ପତିଙ୍କ ପାଦ ତଳେ ବସି ପ୍ରଣୀତା ପୂଜା କରିବା କିଛି ବ୍ୟକ୍ତିଙ୍କୁ ହେଲାନି ହଜମ
ମାଡ୍ରାସ: ତେଲୁଗୁ ଅଭିନେତ୍ରୀ ପ୍ରଣୀତା ସୁବାସ ଏବେ ନିକଟରେ ପତି ନିତିନ ରାଜୁଙ୍କ ସହ ଏକ ଫଟୋ ଶେୟାର କରିଛି । ଏଥିରେ ସେ ତାଙ୍କ ପତିଙ୍କ ପାଦ ତଳେ ବସି ପୂଜା କରୁଛନ୍ତି । ଏହି ଫଟୋ କିଛି ବ୍ୟକ୍ତି ହଜମ ନ କରିପାରି ପ୍ରଣୀତାଙ୍କୁ ଟ୍ରୋଲ କରିଥିଲେ । ହଙ୍ଗମା ୨ର ଏହି ଅଭିନେତ୍ରୀଙ୍କୁ…