ନାଳ ଉପରେ ନିର୍ମାଣ ହେଉନି ବ୍ରିଜ୍, ଖଟିଆରେ ବୁହା ହେଉଛନ୍ତି ରୋଗୀ
କାମାକ୍ଷାନଗର: ବର୍ଷା ହେଲେ ଦୁର୍ଦ୍ଦଶା ବଢ଼ୁଛି । ଗାଁକୁ ବିଚ୍ଛିନ୍ନ କରୁଛି ଗୋବରୀ ନାଳ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଗୋବରି ଗାଁ ପାଖରେ ରହିଛି ଏହି ନାଳ । ବର୍ଷା ଦିନେ ଏହି ନାଳ ଗ୍ରାମବାସୀଙ୍କ ପାଇଁ ଅଭିଶାପ ପାଲଟିଛି । ଲଗାଣ ବର୍ଷା ପରେ ନାଳରେ କେତେବେଳେ ଆଣ୍ଠୁଏ ତ ଆଉ…