Latest Odisha News

BREAKING NEWS

Yearly Archives

2022

[ଦେଖନ୍ତୁ ଭିଡିଓ] ଅଧରାତିରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ ଗିରଫ

ନବରଙ୍ଗପୁର: ଅଶାନ୍ତ ନବରଙ୍ଗପୁର । କଥା କଥାରେ ବୁଲୁଛି ଖଣ୍ଡା । ବିଚ୍ ରାସ୍ତାରେ ଗଡ଼ୁଛି ମୁଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ ହୋଇଥିବା ଆକ୍ରମଣରେ ଶେଖ୍ ନିଜାମଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ କିଛି ଯୁବକ ପୁରୁଣା କଥାକୁ କେନ୍ଦ୍ର କରି ଶେଖ୍ ନିଜାମଙ୍କୁ ମାରି…

ବିଜୟ ନାୟକ ରାଷ୍ଟ୍ରପତିଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ନିଯୁକ୍ତ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ ବିଜୟ ନାୟକ। ପୂର୍ବରୁ ଦ୍ରୌପଦୀ ମୁର୍ମୁ ଓଡିଶାରେ ମନ୍ତ୍ରୀ ଥିଲେ। ଏହି ସମୟରେ ବିଜୟ ନାୟକ ବ୍ୟକ୍ତିଗତ ସଚିବ ଥିଲେ। ଅବସର ଗ୍ରହଣ କରିବା ପରେ ବିଜୟ ନାୟକ…

୧୧ଟି ଚୋରି ବାଇକ୍ ଜବତ, ୪ ଗିରଫ

ଅନୁଗୁଳ: ଜିଲ୍ଲାରେ ବାଇକ୍ ଚୋରି ମାମଲା ବଢ଼ୁଥିବା ବେଳେ ତାଳଚେର ଆଦର୍ଶ ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ଠାରୁ ୧୧ଟି ଚୋରି ବାଇକ୍ ଜବତ କରିଛି ପୋଲିସ । ତାଳଚେର ସହ ଅନ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଇ କରି ପୋଲିସ ୧୧ଟି ଚୋରି ବାଇକ୍ ଜବତ କରିଛି । ଦୀର୍ଘ ଦିନ ଧରି…

ଉଦ୍ଧବ ଶିବିର ପରେ ସୁପ୍ରିମକୋର୍ଟ ପହଞ୍ଚିଲେ ସିନ୍ଦେ ଶିବିର

ମୁମ୍ବାଇ: ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ବା ଶିବିର ପରେ ଏବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସିନ୍ଦେ କୋର୍ଟରେ ଏକ ନୂଆ ଆଫିଡେଭିଟ୍ ବା ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ଉଦ୍ଧବ ଶିବିର ଦାଖଲ କରିଥିବା ଆବେଦନକୁ ଖାରଜ…

ବିରୋଧୀଙ୍କ ପାଇଁ ମୁଲତବି ହେଲା ବିଧାନସଭା

ଭୁବନେଶ୍ୱର: ଆଜି ବିଧାନସଭାରେ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା ଦେଖିବାକୁ ମିଳିଛି । ଫଳରେ ବାଚସ୍ପତି ବିଧାନସଭାକୁ ଦିନ ୧୧ଟା ୩୦ ଯାଏ ମୁଲତବି ଘୋଷଣା କରିଛନ୍ତି । ପ୍ରଶ୍ନକାଳ ଆରମ୍ଭରୁ ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେପି, କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ । ଫଳରେ ଦିନ ସାଢ଼େ…

‘ସମୟ ଆସିବ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବେ ଲୋକେ’

ଜୟପୁର: ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓଓ୍ୱେସି କହିଛନ୍ତି ଯେ ଶ୍ରୀଲଙ୍କାରେ ଲୋକମାନେ ରାଷ୍ଟ୍ରପତିଙ୍କ ବାସଭବନରେ ପ୍ରବେଶ କରିଥିଲେ। ସେହିଭଳି ଭାରତର ଲୋକମାନେ ଦିନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବେ । ଶ୍ରୀଲଙ୍କାରେ ସରକାର ବେକାରୀ, ମୁଦ୍ରାସ୍ଫୀତି…

