Latest Odisha News

BREAKING NEWS

Yearly Archives

2022

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରି ରିଲିଫ୍ ଘୋଷଣା କରିଛନ୍ତି । ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ପାଣି ପସିଥିବା ଗାଁରେ ବିପନ୍ନଙ୍କୁ ୧୫ ଦିନ ଲାଗି ରିଲିଫ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।…

ବନ୍ୟାଞ୍ଚଳ ପାଇଁ  ରିଲିଫ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି,…

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବେ ଶାହନବାଜ୍ ହୁସେନ

ଦିଲ୍ଲୀ: ବିଜେପିର ସଂଖ୍ୟାଲଘୁ ଚେହେରା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶାହନବାଜ୍ ହୁସେନଙ୍କୁ ଗିରଫ କରିବ ଦିଲ୍ଲୀ ପୋଲିସ । ଶାହନବାଜ୍ ହୁସୈନଙ୍କ ବିରୋଧରେ ଯଥାଶୀଘ୍ର ଦୁଷ୍କର୍ମ ମାମଲା ଦାଏର କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ  । ଦିଲ୍ଲୀ…

ସ୍ୱାମୀଜୀଙ୍କୁ ମନେ ପକାଉଛି ଜଳେଶପଟ୍ଟା ଆଶ୍ରମ, ଦୁଇ ଦୁଇଟି କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରାଯିବାକୁ ଦାବି

ବାଲିଗୁଡ଼ା: ସ୍ୱାମୀଜୀଙ୍କୁ ମନେ ପକାଉଛି ଜଳେଶପଟ୍ଟା ଆଶ୍ରମ । ଜନ୍ମାଷ୍ଟମୀ ପାଇଁ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଜଲେଶପଟ୍ଟା ଆଶ୍ରମ ଉତ୍ସବ ମୁଖର ହୋଇଛି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୪ତମ ଶ୍ରାଦ୍ଧ ବାର୍ଷିକୀରେ ଆଶ୍ରମରେ ସାଧୁ, ସନ୍ଥ ଏକାଠି ହୋଇଥିବା ବେଳେ କଳଶ ଯାତ୍ରା,…

ଧନଶ୍ରୀ ହଟାଇଲେ ଚହଲ ଟାଇଟଲ, ୟୁଜଭେନ୍ଦ୍ର ଲେଖିଲେ ନ୍ୟୁ ଲାଇଫ ଲୋଡିଂ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ସ୍ପିନର ୟୁଜଭେନ୍ଦ୍ର ଚହଲ ଓ ପତ୍ନୀ ଧନଶ୍ରୀ ବର୍ମାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଏବେ ସୋସିଆଲ ମିଡିଆରେ ୟୁଜର୍ସଘଙ୍କ ମନରେ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । କେତେକ ଏହାକୁ ଉଭୟଙ୍କ ସମ୍ପର୍କ ଭଲ ନ ଥିବା ସହ ଯୋଡୁଥିବା ବେଳେ ଅନ୍ୟମାନେ କିଛି ପବ୍ଲିସିଟି ଷ୍ଟଂଟ…

[ଦେଖନ୍ତୁ ଭିଡିଓ] ଦିଲ୍ଲୀ ଚୋରାଚାଲାଣ ବେଳେ ୪୫୦୦ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ମଧ୍ୟାହ୍ନ ସମୟରେ ୪୫୦୦ କେ.ଜି ଗଞ୍ଜେଇ ଜବତ କରାଯାଇଛି । ଏକ କୁଣ୍ଡା ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ କରାଯାଇଥିବାର ସୂଚନା ଦେଇଛନ୍ତି ରାୟଗଡ଼ା ଅବକାରୀ ଅଧିକ୍ଷକ ,ଅଭିରାମ ବେହେରା  ।  ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ…

ଭାରତ ସରକାର ବ୍ଲକ କଲେ ୮ ୟୁଟ୍ୟୁବ ଚ୍ୟାନେଲ

ନୂଆଦିଲ୍ଲୀ: ଭାରତ ସରକାର ଆଜି ପୁନର୍ବାର ଆଉ ଏକ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି । ଏଥିରେ ଭ୍ରମାତ୍ମକ ଖବର ପ୍ରସାରଣ କରୁଥିବା ୮ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରାଯାଇଛି । ଏଥିରେ ୭ଟି ଭାରତୀୟ ଓ ଗୋଟିଏ ପାକିସ୍ତାନୀ ଚ୍ୟାନେଲ ସାମିଲ । ଭାରତ ବିରୋଧର ଏଗୁଡିକ ମିଥ୍ୟା ଖବର ପ୍ରସାରିତ…

ମା-ପୁଅ ଏକାଠି ଯାଉଛନ୍ତି ସ୍କୁଲ; ପୁଅ ଷଷ୍ଠ, ମା ସପ୍ତମ

କାଠମାଣ୍ଡୁ: ଗୋଟିଏ ସ୍କୁଲରେ ପଢୁଛନ୍ତି ମା-ପୁଅ। ନେପାଳର ପାର୍ବତୀ ସୁନାର ପଢ଼ା ଛାଡ଼ିବାର ୧୨ ବର୍ଷ ପରେ ପୁଅ ସାଂଗରେ ଏବେ ପାଠ ପଢ଼ିବାକୁମନ ବଳାଇଛନ୍ତି। ସପ୍ତମ ଶ୍ରେଣୀରେ ନାମ ଲେଖାଇ ଦୈନିକ ପୁଅକୁ ସାଇକେଲରେ ବସାଇ ନେଉଛନ୍ତି। ବିଭିନ୍ନ ସାମାଜିକ ବ୍ୟାଧି ଯୋଗୁଁ ଅଧାରୁ ପାଠ ଛାଡୁ଼ଥିବା…

୧୦ଟି ସନ୍ତାନ ଜନ୍ମ କଲେ ପୁରସ୍କାର ଦେବେ ପୁଟିନ

ମସ୍କୋ: ଜନସଂଖ୍ୟାର ବିସ୍ପୋରଣ ବିଶ୍ବ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଜାତିସଂଘର ତଥ୍ୟରୁ ଜଣାପଡିଛି ଯେ ୨୦୨୦ ସୁଦ୍ଧା ବିଶ୍ବର ଜନସଂଖ୍ୟା ୭.୭ ବିଲିୟନ( ୭୭୫.୨୮ କୋଟିରୁ ଅଧିକ ) ଅତିକ୍ରମ କରିଛି। ୨୦୫୦ ବେଳକୁ ବିଶ୍ବର ଜନସଂଖ୍ୟା ପ୍ରାୟ ୯.୮ ବିଲିୟନ ହୋଇଯାଇଥିବ। ଜନସଂଖ୍ୟା ବୃଦ୍ଧି…

ବନ୍ୟା ପାଇଁ OPSC ସ୍ଥଗିତ ରଖିଲା ASO ପରୀକ୍ଷା

ଭୁବନେଶ୍ୱର: ଅଧା ଓଡ଼ିଶା ବନ୍ୟା ଜଳରେ ବୁଡ଼ି ରହିଥିବା ବେଳେ ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ ହେବାକୁ ଥିବା ASO ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ASOର ଲିଖିତ ପରୀକ୍ଷା ଆସନ୍ତା ରବିବାର ୨୧ ତାରିଖରେ ହେବାର ଥିଲା । ପରବର୍ତ୍ତୀ ନିର୍ଦ୍ଦେଶନାମା ପ୍ରକାଶ ପାଇବା ଯାଏ ASO ପରୀକ୍ଷା ସ୍ଥଗିତ…