Latest Odisha News

BREAKING NEWS

Yearly Archives

2022

ବ୍ୟାଡମିଂଟନରେ ଭାରତକୁ ଡବଲ ସ୍ୱର୍ଣ୍ଣ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାର ୧୧ତମ ଦିନରେ ଭାରତୀୟ ବ୍ୟାଡମିଂଟନ ଖେଳାଳି ଦେଶ ପାଇଁ ୨ଟି ସ୍ୱର୍ଣ୍ଣ ଜିତିଛନ୍ତି । ସେମାନେ ହେଲେ ଲକ୍ଷ୍ୟ ସେନ ଓ ପିଭି ସିନ୍ଧୁ । ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ ମାଲେସିଆର ଜେଇ ୟଙ୍ଗଙ୍କୁ ୧୯-୨୧, ୨୧-୯ ଓ ୨୧-୧୬ରେ ପରାସ୍ତ କରି ଏହି ସଫଳତା ହାସଲ…

ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ. ୧୧ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ଉତ୍ତରକେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେବ । ଏହା ପ୍ରଭାବର ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଟକ ଇନଡୋର ଷ୍ଟାଡିୟମରେ ଆୟୋଜିତ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗ ଦେଇଛନ୍ତି । ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରି ଶାହ କହିଛନ୍ତି, ଓଡ଼ିଶାର ଅଚ୍ଛେଦିନ୍ ଆସିଗଲା । ଓଡ଼ିଶା ଭିତରେ ବିକାଶର ଅପାର…

ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ, ଛାତ୍ରୀ ଆଗୁଆ

ଭୁବନେଶ୍ୱର: ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅପରାହ୍ଣ ୪ଟାରେ ରେଜଲ୍ଟ ପ୍ରକାଶ ପାଇଛି । ଯୁକ୍ତ ୨ କଳାରେ ଏଥର ପାସ୍ ହାର ୮୨.୧୦ ପ୍ରତିଶତ ରହିଛି । ୨ ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା ପରୀକ୍ଷା…

ବର୍ଦ୍ଧିତ ମାର୍କ ବାସ୍ତବ ପ୍ରତିଭାର ନିର୍ଣ୍ଣାୟକ ନୁହେଁ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଗତ ବର୍ଷ ପରୀକ୍ଷା ଫଳ ପ୍ରକାଶନ ପରେ ଆଖପାଖରେ ଉତ୍ତେଜନା ଦେଖାଦେଇଥିବା ବେଳେ ଚଳିତ ବର୍ଷ ପୁଣିଥରେ ଲକ୍ଷ୍ୟ କରାଯାଇଥିଲା ଯେ ସିବିଏସ୍ଇ ଅର୍ଥାତ୍ ଦେଶରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅଧୀନରେ କରାଯାଇଥିବା ପରୀକ୍ଷାର ଫଳାଫଳ ଘୋଷଣା ପରେ…

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଅମିତ ଶାହଙ୍କ ସହ ମନ୍ଦିର ଯାଇଛନ୍ତି । ଶ୍ରାବଣର ଶେଷ ସୋମବାରରେ…

ଭୁବନେଶ୍ବରରେ ପହଁଚିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର:  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶାରେ ଆସି ପହଁଚିଛନ୍ତି । ବିଳମ୍ବିତ ରାତିରେ  ବିମାନ ବନ୍ଦରରେ ପହଁଚିଥିଲେ ଅମିତ ଶାହ । ଶାହଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସି ପହଁଚିଛନ୍ତି । …

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୫୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଭାବ ଭକ୍ତି ଡୋରିରେ ବାନ୍ଧିବାକୁ ଭକ୍ତିସାଧନା କରିବା ବିଧେୟ। ଏହି ଭକ୍ତି ସାଧନାର ମାର୍ଗ କଣ ତାହା ନିଶ୍ଚୟ ଆଲୋଚନା କରିବା। କିନ୍ତୁ…

ଭାଷା ଭାଗବତ : କବିତା ବିଶ୍ବବ୍ୟାପୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୧ ନିଜକୁ କବି ମନେ କରି ଭାଷାରେ ଭାବ ଦେଲେ ଭରି ତାହା କବିର ନିଜ ଚିଂତା ଶବ୍ଦରେ ଗଠିତ କବିତା ତହିଁରେ ଲୁଚିଥିଲେ ଭାବ ପାଠକ କରେ ଅନୁଭବ ଘଟିଲେ ତା'ର ଭାବାଂତର କବିତା ହୁଏ ପାଠକର କବିର ବିଶିଷ୍ଟ ସ୍ବାକ୍ଷର ପାଠକ ଦେଖି…

ସ୍ୱଭାବ କବି ଗଙ୍ଗାଧର ମେହେର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”  ଇତିହାସ ପୃଷ୍ଠା ଲେଉଟାଇଲେ ଜଣାଯାଏ, ଏଇ ଓଡ଼ିଶା ରେ ଦିନେ ମୁକୁନ୍ଦଦେବ ଗଙ୍ଗା ନଦୀକୁ ଓଡ଼ିଶା ଆଣିବାକୁ ତପସ୍ୟାରେ ବସିଲେ ଏବଂ ଘୋଷଣା କଲେ ଯିଏ ମୋ ତପସ୍ୟା ଭଙ୍ଗ କରିବ, ତାକୁ ଦି’ଖଣ୍ଡ କରିଦେବି । ରାଜାଙ୍କ ତପସ୍ୟା ଦିନପରେ ଦିନ…