ଗଛରେ ପିଟିହେଲା କାର, ଦୁର୍ଘଟଣାରେ ଶିକ୍ଷକ ନାରାୟଣ ସାହୁଙ୍କ ମୃତ୍ୟୁ
ଜି ଉଦୟଗିରି:ଫୁଲବାଣୀ ରୁ ଜି ଉଦୟଗିରି ଆସୁଥିବା ବେଳେ ଭଞ୍ଜପଦର ପାଖରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । ଘଟଣା ସ୍ଥଳରେ ଶିକ୍ଷକ ନାରାୟଣ ସାହୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ସହ ଗୁରୁତର ଶିକ୍ଷକ ସାନ୍ତୁନୁ ଆଚାର୍ଯ୍ୟ ଙ୍କୁ ଟିକାବାଲି ମେଡ଼ିକାଲ କୁ 108 ଯୋଗେ…