Latest Odisha News

BREAKING NEWS

Yearly Archives

2022

ଇଣ୍ଟର ନ୍ୟାସନାଲ୍ ସ୍ପେସ୍ ଷ୍ଟେସନରୁ ନାସା ବୈଜ୍ଞାନିକ ପଠାଇଲେ ଶୁଭେଚ୍ଛା ବାର୍ତ୍ତା

ଭାରତ ସ୍ବାଧୀନତାର 75 ବର୍ଷ ଆଜାଦ କି ଅମୃତ ମହୋତ୍ସବ ପାଳନ କରୁଛି ।  ଆଜାଦ କି ଅମୃତ ମହୋତ୍ସବ ଉପଲକ୍ଷେ ଚାରିଆଡୁ ଶୁଭେଚ୍ଛା ବାର୍ତ୍ତା ଭାରତକୁ ମିଳୁଛି । ଏହି ଅବସରରେ ନାସାର ବୈଜ୍ଞାନିକମାନେ ଇଣ୍ଟରନାସନାଲ ସ୍ପେସ୍ ଷ୍ଟେସନରୁ ମଧ୍ୟ ଭାରତକୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ।…

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗନେଇଥିବା ଖେଳାଳୀଙ୍କୁ ପ୍ରଧାନମନ୍ତ୍ରୀ ଆଜି ଭେଟିବେ

ନୂଆଦିଲ୍ଲୀ:  ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗନେଇଥିବା ଖେଳାଳୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି । ସମସ୍ତ ଖେଳାଳି ଆଜି ପ୍ରଧାନମନ୍ତ୍ରୀ ବାସଭବନରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ।…

ଗଳ୍ପ : ଖେଳ

ରବି ପଣ୍ଡା ମେଗା ଧାରାବାହିକଟି ଜନପ୍ରିୟତା ହାସଲ କରୁଥିଲା କ୍ରମଶଃ। ଘଟଣା, ଚରିତ୍ର, ସଂଳାପ ବିଶେଷକରି ନିର୍ଦ୍ଦେଶନା ଓ ଫଟୋଗ୍ରାଫିର ଚମତ୍କାର ବିନ୍ୟାସ ଉତ୍କଣ୍ଠିତ ଦର୍ଶକମାନଙ୍କୁ ଯଥା ସମୟରେ ବାନ୍ଧି ରଖୁଥିଲା ଟିଭି ସାମ୍ନାରେ। ନିର୍ଦ୍ଦେଶକଙ୍କୁ ମିଳୁଥିଲା ଅଭିନନ୍ଦନ, ଅଭିନେତା…

ଆଜିଠୁ ଦୁଇ ଦିନ ଭୀଷଣ ବର୍ଷା ସମ୍ଭାବନା

ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ହେବ ।  ନଦୀ ଜଳସ୍ତର ଆହୁରି ବଢ଼ିବା ସହ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। https://twitter.com/mcbbsr/status/1558066698737307648 ଲଘୁଚାପ ପ୍ରଭାବରେ ଦୁଇ ଦିନ ଭୀଷଣ ବର୍ଷା ହେବ ।  ରାଜ୍ୟର ବିଭିନ୍ନ…

ଭାଷା ଭାଗବତ : କଳ୍ପିତ ନିଃସଂଗତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 'ଭାଷା ଭାଗବତ' ଦେହ-ଯାନରେ ଥାଇ ଆତ୍ମା କରେ ବ୍ରହ୍ମାଂଡ ପରିକ୍ରମା କେ ନୁହେ ନିଃସଂଗ ବାଟୋଇ ଆଲୋକ ଥିଲେ, ଦିଶେ ଛାଇ ଘୋଟିଲେ ପୂର୍ଣ ଅଂଧକାର ଛାଇ ହୁଏନି ଛାଏଁ ଦୂର ଅଦେଖା ପବନ ସଦୃଶ ଦେହ ସହିତ କରେ ବାସ ଛାଇ ନୁହଇ ଅଣାକାର…

