Latest Odisha News

BREAKING NEWS

Yearly Archives

2022

କାଦମ୍ବିନୀ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ

ଭୁବନେଶ୍ୱର : ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବରିଷ୍ଠ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ…

[ଦେଖନ୍ତୁ ଭିଡିଓ] ବିପଦ ସଂକେତ ଉପରେ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ଜଳସ୍ତର

ନବରଙ୍ଗପୁର: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ୍ ନବରଙ୍ଗପୁର । ତିନିଦିନ ଧରି ଲଗାଣ ବର୍ଷା ପରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିଛି । କୋଷାଗୁମୁଡ଼ା ବ୍ଲକରେ ପ୍ରବାହିତ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ଜଳସ୍ତର ବିପଦ ସଂକେତ ଛୁଇଁଥିବା ବେଳେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।…

ଫ୍ରେଣ୍ଡସିପରୁ ନୀତୀଶ ଆଉଟ୍, ନବୀନ ଇନ୍ ! ବନ୍ଧୁତ୍ୱ କାହାକୁ ଲୋଡ଼ା ?

ଓଡ଼ିଶା ସମ୍ବାଦ ବ୍ୟୁରୋ:  ମାଳ ମାଳ ପ୍ରସଙ୍ଗରେ ଯେତେବେଳେ କେନ୍ଦ୍ରର ଶାସକ ଦଳ ବିଜେପିକୁ ଘେରିବାକୁ ବିରୋଧୀ ପ୍ରସ୍ତୁତି ଚଳାଇଛନ୍ତି ସେତେବେଳେ ବିଜେପିର ସହଯୋଗୀ ଦଳ ଜେଡିୟୁ ଏନଡିଏକୁ ବାଏ ବାଏ କରିଛି। ଏନଡିଏରୁ ସହଯୋଗୀ ଦଳ ଛାଡିବା ଏବେ ଏକ ପ୍ରକାର ଟ୍ରେଣ୍ଡ ପାଲଟିଯାଇଛି। ନିକଟ…

ଭିଜିଲାନ୍ସ ଜାଲରେ ରାଜସ୍ୱ ନୀରିକ୍ଷକ, ବାଲି ଗାଡ଼ି ଛାଡ଼ିବାକୁ ନେଉଥିଲେ ଲାଞ୍ଚ

ବ୍ରହ୍ମପୁର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ୱ ନୀରିକ୍ଷକ । ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ବରିଡ଼ା ଆର୍.ଆଇ ଦେବାଶିଷ ମାଝୀ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏକ ବାଲି ବୋଝେଇ ଗାଡ଼ିକୁ ରାଜସ୍ୱ ନୀରିକ୍ଷକ ଜବତ କରିଥିଲେ । ଜବତ ଗାଡ଼ିକୁ ଛାଡ଼ିବା ଲାଗି…

୧୩ରୁ ପୁଣି ବଢ଼ିବ ବର୍ଷା, ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ପୁଣି ଭିଜିବ ଓଡ଼ିଶା । ୧୩ରୁ ବଢ଼ିବ ବର୍ଷା । ଲଘୁଚାପ ପ୍ରଭାବରେ ଏବେ ରାଜ୍ୟରେ ବର୍ଷା ଲାଗି ରହିଛି । ଅବପାତ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ପ୍ରଭାବରେ ଆଜି ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବରଗଡ଼, ଝାରସୁଗୁଡ଼ା,…

ନୀତୀଶ ଶପଥ ନେବା ପୂର୍ବରୁ ଗିରିରାଜ ସିଂ ମାରିଲେ କଟା ଘା’ରେ ଚୂନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଉ କିଛି ସମୟ ପରେ ବିହାରରେ ମହାମେଣ୍ଟ ପାର୍ଟ ଟୁ ସରକାର ଶପଥ ଗ୍ରହଣ କରିବ। ଏନଡିଏରେ ରହି ଅସନ୍ତୋଷ ଲାଭ କରିବା ପରେ ନୀତୀଶ କୁମାର ବିଜେପି ଛାଡି ଆରଜେଡିରେ ଯୋଗ ଦେଇଛନ୍ତି। ଗୋଟିଏ ପଟେ ନୀତୀଶ କୁମାରଙ୍କ ଏହି ନିଷ୍ପତ୍ତି ନେଇ ସବୁ ପ୍ରକାର କଳ୍ପନାଜଳ୍ପନା…

