Latest Odisha News

BREAKING NEWS

Yearly Archives

2022

ଦୁର୍ବଳ ହେଲା ଗଭୀର ଅବପାତ: ଆଜିଠୁ କମିବ ବର୍ଷା, ଛତିଶଗଡରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଛତିଶଗଡ ପାର୍ଶ୍ଵବର୍ତ୍ତୀ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ତଥା ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ଦୁର୍ବଳ ହୋଇ ଏକ ଅବପାତରେ ପରିଣତ ହୋଇଛି । ଏହା ଆଗାମୀ 24ଘଣ୍ଟା ଯାଏଁ ନିଜର ଗତିର ଦିଗ ବଜାୟ ରଖିବା ସହ ଦୁର୍ବଳ ହୋଇ ଏକ ସ୍ପଷ୍ଟ ଚିହ୍ନିତ…

ଆସୋସିଏଟ ପ୍ରଫେସରଙ୍କୁ ଚପଲରେ ପିଟିଲେ ପତ୍ନୀ, ଭିଡ଼ିଓ ଭାଇରାଲ୍‌

ବ୍ରହ୍ମପୁର: ଗତ କିଛି ମାସ ହେଲା ନାନା ବିବାଦ ଭିତରେ ରହିଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ। ଶନିବାର ଆଉ ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ବିଶ୍ୱବିଦ୍ୟାଳୟର ପିଜି କାଉନସିଲ କାର୍ଯ୍ୟାଳୟ ପରିସରରେ ଜଣେ ଆସୋସିଏଟ ପ୍ରଫେସରଙ୍କୁ ଜଣେ ମହିଳା ଚପଲରେ ମାଡ଼ ମାରୁଥିବା ନେଇ ଭିଡ଼ିଓ ଭାଇରାଲ୍‌…

ବାରିମୂଳ ଆଶ୍ରମକୁ କବ୍‌ଜା‌ କଲେ ସାରଥି ଭକ୍ତ‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାରିମୂଳର‌ ବହୁଚର୍ଚ୍ଚିତ ସାମଥି ଆଶ୍ରାମକୁ ତାଙ୍କ ଭକ୍ତ‌ ଅନୁଗତ‌ ସମର୍ଥକମାନେ  ଜୋର ଜବରଦସ୍ତ କବଜା କରି ନେଇଛନ୍ତି । ଭକ୍ତ‌ ଅନୁଗତମାନେ‌ ଆଶ୍ରାମରେ‌ ପଶି‌ ଆତ୍ମଘୋଷିତ ସାରଥି ବାବା ଓ‌ରଫ‌ ସନ୍ତୋଷ ରାଉଳଙ୍କ‌ ଫଟୋକୁ ଅସ୍ଥାନରେ‌ ରଖି‌…

ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍: ଦେଖନ୍ତୁ ଭିଡିଓ

ରାଉରକେଲା: ପୁରୁଷ ହକି ବିଶ୍ୱକପ 2023  ପାଇଁ ସଜେଇ ହେଉଛି ରାଉରକେଲା । ଏଥିପାଇଁ ସମସ୍ତେ  ଉତ୍ସାହିତ ବି ଅଛନ୍ତି । ବିଶ୍ବସ୍ତରୀୟ ଷ୍ଟାଡିୟମ ସହ ଅନ୍ୟାନ୍ୟ ସୁବିଧା ଏଠାରେ ଉପଲବ୍ଧ ହୋଇଛି । ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ଏବେ ଖେଳାଳିଙ୍କ ଅପେକ୍ଷାରେ ଅଛି ।   …

ସତର୍କ ସଂକେତ ଉପରେ ବଂଶଧାରା , ପୁଣି ଫୁଲିଳା ନାଗାବଳୀ ଓ ଝଞ୍ଜାବତୀ

ରାୟଗଡ଼ା: ଲଘୁଚାପ ଫଳରେ ଗତ କାଲି ଠାରୁ ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି । ଲଗାଣ ବର୍ଷା ଯୋଗୁଁ ଗୁଣୁପୁର ଠାରେ ବଂଶଧାରା ନଦୀ ଜଳସ୍ତର ସତର୍କ ସଂକେତ ଅତିକ୍ରମ କରିଛି । ଏଠାରେ ବିପଦ ସଙ୍କେତ 84 ମିଟର, ସତର୍କ ସଂକେତ 83 ମିଟର ରହିଛି । ସନ୍ଧ୍ୟା 5 ଟା ସୁଦ୍ଧା ବଂଶଧାରା ଜଳସ୍ତର…

