ମହାନଦୀ ପ୍ରସଙ୍ଗରେ ଆଜି ଓଡିଶା ଛତିଶଗଡ ମୁଖ୍ୟ ଶାସନ ସଚିବଙ୍କ ବୈଠକ
ଭୁବନେଶ୍ୱର: ମହାନଦୀରେ ବନ୍ୟା ପରେ ଦୁଇ ରାଜ୍ୟ ଓଡ଼ିଶା ଏବଂ ଛତିଶଗଡ଼ ପ୍ରଭାବିତ ହୋଇଛନ୍ତି। ବନ୍ୟା ପାଇଁ ପରସ୍ପରକୁ ଦୋଷ ଲଦୁଛନ୍ତି। ଏହାରି ଭିତରେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ବୈଠକ କରିବେ ବୋଲି ସୂଚନା ମିଳିଛି। ଆଜି ଅପରାହ୍ନ ୪ଟାରେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଭିଡିଓ…