Latest Odisha News

BREAKING NEWS

Yearly Archives

2022

ହାଇକୋର୍ଟରେ ହାତୀ ଶିକାର ମାମଲାରେ ଅସ୍ପଷ୍ଟ ସତ୍ୟପାଠ: ପୁଣି ଦାଖଲ ପାଇଁ ପିସିସିଏଫଙ୍କୁ ନିର୍ଦ୍ଦେଶ

କଟକ: ରାଜ୍ୟରେ ଲଗାତାର ଭାବେ ହେଉଥିବା ହାତୀ ଶିକାର ମାମଲାକୁ ପିସିସିଏଫ ଅଫିସରୁ ହାଇକୋର୍ଟରେ ଅସ୍ପଷ୍ଟ ତଥ୍ୟ ଦାଖଲ ହୋଇଛି । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ)ଙ୍କ ଅଫିସର ଜଣେ ପ୍ରମୁଖ ସଂରକ୍ଷକ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ୫ ଜୁଲାଇ ୨୦୨୨ରେ ହାଇକୋର୍ଟରେ ଏଡି…

ଜୁଲାଇ ପହିଲା ସୁଦ୍ଧା ଓଡିଶାରେ ୧୧୮ଟି ବିଦ୍ୟୁତ୍ ଯାନ ଚାର୍ଜିଂ ଆଉଟ୍ ଲେଟ୍

ନୂଆଦିଲ୍ଲୀ:  ଭାରତରେ ହାଇବ୍ରିଡ୍ ଏବଂ  ଇଲେକ୍ଟ୍ରିକ୍ ଯାନ ଗୁଡିକୁ (ଫେମ୍ ଇଣ୍ଡିଆ) ଦ୍ରୁତ ଗତିରେ ଗ୍ରହଣ କରିବା ଏବଂ ଏହା ଅଧିକ ପରିମାଣରେ ଉତ୍ପାଦନ ହେବା ଯୋଗୁଁ ପର୍ଯ୍ୟାୟ – ୨ରେ ସାର୍ବଜନିନ ପରିବହନ ନିମନ୍ତେ ଇଲେକ୍ଟ୍ରିକ୍ ଯାନବାହନ (ଇଭି) ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି ।…

୨୦୨୫ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ଆୟୋଜନ କରିବ ଭାରତ !

ମୁମ୍ବାଇ: ୨୦୨୫ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ଆୟୋଜନ କରିବା ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଅଂଟା ଭିଡିଛି । ଆୟୋଜନ ଅଧିକାର ପାଇଁ ଭାରତ ବିଡ ଦାଖଲ କରିବ । ବିସିସିଆଇ ଯଦି ଏଥିରେ ସଫଳ ହୁଏ ତାହାହେଲେ ପ୍ରାୟ ଏକ ଦଶନ୍ଧି ପରେ ଭାରତରେ ବିଶ୍ୱକପ ଆୟୋଜିତ ହେବ । ୨୦୧୩ରେ ଭାରତ…

ଦେଶର ୪୫ଟି ସ୍ଥାନରେ ବିକଶିତ ହେଉଛି ଜଳମାର୍ଗ ପରିବହନ ସେବା

ନୂଆଦିଲ୍ଲୀ:  କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ରାଜ୍ୟସଭାରେ ଏକ ଲିଖିତ ଉତ୍ତର ଦେଇ କହିଛନ୍ତି  ଯେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ରୋ-ରୋ/ରୋ-ପେକ୍ସ ଫେରୀ ପରିବହନ ସେବାକୁ ପ୍ରୋତ୍ସାହନ ଦେଉଛି । ଏହି ଜଳ…

ରିକି ପଂଟିଙ୍କ ଭବିଷ୍ୟବାଣୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଟି୨୦ ବିଶ୍ୱକପ ଫାଇନାଲ