ବନ୍ୟାପାଣି ଘେରରେ ବାଲିପାଟଣା ଗ୍ରାମବାସୀ

ବାଲିପାଟଣା:  ଲଗାଣ ବର୍ଷା ପରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ଅନେକ ଗ୍ରାମବାସୀ ଏବେ ପାଣିଘେରରେ । ପ୍ରାୟ ୭ ଦିନ ହେବ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ରହି ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । କିଛି ଗ୍ରାମ ଜଳମଗ୍ନ ହେବା ଫଳରେ ଗମନା ଗମନର କୌଣସି ବିକଳ୍ପ ନାହିଁ । ପାଣି ଜମି…

ଏମିତି ଭୁଲ୍ କେବେ ହେବ ନାହିଁ: ବାବୁସାନ

ଭୁବନେଶ୍ବର:  ଜୁଲାଇ 23 ଘଟଣାକୁ ନେଇ ପୁଣି ଅଭିନେତା  ବାବୁସାନ ଭିଡିଓ ଜାରି କରିଛନ୍ତି । ବାବୁସାନ କହିଛନ୍ତି  ଏହି ଘଟଣାକୁ ନେଇ ସେ ସମଗ୍ର ଓଡ଼ିଶାବାସୀଙ୍କୁ  କ୍ଷମା ମାଗିଛନ୍ତି ।   ଭିଡିଓ ଜାରି କରି ବାବୁସାନ ପ୍ରମିସ କରିଛନ୍ତି  ଯାହା  ଭୁଲ ହୋଇଛି ସେଭଳି ଆଉ ହେବ ନାହିଁ  । ଭିଡିଓରେ…

ଜୁନିୟର ୱାର୍ଲ୍ଡ ରେସଲିଂରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଲେ ଅନ୍ତିମ

ନୂଆଦିଲ୍ଲୀ: ବୁଲଗେରିଆର ସୋଫିଆରେ ଅନୁଷ୍ଠିତ ଜୁନିୟର ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ଅନ୍ତିମ ଫଙ୍ଗଲ ପ୍ରଥମ ଭାରତୀୟ ମହିଳା ଭାବେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ୫୩ କିଗ୍ରା ବିଭାଗରେ ସେ କାଜକସ୍ତାନର ଆଲଟନ ଶାଗାୟେଭାଙ୍କୁ ୮-୦ରେ ପରାସ୍ତ କରି ୩୪ ବର୍ଷ ଇତିହାସରେ ପ୍ରଥମ ଭାରତୀୟ…

ବିଶ୍ୱକପରେ ଭାରତକୁ ହଇରାଣ କରିଥିବା ପାକିସ୍ତାନୀ ବୋଲର ଶାହୀନ ଏସିଆ କପରୁ ଓହରିଲେ

ଲାହୋର: ଏସିଆ କପ କ୍ରିକେଟ ପୂର୍ବରୁ ପାକିସ୍ତାନକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ଶାହୀନ ଆଫ୍ରିଦୀ ଆଘାତ ସମସ୍ୟା ଯୋଗୁ ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ପରୋକ୍ଷରେ ଟିମ ଇଣ୍ଡିଆ ପାଇଁ ଖୁସିର ଖବର କହିଲେ ଭୁଲ…

ଟାବଲେଟ୍ ନୁହେଁ, ବାହାଘର କାର୍ଡ

ନୂଆଦିଲ୍ଲୀ: ବିବାହକୁ ନେଇ ଯୁବପିଢି଼ଙ୍କ ମଧ୍ୟରେ କ୍ରେଜ୍ ବଢ଼ୁଛି । ନୂଆ ନୂଆ ଡିଜାଇନିଂ ସାଙ୍ଗକୁ କ୍ରିଏଟିଭ୍ ଆଇଡିଆରେ ବିବାହ ସ୍ମୃତିକୁ ସମସ୍ତେ ସାଇତି ରଖିବାକୁ ଚାହୁଁଛନ୍ତି । ଗତବର୍ଷ ଆସାମର ଜଣେ ଓକିଲ ନିଆରା ବାହାଘର କାର୍ଡ ପାଇଁ ଚର୍ଚ୍ଚାକୁ ଆସିଥିଲେ । ଏବେ ସେମିତି ଆଉ ଏକ ନିଆରା…