ସୋଆ ଓ ଯାଦବପୁର ବିଶ୍ବବିଦ୍ୟାଳୟ ମିଳିତ ଗବେଷଣା ଲାଗି ଚୁକ୍ତି ସ୍ବାକ୍ଷର

ଭୁବନେଶ୍ବର: ଫାର୍ମାସୀ ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ମିଳିତ ଭାବେ ଶିକ୍ଷା ପ୍ରଦାନ ଏବଂ ଗବେଷଣା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କୋଲକାତାସ୍ଥିତ ଯାଦବପୁର ବିଶ୍ବବିଦ୍ୟାଳୟ ମଧ୍ୟରେ ଶୁକ୍ରବାର ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଯାଇଛି । ଏହି ଚୁକ୍ତିପତ୍ର ସୋଆର ଉପ-କୁଳପତି ତଥା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୩ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପାବନ କ୍ଷେତ୍ର ଶ୍ରୀପୁରୁଷୋତ୍ତମରେ ତୀର୍ଥ ରାଜ ମହୋଦଧିଙ୍କ ଉପସ୍ଥିତି ବୋଲି ନକହି ତୀର୍ଥରାଜ ମହୋଦଧିଙ୍କ କୂଳରେ ଶ୍ରୀକ୍ଷେତ୍ରର ଅବସ୍ଥିତି ବୋଲି କହିବା…

ସ୍ବାଧୀନତାର ୭୫ବର୍ଷ: ଦେଶର ୭୫ଟି ଜେଲରେ ହେବ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ମହର୍ଷି ଶ୍ରୀ ଅରବିନ୍ଦଙ୍କର ୧୫ଠତମ ଜନ୍ମ ଦିବସ ଏବଂ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଶ୍ରୀ ଅରବିନ୍ଦଙ୍କର ଜୀବନାଦର୍ଶ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ୭୫ଟି ଜେଲରେ ଆୟୋଜନ କରାଯିବ । ଅଗଷ୍ଟ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ…

ବିବାଦୀୟ ଲେଖକ ସଲମାନ ରଶିଦଙ୍କ ଉପରେ ଛୁରୀରେ ଆକ୍ରମଣ

ନ୍ୟୁୟର୍କ: ବିବାଦୀୟ ଲେଖକ ସଲମାନ ରଶିଦଙ୍କ ଉପରେ ନ୍ୟୁୟର୍କରେ ଆଜି ମରଣାତ୍ମକ ଆକ୍ରମଣ ହୋଇଛି । ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମଂଚ ଉପରେ ବସିଥିବା ବେଳେ ଜଣେ ଦୁବୃତ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ସଲମାନ ଏହି ଆକ୍ରମଣରେ ତଳେ ପଡି ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା…

ଗର୍ଭବତୀ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ, ମଣାଶିରୁ ମୃତଦେହ ଜବତ କଲା ପୋଲିସ

ରାୟଗଡ଼ା: ଗର୍ଭବତୀ ନାବାଳିକାଙ୍କ ମୃତ୍ୟୁ । ପ୍ରଥମେ ନିଖୋଜ ପରେ ପ୍ରେମ ବିବାହ କରିଥିବା ଝିଅର ସନ୍ଦେହଜନକ ମୃତ୍ୟୁ ହୋଇଛି । ଯାହାକୁ ନେଇ ରାୟଗଡ଼ା ଜିଲ୍ଲା ଜେକେପୁରର ଅରବିନ୍ଦ ନଗରରେ ଚାଞ୍ଚଲ୍ୟ ଖେଳି ଯାଇଛି । ସୂଚନା ଅନୁସାରେ, ଜେକେପୁର ଅଞ୍ଚଳର ଜୟଲକ୍ଷ୍ମୀ ତାଙ୍କ ନାବାଳିକା ୧୬ ବର୍ଷୀୟ…