Latest Odisha News

BREAKING NEWS

Yearly Archives

2022

ସରକାରୀ ବୈଠକରେ ମହେଶ୍ୱର ମହାନ୍ତି, ବିଧାୟକ ଜୟନ୍ତ କହିଲେ ବିନା ନିମନ୍ତ୍ରଣରେ ସେ କାହିଁକି ଆସିଛନ୍ତି ?

ପୁରୀ: ସରକାରୀ ବୈଠକରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ମହେଶ୍ୱର ମହାନ୍ତି। ପୁରୀ ସର୍କିଟ ହାଉସରେ ଏକ ବୈଠକ ବସିଥିଲା। ବନ୍ୟା କ୍ଷୟକ୍ଷତି ସମ୍ପର୍କିତକୁ ନେଇ ଏହି ବୈଠକରେ ମହେଶ୍ୱର ମହାନ୍ତିଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ଏହି ବୈଠକରେ…

ଦ୍ୱିତୀୟ ଦିନିକିଆକୁ ୫ ୱିକେଟରେ ଜିତିଲା ଭାରତ: ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ

ହରାରେ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୫ ୱିକେଟରେ ଜିମ୍ବାୱେକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ୨-୦ରେ ଅଗ୍ରଣୀ ରହି ଭାରତ ଆଗୁଆ ସିରିଜ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୩୮.୧ ଓଭରରେ ୧୬୧ ରନ କରି ଅଲଆଉଟ ହୋଇ…

କଣ ପାଇଁ ତହସିଲଦାରଙ୍କ ଗୋଡ ଧରିଲେ ଜିଲ୍ଲା ପରିଷଦ ସଦସ୍ୟ ?

ସୋନପୁର: ସାରା ରାଜ୍ୟରେ ବନ୍ୟାର ବିଭୀଷିକା ପାଇଁ  ଅନେକ ଧନ ଜୀବନ ନଷ୍ଟ ହୋଇଛି  । ମଣିଷ ହୁଅନ୍ତୁ କି ପଶୁ ମୁଣ୍ଡ ଗୁଞ୍ଜିବା ପାଇଁ ଅନେକ ଅସୁବିଧାରେ ପଡୁଛନ୍ତି  । ସୋନପୁର ଜିଲ୍ଲାର  ଖମ୍ବେଶ୍ବରୀପାଲି ଗାଁର ଗରିବ ଲୋକ ମାନେ ବନ୍ୟାରେ ଧନ ଜୀବନ ନଷ୍ଟ ହେବା ପରେ ପାଲ  ଖଣ୍ଡିଏ ପାଇଁ ତହସିଲ…

ଫାଇଲ୍ ଧରି ବୁଲୁଛନ୍ତି ଅଙ୍ଗନୱାଡ଼ି ଦିଦି, ବିଲ୍ ହେଉନଥିବା ଅଭିଯୋଗ

କାମାକ୍ଷାନଗର: ଡେପୁଟେସନରେ ପଠାଇଲେ… କାମ ବି କରାଇଲେ… ହେଲେ ବିଲ୍ ବେଳକୁ କେହି ଧରା ଛୁଆଁ ଦେଉନାହାନ୍ତି । ସିଡିପିଓଙ୍କୁ ଅଭିଯୋଗ ସତ୍ତ୍ୱେ ବିଲ୍ ହେଉନି । ଏମିତି ଅଭିଯୋଗ ଆଣିଛନ୍ତି ଢେଙ୍କନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ଅଙ୍ଗନୱାଡି ସେକ୍ଟରରେ ଥିବା ୧୯ ଜଣ ଅଙ୍ଗନୱାଡି କର୍ମୀ ।…

ଆସନ୍ତାକାଲିଠୁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ, ସଭାପତି କିଏ ହେବେ କହିଲେ ଭକ୍ତ ଦାସ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ସେପ୍ଟେମ୍ବର ୨୦ ମଧ୍ୟରେ ହେବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ।  ହେଲେ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣିଥରେ ଏହି ପଦରେ ବସିବାକୁ ରାଜି ହେଉ ନାହାନ୍ତି। ତେଣୁ ଦଳର ଅନ୍ୟ ଶୀର୍ଷ ନେତା ଅଣ ଗାନ୍ଧି ପରିବାରର ନାଁକୁ ନେଇ ବିଚାର ବିମର୍ଶ କରୁଛନ୍ତି। ଯେଉଁଥିରେ…