ସିଡନୀ: ଅଷ୍ଟ୍ରେଲିଆର ମହାନ ଖେଳାଳି ରିକି ପଂଟି ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ଏବଂ ଏଥିରେ କଙ୍ଗାରୁ ଦଳ ବାଜି ମାରିବ । ପଂଟି କହିଛନ୍ତି ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଟିମ ଟାଇଟଲ…

ପଦ୍ମପୁର ଇଲେକ୍ଟ୍ରିକାଲ ଜେଇ ଭିଜିଲାନ୍ସ ଦ୍ୱାରା ଗିରଫ

ରାୟଗଡ଼ା: ପଦ୍ମପୁର ଇଲେକ୍ଟ୍ରିକାଲ ସେକ୍ସନର କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି । ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରାପୁଟ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଅଭିଯୋଗକାରୀଙ୍କ ଉଠା ଜଳସେଚନ ପଏଣ୍ଟକୁ ପୁନଃ ସଂଯୋଗ…

କବାଡି ମ୍ୟାଚ ଅବସରରେ ଚାଲିଗଲା ଖେଳାଳିଙ୍କ ଜୀବନ

ମାଡ୍ରାସ: ତାମିଲନାଡୁରେ ଏକ କବାଡି ମ୍ୟାଚ ଅବସରରେ ଦୁଃଖଦ ଘଟଣା ଘଟିଛି । ଏକ ଜିଲାସ୍ତରୀୟ ମୁକାବିଲାରେ ବିମଲରାଜ ନାମକ ଜଣେ କବାଡି ଖେଳାଳି ରେଡ କରୁଥିବା ସମୟରେ ବିରୋଧୀ ଦଳର ଖେଳାଳିଙ୍କ ନିକଟରୁ ବଂଚିବା ପାଇଁ ଡେଇଁଥିଲେ । ସେ ତଳେ ପଡି ଯାଇଥିଲେ ଏବଂ କିଛି ସମୟ ପରେ ତାଙ୍କର ମୃତ୍ୟୁ…

[ଦେଖନ୍ତୁ ଭିଡିଓ] ଆସନ୍ତାକାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ବର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଅପରାହ୍ଣ ୪ଟା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ କାଲି ପ୍ରକାଶ ପାଇବା ସହ କଳାର ଫଳାଫଳ ସପ୍ତାହକ…

ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତର ଆଉ ଜଣେ ମହିଳା କ୍ରିକେଟରଙ୍କୁ କରୋନା

ମୁମ୍ବାଇ: ବର୍ମିଂହାମରେ ହେବାକୁ ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ଭାରତକୁ ଆଉ ଏକ ଝଟକା ଲାଗିଛି । ମହିଳା କ୍ରିକେଟ ଟିମର ଆଉ ଜଣେ ସଦସ୍ୟ କରୋନା ସଂକ୍ରମିତ ଥିବା ଜଣାପଡିଛି । ଫଳରେ ୨ ଖେଳାଳିଙ୍କ ଅନୁପସ୍ଥିତିରେ ଟିମର ଅନ୍ୟ ସଦସ୍ୟମାନେ ବର୍ମିଂହାମ ଯାଇଛନ୍ତି । ୨୯ ଜୁଲାଇରେ ଭାରତ ତାର…

ଆସନ୍ତା ଜନଗଣନା ହେବ ଡିଜିଟାଲ; ମୋବାଇଲ ଆପରେ ହେବ ତଥ୍ୟ ସଂଗ୍ରହ

ନୂଆଦିଲ୍ଲୀ: ଆଗାମୀ ଜନଗଣନା ଡିଜିଟାଲ ହେବ । ଆଉ କାଗଜ, କଲମ, ଖାତା ବହି ବ୍ୟବହାର ହେବନି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏହି ସୂଚନା ଦେଇଛନ୍ତି । ଲୋକସଭା ପ୍ରଶ୍ନକାଳରେ ଏକ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଡିଜିଟାଲ ଜନଗଣନା ହେବ ବୋଲି…