ନୂପୁର ଶର୍ମାଙ୍କ ହତ୍ୟା ଯୋଜନା କରୁଥିବା ଆତଙ୍କବାଦୀ ଗିରଫ
ଲକ୍ଷ୍ନୌ: ଉତରପ୍ରଦେଶ ପୋଲିସକୁ ଆଜି ବଡ ସଫଳତା ମିଳିଛି । ସ୍ୱାଧୀନତା ଦିବସରେ ଆତଙ୍କ ସୃଷ୍ଟି କରିବା ଏବଂ ନୂପୁର ଶର୍ମାଙ୍କ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚୁଥିବା ୨ଜଣ ଆତଙ୍କବାଦୀଙ୍କ ୟୁପି ଏଟିଏସ ଗିରଫ କରିଛି । ଜଣଙ୍କର ନାମ ମହମ୍ମଦ ନଦୀମ ବୋଲି ଜଣାପଡିଛି । ପାକିସ୍ତାନର ଆତଙ୍କବାଦୀ…