Latest Odisha News

BREAKING NEWS

Yearly Archives

2022

ଓଡିଶା ମୁହାଁଇବେ କର୍ପୋରେଟ କମ୍ପାନୀ: ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ…

ଆବୁଧାବି: ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟିମ୍ ଓଡ଼ିଶା। ଆଗାମୀ ୨୯ ରେ ଆୟୋଜନ ହେବ ମେକ ଇନ ଓଡ଼ିଶା କନକ୍ଲେଭ  । ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଖାଦ୍ୟ ପ୍ରକ୍ରିୟାକରଣରୁ ନେଇ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରିରେ ବ୍ୟାପକ…

ରଥଯାତ୍ରା ପାଇଁ ପୁରୀକୁ ECORର ୨୦୫ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା । ରଥଯାତ୍ରା ଅବଧି ମଧ୍ୟରେ ପୁରୀକୁ ଓ ପୁରୀରୁ ୨୦୫ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ।  ଯାତ୍ରୀମାନଙ୍କ ସୁବିଧା ପାଇଁ ଗଡ଼ିବ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ଟ୍ରେନ୍ । ଶାଲିମାର, ଜଗଦଲପୁର,…

ଦେଶର ଶ୍ରେଷ୍ଠ ୨୦ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଲା ଭୁବନେଶ୍ୱର AIIMS

ଭୁବନେଶ୍ୱର: ସ୍ଥାପନା ହେବାର ପ୍ରଥମ ଦଶନ୍ଧି ମଧ୍ୟରେ ପାଇଥିବା ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି ଏମ୍ସ (AIIMS) ଭୁବନେଶ୍ୱର । ଦେଶର ସର୍ବୋତ୍ତମ ୨୦ ଶ୍ରେଷ୍ଠ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଛି ଏହି ମର୍ଯ୍ୟାଦାଜନକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ । ଇଣ୍ଡିଆ ଟୁଡେ ସର୍ଭେ- ୨୦୨୨…

ମେଡିକାଲରୁ ମୃତଦେହକୁ ହାତରେ ବୋହି ବୋହି ନେଲେ ସମ୍ପର୍କୀୟ

କୋରାପୁଟ: କୋରାପୁଟରେ ଦାନ ମାଝୀ ରିପିଟ୍ । କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକରେ ଦାନ ମାଝୀ ଘଟଣାର ପୁନରାବୃତ୍ତି ହୋଇଛି । ମେଡିକାଲରୁ ହାତରେ ଧରି ମୃତଦେହକୁ ନେଇଛନ୍ତି ସମ୍ପର୍କୀୟ । ପତେଣ୍ଡା ଗାଁର ୭୦ ବର୍ଷୀୟ  ବୁଦୁ ମାଝୀ ହଠାତ୍ ଅସୁସ୍ଥ ହେଇ ପଡ଼ିବାରୁ ଆଶା କିରଣ ମେଡିକାଲକୁ…

[ଦେଖନ୍ତୁ ଭିଡିଓ] ଆପୋଲୋ କ୍ୟାନସର ସେଣ୍ଟର ସହାୟତାରେ ପର୍ବତାରୋହଣରେ ସଫଳ ହେଲେ ୮ କ୍ୟାନସର ସର୍ଭାଇଭର

ଭୁବନେଶ୍ୱର: ଜୀବନର ଅନ୍ତ ନୁହେଁ କର୍କଟ । ଏ କଥାକୁ ପ୍ରମାଣିତ କରିଛନ୍ତି ପ୍ରିୟା । କ୍ୟାନସର ଆକ୍ରାନ୍ତ ସତ୍ତ୍ୱେ ପ୍ରିୟା ୧୧ ହଜାର ୮୩୦ ଫୁଟ୍ ଉଚ୍ଚ ପର୍ବତ ଚଢ଼ିଛନ୍ତି । ଆପୋଲୋ କ୍ୟାନସର ସେଣ୍ଟର ସହାୟତାରେ ପର୍ବତାରୋହଣରେ ସଫଳ ହୋଇଛନ୍ତି ପ୍ରିୟାଙ୍କ ଭଳି ୮ ଜଣ କ୍ୟାନସର ସର୍ଭାଇଭର ।…

