Latest Odisha News

BREAKING NEWS

Yearly Archives

2022

ଧାରାବାହିକ ଉପନ୍ୟାସ : ସୁଲୋଚନା (୫୩)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ମେଘନଦାଙ୍କୁ ବିଜୟର ଟୀକା ପିନ୍ଧାଇ ଦେଇ ତାଙ୍କୁ ସମରଭୂମିକୁ ମେଲାଣି ଦେଇଛନ୍ତି ସୁଲୋଚନା। ସ୍ୱାମୀଙ୍କର ସୁରକ୍ଷା ନିମିତ୍ତ ନିର୍ଜଳ ବ୍ରତ ପୂଜା ରଖିଛନ୍ତି। ନିରନ୍ତର ଵିଷ୍ଣୁଙ୍କର ନାମ ଜପ କରୁଛନ୍ତି। କେବଳ ମନ୍ଦୋଦରୀ ଜାଣନ୍ତି ସେ…

କ୍ରିୟା

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଆମେ ବ୍ୟାକରଣ ବିଷୟରେ ଆଲୋଚନା କରୁଛେ। ଆଜି କ୍ରିୟା କଥା କହିବା। କ୍ରିୟାର ଅର୍ଥ କାମ। ଇଂରାଜୀ ବ୍ୟାକରଣରେ ଏହାକୁ ଭର୍ବ ( verb)କୁହାଯାଏ। ଏହାର ଭୂମିକା ବାକ୍ୟରେ ଓ ବ୍ୟାକରଣରେ ସବୁବେଳେ ଗୁରୁତ୍ୱପୂର୍ଣ୍ଣ । କ୍ରିୟା କଣ ଏହାକୁ ଟିକେ ସରଳ…

ଭାଷା ଭାଗବତ : ଗୋଷ୍ଠୀ କରେନି ସୃଷ୍ଟି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୯ ପାଠକ ପଢ଼ିସାରି ବହି ଦେଲେ ତା ମଥାରେ ଛୁଆଁଇ ସାହିତ୍ୟ ପାଇଲା ସମ୍ମାନ ବଢ଼ିଲା ପାଠକର ଜ୍ଞାନ ଅନ୍ୟତ୍ର ସଭା ଆୟୋଜନ କରି ସେଠାରେ ଗୁଣୀଜନ ମାରିଲେ ସୁଦ୍ଧା କରତାଳି ସମ୍ମାନ ହୁଏନି ସେଭଳି ସ୍ବଭାଷାପ୍ରୀତି ପ୍ରଦର୍ଶନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୬ ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ପଞ୍ଚୁପାଣ୍ଡବଙ୍କ ସହ ଅନେକ ଲୀଳା କରିଥାନ୍ତି। ଶିବ ଚତୁର୍ଦ୍ଦଶୀ ଓ ଚନ୍ଦନ ଯାତ୍ରା ବିଷୟରେ ଆମେ ଜାଣିଲେ । ଶ୍ରୀମନ୍ଦିରର ଭଣ୍ଡାର ରକ୍ଷକ ଶ୍ରୀ ଲୋକନାଥଙ୍କ…

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ 2024 ସୁଦ୍ଧା ଓହରିବ ରୁଷ

ରୁଷ ୟୁକ୍ରେନ ଯୁଦ୍ଧ  ମହାକାଶ କୁ ମଧ୍ୟ ଭାଗ ଭାଗ କରିବାକୁ ବସିଛି । ଯୁଦ୍ଧକୁ ନେଇ ଋଷ ଆମେରିକା ମଧ୍ୟରେ ଛକାପଂଞ୍ଝା ଭିତରେ ଋଷର ମହାକାଶ ସଂସ୍ଥା ରସକସମସ୍ ପକ୍ଷରୁ  ବଡ଼ ଘୋଷଣା କରାଯାଇଛି ।  ଆସନ୍ତା ୨୦୨୪ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଓହରିବାକୁ ନିଷ୍ପତ୍ତି ନେଇଛି ଋଷ । ନିଜର ଏକ…