ଭୁବନେଶ୍ୱରରେ ସୁଧୁରିବ ଟ୍ରାଫିକ ସମସ୍ୟା ! ସ୍ଥିତି ଅନୁଧ୍ୟାନ କଲେ 5T ସଚିବ

ଭୁବନେଶ୍ୱର: ରାଜଧାନୀରେ ଲୋକସଂଖ୍ୟା ସହ ଦିନକୁ ଦିନ ବୃଦ୍ଧି ପାଉଛି ଗାଡ଼ି ମୋଟର ସଂଖ୍ୟା । ଫଳରେ ସହରରେ ଟ୍ରାଫିକ୍ ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ରୂପେ ମୁଣ୍ଡ ଟେକିଛି । ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ…

ବାରମ୍ବାର ସରକାର ପରିବର୍ତ୍ତନ କରାଇ ନୀତୀଶ ବିଶ୍ୱସନୀୟତା ହରାଉଛନ୍ତି: ପିକେ

ପାଟଣା: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଓରଫ ପିକେ ବିହାରରେ ବାରମ୍ବାର ଦେଖାଦେଇଥିବା ରାଜନୈତିକ ଅସ୍ଥିରତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏପରି ଅସ୍ଥିରିତା କିଛି ନୂଆ ନୁହେଁ ବୋଲି କହିବା ସହିତ ବାରମ୍ବାର କ୍ଷମତା ପାଇଁ ମେଣ୍ଟ ପରିବର୍ତ୍ତନ ନୀତୀଶଙ୍କ ବିଶ୍ୱସନୀୟତାକୁ ହ୍ରାସ…

ପାଟ୍ରୋଲିଂ ବେଳେ ଧରା ପଡ଼ିଲା ଚୋରା ସୁନା ବେପାର, ନଗଦ ଏକ କୋଟି ୨୨ ଲକ୍ଷ ଟଙ୍କା ସହ ୨୦ଟି ସୁନା ବିସ୍କୁଟ ଜବତ

ବ୍ରହ୍ମପୁର: ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଚାଲିଥିଲା ପାଟ୍ରୋଲିଂ । ବେଲେ ଧରା ପଡ଼ିଲା ଚୋରା ସୁନା ଚାଲାଣ । ବ୍ରହ୍ମପୁର ସହରରେ ଘଟିଛି ଏଭଳି କିଛି ଘଟଣା । ମଙ୍ଗଳବାର ଅପରାହ୍ଣରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ହୃଦୟାନନ୍ଦ ସାମନ୍ତ ଏବଂ ତାଙ୍କ ଟିମ୍ ଲାଞ୍ଜିପଲ୍ଲୀ ବାଇପାସ୍…

କବିତା : ଦେହ ଦେଉଳ

ଗଦାଧର ସାହୁ ଦେହ ଯଦି ଦେଉଳ ହେଲା ନବଦ୍ଵାର ନଟି ତାଲା । ପଞ୍ଚ ମନ ସହ ପଚିଶି ପ୍ରକୃତି ଅହରହ ମିଶି ଖେଳ ଚାଲିଲା । ମନ ସେଠି ହୋଇ ପୂଜାରୀ ରୁପ ଧରି ଅଛି ମାର୍ଜାରୀ । ପ୍ରକୃତିଙ୍କ ସଙ୍ଗେ ଅହୋରାତ୍ର ଖେଳେ ଜିତିବା କମ୍ ବେଶି ହାରିଲା । ନବଦ୍ଵାରେ ପକାଇ ତାଲା…