ତିନି କଂଗ୍ରେସ ବିଧାୟକଙ୍କଠୁ ନଗଦ ଟଙ୍କା ଜବତ ପରେ ଇଡି କାହିଁକି ନୀରବ? ପ୍ରଶ୍ନ କଲା ଟିଏମସି

କୋଲକାତା: ଝାଡଖଣ୍ଡର କଂଗ୍ରେସ ବିଧାୟକଙ୍କ ଗାଡିରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିରବତା ଉପରେ ତୃଣମୂଳ କଂଗ୍ରେସ ପ୍ରଶ୍ନ ଉଠାଇଛି। ଶନିବାର ପଶ୍ଚିମବଙ୍ଗ ପୋଲିସ ଝାଡଖଣ୍ଡର ତିନି ଜଣ କଂଗ୍ରେସ ବିଧାୟକଙ୍କୁ ହାୱଡାରେ ପ୍ରାୟ ୪୯ ଲକ୍ଷ ଟଙ୍କା ସହ ଗିରଫ…

ସଞ୍ଜୟ ରାଉତ ଗିରଫ, ମୁମ୍ବାଇରେ ହୋଇପାରେ ଜୋରଦାର ବିକ୍ଷୋଭ

ମୁମ୍ବାଇ: ପାତ୍ରା ଚାଲ୍ ଜମି ଦୁର୍ନୀତି ମାମଲାରେ ଶିବସେନା ନେତା ସଞ୍ଜୟ ରାଉତ ଗିରଫ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଳମ୍ବିତ ରାତିରେ ଗିରଫ କରିବା ପରେ ଆଜି ତାଙ୍କୁ ପିଏମଏଲଏ ସ୍ପେଶାଲ କୋର୍ଟରେ ହାଜର କରିବ ବୋଲି ସୂଚନା ମିଳିଛି। ସେପଟେ ଏପରି ଗିରଫଦାରୀ ରାଜନୈତିକ ଉଦ୍ଦେଶ୍ୟ ପ୍ରୋଣଦିତ…

କମିଲା ଏଲପିଜି ସିଲିଣ୍ଡରର ଦାମ୍, ଆପଣଙ୍କ ପକେଟରୁ କେତେ ସଞ୍ଚିତ ହେବ ?

ନୂଆଦିଲ୍ଲୀ: ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ଦର କମିଛି। ସିଲିଣ୍ଡର ପିଛା ୩୬ ଟଙ୍କା ଶସ୍ତା ହୋଇଛି। ଦର କମିବା ପରେ ଏବେ ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ମୂଲ୍ୟ ୧୯୭୬ ଟଙ୍କା ରହିଛି । ଯାହା ପୂର୍ବରୁ ୨୦୧୨.୫୦ ଟଙ୍କା ଥିଲା। ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର…

କବିତା : ମୁଁ ଭାରତ

ପ୍ରସନ୍ନ କୁମାର ସ୍ୱାଇଁ  ଆଜନ୍ମରୁ ମୋର ଅଛି ଦୁଇଟି ଶ୍ୟାମଳ ଆଖି ହଳେ ପ୍ରେମ ବତୁରା ଡେଣା ଗୋଟେ ଗୋରା ତକ ତକ ଉଷୁମ କୋଳ ପାରିଜାତି ଦେହ ଗନ୍ଧ କାରୁଣିକ କାନ୍ଧ ଉଚ୍ଚାରଣ ସିଦ୍ଧ କେଇ ଫର୍ଦ୍ଦ ମନ୍ତ୍ର ତୋ ପାଇଁ ରଖିଛି ପଞ୍ଚାମୃତ,ପlଟକନା ଲଳିତ ମଧୁର ହସ, ସୁନାର ଫସଲ ତୁ…