ଭୁବନେଶ୍ୱର ନାଇଜରରେ ହେବ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ

ଭୁବନେଶ୍ୱର: ଭୁବନେଶ୍ୱର ନାଇଜର କ୍ୟାମ୍ପସ ଠାରେ ଭାରତ ସରକାରଙ୍କ ଆଟୋମିକ୍ ଏନର୍ଜି ଡିପାର୍ଟମେଣ୍ଟ ଓ ଟାଟା ଟ୍ରଷ୍ଟ ସହଯୋଗରେ ୬୫୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ କରାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା…

ହଇଜା ନେଲା ଆଉ ଗୋଟିଏ ଜୀବନ: ମୃତ୍ୟୁ ସଂଖ୍ୟା ହେଲା ୧୦

ରାୟଗଡ଼ା: ହଇଜା  ପୁଣି ନେଲା ଆଉ ଗୋଟିଏ ଜୀବନ। ହଇଜାଜନିତ  ମୃତ୍ୟୁ ସଂଖ୍ୟା ପହଁଚିଲା ୧୦ରେ  । ମୃତକ ହେଲେ ଶଙ୍କରଡା ଗ୍ରାମର ଝାନୁ ମାଝୀ (୫୫)। ଗତ ଦୁଇ ଦିନ ଧରି ସେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଘରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ରାୟଗଡ଼ା ଜିଲ୍ଲା କାଶୀପୁରରେ…

ରାଜ୍ୟଗୋଷ୍ଠୀ କ୍ରୀଡା: ଆସନ୍ତୁ ଜାଣିବା ଭାରତ ପାଇଁ କେଉଁ ୫ ଖେଳାଳି ସ୍ୱର୍ଣ୍ଣ ଜିତିବା ନିଶ୍ଚିତ

ଭୁବନେଶ୍ୱର: ଆଉ ୨ ଦିନ ପରେ ବର୍ମିଂହାମରେ ୨୮ ଜୁଲାଇରୁ ଆରମ୍ଭ ହୋଇଯିବ ରାଜ୍ୟଗୋଷ୍ଠୀ କ୍ରୀଡାର ୨୨ତମ ସଂସ୍କରଣ । ଏଥିରେ ୭୨ ଦେଶର ୫୦୦୦ରୁ ଅଧିକ ଆଥଲେଟ ୨୦ଟି ଭିନ୍ନ ଭିନ୍ନ ଖେଳରେ ଦକ୍ଷତା ପ୍ରଦର୍ଶନ କରିବେ । ଭାରତ ୧୮ଥର ପାଇଁ ଏହି ମୁକାବିଲାକୁ ଓହ୍ଲାଇବ । ୧୯୩୦, ୧୯୫୦, ୧୯୬୨ ଓ ୧୯୮୬ରେ…

ଗଞ୍ଜେଇ ଚାଲାଣ ବେଳେ ଦୁଇ ବଙ୍ଗଳାଦେଶୀଙ୍କ ସମେତ ୪ ଗିରଫ

ବ୍ରହ୍ମପୁର:ଗଜପତି ଜିଲାରୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ବାଙ୍ଗଲାଦେଶର ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଜାତୀୟ ରାଜପଥ-୧୬ର ଜଗନ୍ନାଥପୁର ଛକରୁ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀମାନେ ଏହି ଦୁଇ ବାଙ୍ଗଲାଦେଶୀଙ୍କ ନିକଟରୁ ୨୧ କେଜି ଗଞ୍ଜେଇ ଜବତ କରିଛନ୍ତି।…

ଅମରନାଥ ଗୁମ୍ଫା ନିକଟରେ ପୁଣି ଲଗାଣ ବର୍ଷା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଅମରନାଥ ଗୁମ୍ଫା ନିକଟରେ ପ୍ରବଳ ବର୍ଷା ହେତୁ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁମ୍ଫା ଚାରିପାଖରେ ଥିବା ପାହାଡ଼ରେ ବର୍ଷା ହେତୁ ସ୍ଥାନୀୟ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ତୁରନ୍ତ ସତର୍କ ସୂଚନା ଜାରି କରାଯାଇ ଲୋକଙ୍କୁ ଉଦ୍ଧାର କରାଯାଇଛି।…