Latest Odisha News

BREAKING NEWS

Yearly Archives

2022

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୨୦  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଚକ୍ରନାରାୟଣ ସ୍ୱରୂପ ନୀଳଚକ୍ର ଓ ତାହା ଉପରେ ଜଗତକୁ ଉଦ୍ଧାର କରିବା ପାଇଁ ଉଡୁଥିବା ପତିତପାବନ ବାନାଙ୍କୁ ଆଜି ପ୍ରଥମେ ପ୍ରଣାମ ଜଣାଇ କବି ଗୌର ଚରଣ…

ଭାଷା ଭାଗବତ : ଛୁଆ ସ୍ବୟଂପୂର୍ଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୪ ଛୁଆଟେ ଥାଏ ଯଦି ଘରେ ତା ସଂଗେ ଲାଗି ମନ ଭରେ ବଡ଼ମାନେ ବି ଶିଶୁ ହୋଇ ଛୁଆକୁ ଦିଅଂତି ଶିଖାଇ ଛୁଆର କାନେ ପଡ଼େ ଭାଷା ବଡ଼ମାନେ କରଂତି ଆଶା ଛୁଆଟି କହି ଶିଖୁ କଥା ଜଣାଉ ସୁଖ ଦୁଃଖ ବ୍ୟଥା ଅନୁକରଣ କରି ଛୁଆ କହିଲେ ଶବ୍ଦ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୮)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ " ମୁଁ ମହାନ୍ ତେଜସ୍ୱୀ ବ୍ରହ୍ମର୍ଷି କୁଶଧ୍ୱଜଙ୍କ କନ୍ୟା ବେଦବତୀ । ମୋର ପିତା ବେଦାଭ୍ୟାସ କରୁଥିବା ସମୟରେ ମୋର ନିର୍ମାଣ କରିଛନ୍ତି। ନାରାୟଣଙ୍କୁ ସ୍ୱାମୀ ରୂପେ ଲାଭ କରିବା ପାଇଁ ତପସ୍ୟା କରୁଛି। " ଅଟ୍ଟହାସ୍ୟ କରି ରାବଣ…

କବିତା : ମାଗେ ଜଗନ୍ନାଥ

ବିଶ୍ୱରଞ୍ଜନ ମହାନ୍ତି ହରିବୋଲ ହୁଳହୁଳି ବାଜୁଥିବ ଶଙ୍ଖ ଖୋଳ କରତାଳି ନାଚୁଥିବେ ଭକ୍ତ ଏକାଳେ ମୋ ପ୍ରାଣବାୟୁ ନିଅ ଜଗନ୍ନାଥ ବୈକୁଣ୍ଠ ଯିବି ମୁକତି ଲଭିବି ଏଇ ଆଜ୍ଞା ସତେ ହେବ ମାଗେ ଜଗନ୍ନାଥ ll ବଡ଼ ଦାଣ୍ଡ ପୂରିଥିବ ବସିଥିବ ରଥେ ସଂସାର ରଶିକୁ ଧରି ଭିଡୁଥିବେ ଭକ୍ତେ…

ସଞ୍ଜୟ ରାଉତଙ୍କୁ ୧୦ ଘଣ୍ଟା ଜେରା କଲେ ଇଡି ଅଧିକାରୀ

ମୁମ୍ବାଇ: ଅର୍ଥ ହେରଫେର ମାମଲାରେ ଇଡି ଶୁକ୍ରବାର ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ପ୍ରାୟ ୧୦ ଘଣ୍ଟା ଜେରା କରିଛି। ସଞ୍ଜୟ ରାଉତ ସକାଳ ପ୍ରାୟ ୧୧ଟା ୩୦ ସମୟରେ ଦକ୍ଷିଣ ମୁମ୍ବାଇର ବଲାର୍ଡ ଇଷ୍ଟେଟରେ ଥିବା ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ସେ ରାତି ପ୍ରାୟ ୯ଟା ୩୦ ସମୟରେ ଇଡି…

ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ପରେ ବଢ଼ିଲା କଂଗ୍ରେସର ଚିନ୍ତା

ମୁମ୍ବାଇ: ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର ଭାଙ୍ଗିଯାଇଛି। ଏବେ ଏକନାଥ ସିନ୍ଦେ ସେନା ଏବଂ ବିଜେପି ମିଳିତ ଭାବେ ସରକାର ଗଠନ କରିଛନ୍ତି । ଏହାର ପ୍ରଭାବ ଏବେ ବିରୋଧୀ ଦଳର ରଣନୀତି ଉପରେ ପଡୁଥିବା ଜଣାପଡିଛି। ଏକନାଥ ଏବଂ ବିଜେପି ସରକାର ଗଢିବା ପରେ ପୂର୍ବରୁ କ୍ଷମତାରେ…

ଏକନାଥଙ୍କୁ ଦଳର ସମସ୍ତ ପଦରୁ ହଟାଇଲେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ

ମୁମ୍ବାଇ: ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏକନାଥ ନିଜକୁ ଶିବସେନାର ଏକ ଅଂଶ ବୋଲି ଦାବି କରୁଛନ୍ତି । କିନ୍ତୁ ଏହାରି ଭିତରେ ଉଦ୍ଧବ ସିନ୍ଦେଙ୍କୁ ଦଳର ନେତା ପଦରୁ ହଟାଇ ଦେଇଛନ୍ତି।…

ବିଶିଷ୍ଟ ଗଣିତ ପ୍ରଫେସର ଇନ୍ଦୁଲତା ଶୁକ୍ଲାଙ୍କ ପରଲୋକ

କଟକ: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଗଣିତ ପ୍ରଫେସର ଇନ୍ଦୁଲତା ଶୁକ୍ଲାଙ୍କ ଗୁରୁବାର ସଂଧ୍ୟାରେ ଦେହାନ୍ତ ହୋଇଯାଇଛି । ଗୁରୁବାର ସଂଧ୍ୟା ୮.୪୦ରେ ବିଶିଷ୍ଟ ପ୍ରଫେସର ଇନ୍ଦୁଲତା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବାରିପଦା ନିବାସୀ ଇନ୍ଦୁଲତାଙ୍କ ପିତା ପଣ୍ଡିତ କାଶୀନାଥ କର…

ପନ୍ତଙ୍କ ଦମଦାର ଶତକ: ଭାରତ 338/7

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା  ଟେଷ୍ଟ ମ୍ୟାଚରେ ଆଜି ଦମଦାର ଶତକ କରିଛନ୍ତି ପନ୍ତ । ଛକା ଚଉକା ବର୍ଷା କରି ପନ୍ତ ଶତକ ଅର୍ଜନ କରିଛନ୍ତି । ସବୁ ବୋଲରଙ୍କୁ ପିଟିଚାଲିଥିଲେ ପନ୍ତ । ପ୍ରଥମ ଉଇକେଟ କିପର ଭାବେ ରେକର୍ଡ 89 ବଲରେ ଶତକ କରିଛନ୍ତି ପନ୍ତ । 111…

ଗୁଜୁରାଟର ଅଡାଲଜ୍ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା

ଅହମଦାବାଦ: ଗୁଜୁରାଟର ଅଡାଲଜ୍ ଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି। କୋଭିଡ଼ ବାଧକତା ଯୋଗୁଁ ଗତ ଦୁଇ ବର୍ଷ ହେଲା ରଥଯାତ୍ରା ଉତ୍ସବ କେବଳ ସାଙ୍କେତିକ ଢଙ୍ଗରେ ପାଳନ କରାଯାଉଥିଲା। ଚଳିତ ବର୍ଷ କଟକଣା ଲାଘବ କରାଯାଇଥିବାରୁ ଭକ୍ତ ମାନଙ୍କ…