ଲର୍ଡସରେ ଚକଦା ଏକ୍ସପ୍ରେସ ଖେଳିବେ ଶେଷ ଆନ୍ତର୍ଜାତୀୟ ମ୍ୟାଚ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ସିନିୟର ଖେଳାଳି ଝୁଲଣ ଗୋସ୍ୱାମୀ ତାଙ୍କ ଅବସର ନେଇ ଆଜି ଘୋଷଣା କରିଛନ୍ତି । ଚକଦା ଏକ୍ସପ୍ରେସ ଭାବେ ପରିଚିତ ଝୁଲଣ ଲର୍ଡସର ଐତିହାସିକ ଷ୍ଟାଡିୟମରେ କ୍ୟାରିୟର ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ ବୋଲି କହିଛନ୍ତି । ୨୪ ସେପ୍ଟମ୍ବରରେ ଏହି…

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ନବନିର୍ବାଚିତ ଭାରତର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଭେଟିଲେ ବିଜେଡି ସାଂସଦ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ପୁରୀ ସାଂସଦ ପିନାକୀ ମିଶ୍ର ଏବଂ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଉପରାଷ୍ଟ୍ରପତିଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।…

ହ୍ରିତିକଙ୍କ ଜୋମାଟୋ ବିଜ୍ଞାପନରେ ମହାକାଳଙ୍କ ନାମ ଆସିବା ନେଇ ବିବାଦ

ମୁମ୍ବାଇ: ଅନଲାଇନ ଫୁଡ ଡେଲିଭେରୀ କମ୍ପାନୀ ଜୋମାଟୋର ଏକ ବିଜ୍ଞାପନକୁ ନେଇ ବିବାଦୀୟ ପରିସ୍ଥିତ ସୃଷ୍ଟି ହୋଇଛି । ବିଜ୍ଞାପନରେ ବଲିଉଡ ଷ୍ଟାର ହ୍ରିତିକ ରୋଶନ ଅର୍ଡର ଦେବା ବେଳେ କହୁଛନ୍ତି ଉଜ୍ଜୈନରେ ଅଛି ମହାକାଳଙ୍କ ଥାଳି ଖାଇବାକୁ ମନ ହେଉଛି । ଏ ଭଳି ବିଜ୍ଞାପନ ଜାରୀ କରିବା ବେଳେ…

ଇଡି ଦଖଲରେ ବାରିମୂଳ ଆଶ୍ରମ, ତଥାପି କେମିତି ପଶି ପୂଜାର୍ଚ୍ଚନା କଲେ ସାରଥି ଅନୁଗତ ?

କେନ୍ଦ୍ରାପଡ଼ା: ବାରିମୂଳରେ ଗହଳି । ସାରଥିଙ୍କୁ ଖୋଜୁଛନ୍ତି ଅନୁଗାମୀ । କେନ୍ଦ୍ରାପଡ଼ା ଉପକଣ୍ଠ ବାରିମୂଳରେ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳଙ୍କ ଫଟୋକୁ ପୁଣି ପୂଜାର୍ଚ୍ଚନା କରିଛନ୍ତି ସାରଥି ଅନୁଗତ । ବାରିମୂଳ ଆଶ୍ରମ ଭିତରେ ଜୋର ଜବରଦସ୍ତ ପଶି ଅନୁଗତ ସାରଥିଙ୍କ ପୂଜାର୍ଚ୍ଚନା…

ମାଆ ହେଲେ ସୋନମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କାପୁର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ନୀତୁ କାପୁର ସୋସିଆଲ ମିଡିଆରେ ସମ୍ପର୍କରେ ଜଣାଇଛନ୍ତି । ସୋନମ ଏବଂ ଆନନ୍ଦ ଆହୁଜାଙ୍କ ପୁତ୍ର ସନ୍ତାନ ଜନ୍ମ ହେଇଥିବା ସେ ସ୍ପଷ୍ଟ କରିଛନ୍ତି । ଅଗଷ୍ଟ ୨୦ରେ ସୋନମ ଏକ ପୁତ୍ର ସନ୍ତାନର ମାଆ ହୋଇଛନ୍ତି ।…