ଭାଷା ଭାଗବତ : ଭାଷା ନିୟଂତ୍ରଣ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୪
ଯାହାର ଯେପରି ଧାରଣା
କରି ସେପରି ବିବେଚନା
ଦିଅଂତି ମତ ଓ ମଂତବ୍ୟ
ଲୋକେ କରଂତି ସ୍ବକର୍ତବ୍ୟ
ସବୁ ଲୋକଂକୁ ନିୟଂତ୍ରଣ
କରିବା ଭଳି ବିଧି, ଜ୍ଞାନ
କେ କରିପାରେ ପ୍ରଚଳନ ?
ସେ ପରମାତ୍ମା ଭଗବାନ
ଭାଷା ଲୋକଂକ ଦ୍ବାରା ଗଢ଼ା…