିଏ ପାଇଁ ଭାଇ ନେଇଗଲା ଭାଇ ର ଜୀବନ । ବ୍ରଜରାଜନଗର ସ୍ଥିତ ଓରିଏଣ୍ଟ ଥାନା ଅନ୍ତର୍ଗତ ଗୁଆଲାପଡ଼ାରେ ଶୁକ୍ରବାର ସନ୍ଧ୍ୟାରେ ଏହି କାଣ୍ଡ ଘଟିଛି। ସାନ ଭାଇ ଉମେଶ ଚୌହାନ ଓ ମଝିଆଁ ଭାଇ ସୋମେଶ…

[ଦେଖନ୍ତୁ ଭିଡିଓ] ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ଭାରତ

ନୂଆଦିଲ୍ଲୀ: ଦେଶରେ ଦରଦାମ ଆକାଶଛୁଆଁ ରହିଥିବା ବେଳେ ଭାରତକୁ ଏକ ବଡ଼ ସଫଳତା ମିଳିଛି । ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ଭାବେ ଉଭା ହୋଇଛି । ପୂର୍ବରୁ ପଞ୍ଚମ ସ୍ଥାନରେ ଥିବା ବ୍ରିଟେନ୍ ଷଷ୍ଠ ସ୍ଥାନକୁ ଖସିଛି । ୨୦୨୧ର ପ୍ରଥମ ତ୍ରୈମାସିକରେ ଭାରତ,…

ବ୍ରହ୍ମପୁର କେଦାରନାଥ ମନ୍ଦିରରେ ଗଜାନନଙ୍କୁ ଦେଖିବାକୁ ଭିଡ଼

ବ୍ରହ୍ମପୁର: ଦୁଇ ବର୍ଷ ପରେ ବ୍ରହ୍ମପୁର ସହର ଓ ଉପକଣ୍ଠରେ ବେଶ ଧୂମଧାମରେ ପାଳନ ହୋଇଛି ଗଣେଶ ପୂଜା। ଆୟୋଜକଙ୍କ ପକ୍ଷରୁ ଭିନ୍ନ ଭିନ୍ନ ପ୍ରକାର ସାଜସଜ୍ଜା ସହ ମୂର୍ତ୍ତି ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ସହର ଉପକଣ୍ଠ ସାନକୁଶସ୍ଥଳୀ ଗ୍ରାମରେ ଆକର୍ଷଣୀୟ ତୋରଣ ନିର୍ମାଣ କରାଯାଇଛି।…

ଅଦାଲତରେ ପଡିରହିଛି ୪ଲକ୍ଷରୁ ଉର୍ଦ୍ଧ ଘରୋଇ ହିଂସା ମାମଲା

ନୂଆଦିଲ୍ଲୀ:  ସୁପ୍ରିମକୋର୍ଟଙ୍କ ନିକଟରେ ଜାତୀୟ ଆଇନ ସେବା ପ୍ରାଧିକରଣ (NALSA) ପକ୍ଷରୁ ଦେଶରେ ମୋଟ ଘରୋଇ ହିଂସା ମାମଲାର ତଥ୍ୟ ଦାଖଲ ହୋଇଛି  ।  ଦାଖଲ ତଥ୍ୟରୁ ଜଣାଯାଇଛି ଦେଶରେ ମୋଟ ୪,୭୧,୬୮୪ଟି ଘରୋଇ ହିଂସା ମାସଲା ବିଚାରାଧୀନ ରହିଛି । ୨୦୨୨ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବା…