Latest Odisha News

BREAKING NEWS

Yearly Archives

2022

ଭାଷା ଭାଗବତ : ଅସରଂତି ସୁଖ ଶାଂତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୩ ଯାହା ପାଇଲି ଖାଇ ଗଂଡେ ଦେହରେ ଢାଂକି ଲୁଗା ଖଂଡେ ସ୍ବନାମ ଧରି ନିଜ ତୁଂଡେ ହାତେ ମାପି ଚାଲେଁ ଚାଖଂଡେ ଭାବ ବୋକଚା ବୋହି ମୁଂଡେ ଗାଆଁ ଗଳି ଓ ରାଜ ଦାଂଡେ କେହି କହିଲେ ' ରହ ଦଂଡେ ' ମୋର ସଂକଳ୍ପ ଟିକେ ଛିଂଡେ ପାଇଲେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରମ ଆରାଧ୍ୟ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କଥା କହିବା ସହ ମୋର ପୂଜ୍ୟ ଦୀକ୍ଷା ଗୁରୁ ସ୍ୱାମୀ ଚେତନାନନ୍ଦ ସରସ୍ବତୀଙ୍କ ବ୍ରହ୍ମଲିନ ହେବାପରର କାର୍ଯ୍ୟକ୍ରମରେ ବ୍ୟସ୍ତ…

କରୋନା ପରେ ଚୀନରେ ଚିହ୍ନଟ ହେଲେ ଆଉ ଏକ ନୂଆ ଭାଇରସ !

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଏବେ ଆଉ ଏକ ନୂଆ ଭାଇରାସ ବା ଭୂତାଣୁ ବିଶ୍ୱକୁ ଟେନସେନ ଦେଇପାରେ। ବୈଜ୍ଞାନିକମାନେ ପୁଣି ଥରେ ଏକ ନୂଆ ଭାଇରସ ପାଇଛନ୍ତି, ଯେଉଁଥିପାଇଁ ୩୫ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ବିଶେଷ କଥା ହେଉଛି ଏହି ଭାଇରାସ ଚାଇନାରେ ଦେଖିବାକୁ ମିଳିଛି। ଯେଉଁଠାରେ କରୋନା…

ଅଷ୍ଟମ ଥର ପାଇଁ ଶପଥ ନେବେ ନୀତୀଶ : ତେଜସ୍ୱୀ ଦ୍ୱିତୀୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟରେ ସାମିଲ ହେବେ ୩୫…

ପାଟଣା: ଆଜି ବୁଧବାର ବିହାରରେ ମହାମେଣ୍ଟ ସରକାର ଶପଥ ନେବ । ବିହାରରେ ବିଜେପି-ଜେଡିୟୁ ଏନଡିଏ ସରକାର ଭାଙ୍ଗିବା ପରେ ୨୦୧୫ ଶୈଳୀରେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ଅପରାହ୍ନ ୨ ଟାରେ ନୀତୀଶ କୁମାର ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ…

ସାଧାରଣ ନିର୍ବାଚନ ପୂର୍ବରୁ ଏନଡିଏରୁ ନୀତୀଶ ଓହରିବା ପଛର ଉଦ୍ଦେଶ୍ୟ କ’ଣ ହୋଇପାରେ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିହାରରେ ବଦଳିଛି ରାଜନୈତିକ ସମୀକରଣ। ନୀତୀଶ କୁମାର ପୁଣିଥରେ ପଟ୍ଟ ପରିବର୍ତ୍ତନ କରି ଆରଜେଡି ସହିତ ସରକାର ଗଠନ କରିବାକୁ ଯାଉଛନ୍ତି। ଆସନ୍ତାକାଲି (ବୁଧବାର) ଶପଥ ଗ୍ରହଣ ଉତ୍ସବ ରହିଛି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ନୀତୀଶ କେଉଁ ପରିସ୍ଥିତିରେ ଏପରି…

କେବେ କେବେ ପଟ୍ଟ ପରିବର୍ତ୍ତନ କରିଛନ୍ତି ‘ବିହାରୀ ବାବୁ’, ଜାଣନ୍ତୁ ସଂକ୍ଷେପରେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିଛନ୍ତି। କିନ୍ତୁ ଏପରି ମେଣ୍ଟ ଭାଙ୍ଗିବା ତାଙ୍କ ପାଇଁ କିମ୍ବା ଦେଶର ରାଜନୀତିରେ କିଛି ନୂଆ ନୁହେଁ। ତେବେ ବାରମ୍ବାର ପଟ୍ଟ ପରିବର୍ତ୍ତନ କରି କ୍ଷମତାରେ ରହିଥିବା ଏହି ନେତାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଭିତରେ ଜେଡିୟୁ…

ଲେଖକ ଗଣେଶ୍ବର ମିଶ୍ରଙ୍କ ସ୍ମାରକୀ ବକ୍ତୃତା : ଓଡ଼ିଆ ସିନେମାରୁ ଅପସରି ଗଲାଣି ସାହିତ୍ୟ କହିଲେ ସୂର୍ଯ୍ୟ ଦେଓ

ଭୁବନେଶ୍ବର: ଓଡ଼ିଆ ସାହିତ୍ୟର ବିଶିଷ୍ଟ କଥାକାର, କବି ତଥା ଲେଖକ ଗଣେଶ୍ବର ମିଶ୍ରଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ  ଏକ ସ୍ମୃତିସଭା ଗୀ ମଙ୍ଗଳବାର ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ପ୍ରଦାନ କରି ବରିଷ୍ଠ…

୭୦ ବର୍ଷରେ ମାଆ ହେଲେ ଚନ୍ଦ୍ରାବତୀ

ଅଲଭର: ବିଶ୍ୱାସ ନ ହେଲେ ବି ସତ୍ୟ । ଅତ୍ୟାଧୂନିକ ଚିକିତ୍ସା ବ୍ୟବସ୍ଥା ଏବଂ ବିଶ୍ୱାସ ବଳରେ ରାଜସ୍ଥାନର ଚନ୍ଦ୍ରାବତୀ ୭୦ ବର୍ଷ ବୟସରେ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଗୋପୀଚାନ୍ଦ (୭୫ ବର୍ଷ)ଏବଂ ଚନ୍ଦ୍ରାବତୀ ୫୪ ବର୍ଷ ତଳେ ବିବାହ କରିଥିଲେ । ଗୋପୀଚାନ୍ଦ ଜଣେ ପୂର୍ବତନ ସୈନିକ…

ୟୁଏସ ଓପନ ପରେ ଟେନିସକୁ ଅଲବିଦା କହିବେ ସେରେନା

ନ୍ୟୁୟର୍କ: ଟେନିସକୁ ଅଲବିଦା କହିବାକୁ ଯାଉଛନ୍ତି ବିଶ୍ୱର ମହାନ ମହିଳା ଟେନିସ ଖେଳାଳି ସେରେନା ୱିଲିୟମ୍ସ । ଆମେରିକାର ଏହି ୪୦ ବର୍ଷୀୟା ଷ୍ଟାର ଖେଳାଳି ୟୁଏସ ଓପନ ପରେ ଟେନିସରୁ ଅବସର ନେବେ ବୋଲି ପ୍ରଶଂସକଙ୍କୁ ଜଣାଇଛନ୍ତି । ଅଗଷ୍ଟ ୨୯ରୁ ୟୁଏସ ଓପନ ଆରମ୍ଭ ହେବ । ଭୋଗ୍ୟୁ ପତ୍ରିକାରେ…

କ୍ରିକେଟର ଲୋକପ୍ରିୟ ଅମ୍ପାୟର ରୁଡି କର୍ଟଜନଙ୍କ ପରଲୋକ

ଡର୍ବାନ: ଦକ୍ଷିଣ ଆଫ୍ରିକାର ଲୋକପ୍ରିୟ କ୍ରିକେଟ ଅମ୍ପାୟର ରୁଡି କର୍ଟଜନଙ୍କ ଆଜି ପରଲୋକ ହୋଇଯାଇଛି । ୭୩ ବର୍ଷୀୟ ରୁଡିଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ତାଙ୍କ ପୁଅ ଏ ସମ୍ପର୍କରେ ଗଣମାଧ୍ୟମକୁ ଜଣାଇଥିଲେ । ରୁଡିଙ୍କ ସମେତ ଅନ୍ୟ ୩ଜଣଙ୍କର ମଧ୍ୟ ଏହି ମର୍ମନ୍ତୁଦ…