ମୋର୍ଗାନ ଛାଡିବେ ଇଂଲଣ୍ଡ ଅଧିନାୟକ ପଦ

ଲଣ୍ଡନ: ଇଅନ ମୋର୍ଗାନ ଇଂଲଣ୍ଡର ଦିନିକିଆ ଏବଂ ଟି୨୦ କ୍ରିକେଟ ଦଳର ଅଧିନାୟକ ପଦ ଛାଡିବା ପାଇଁ ବିଚାର କରୁଛନ୍ତି । ଖରାବ ଫର୍ମ ଏବଂ ଫିଟନେସ ଯୋଗୁ ସେ ଏ ସମ୍ପର୍କରେ ଖୁବ ଶୀଘ୍ର ବିଧିବଦ୍ଧ ଭାବେ ଘୋଷଣା କରିପାରନ୍ତି । ଏପରିକି ସେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ସମ୍ପର୍କରେ ମଧ୍ୟ ନିଷ୍ପତି…

ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଲା ମାଲାୟଲମ ଅଭିନେତା ପ୍ରସାଦଙ୍କ ମୃତଦେହ

ଚେନ୍ନାଇ: ମାଲାୟଲମ ଫିଲ୍ମ ଦୁନିଆରେ ଲୋକପ୍ରିୟ କଳାକାର ଏନଡି ପ୍ରସାଦଙ୍କ ମୃତ ଦେହ କୋଚିରେ ଥିବା ତାଙ୍କ ବାସଭବନରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଛି । ପିଲାମାନେ ଏହା ଦେଖିବା ପରେ ପୋଲିସଙ୍କୁ ଖବର ଦେଇଥିଲେ । ପୋଲିସ ଆସି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପ୍ରସାଦ ଅନେକଗୁଡିଏ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧. ମହାରାଷ୍ଟ୍ର ରାଜନୀତିରେ ନୂଆମୋଡ ।ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ସୁପ୍ରିମକୋର୍ଟରୁ ମିଳିଛି ବଡ ଆଶ୍ଵସ୍ତି l ଅଯୋଗ୍ୟ ଘୋଷିତ ନୋଟିସ୍ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ୍ । ସର୍ବୋଚ୍ଚ ଅଦାଲତ, ନୋଟିସ୍ ଉପରେ ଜବାବ ଦେବା ପାଇଁ ଉପ-ବାଚସ୍ପତିଙ୍କୁ ଜୁଲାଇ ୧୧ ସୁଦ୍ଧା ସମୟ ଦେଇଛନ୍ତି…

[ଦେଖନ୍ତୁ ଭିଡିଓ] ରାଇଙ୍କ ମୃତ୍ୟୁ ଦୁଃଖରେ ଖାଦ୍ୟ ଛାଡ଼ି ଦେଲେଣି କୁନି ରାଇମୋହନ

ଯାଜପୁର: କୁନି ରାଇମୋହନ । ଭାବ ଭଙ୍ଗୀ ଆଉ ଡାଇଲଗ୍… ସବୁ ରାଇମୋହନଙ୍କ ଭଳି । ଚର୍ଚ୍ଚିତ ଖଳନାୟକ ରାଇମୋହନ ପରିଡ଼ା ଆଉ ନାହନ୍ତି, କିନ୍ତୁ ଛାଡ଼ି ଯାଇଛନ୍ତି ଛାପ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଚାଉଁତରା ଗାଁର ଗୌରାଙ୍ଗ ବାରିକ । ନିଜ ପ୍ରିୟ କଳାକାରଙ୍କ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି…

ଅଗ୍ନିବୀର ନିଯୁକ୍ତି: ୩ ଦିନରେ ୫୭ ହଜାର ଆବେଦନ

ନୂଆଦିଲ୍ଲୀ:ସରକାରଙ୍କ ଅଗ୍ନିବୀର ନିଯୁକ୍ତିକୁ ବିରୋଧ କରୁଥିବା ବିଭିନ୍ନ ଦଳକୁ ଆଜି ଶକ୍ତ ଧକ୍କା ଲାଗିଛି । ଭାରତୀୟ ବାୟୁସେନାର ରିପୋର୍ଟ ଅନୁସାରେ ୩ ଦିନ ମଧ୍ୟରେ ପାଖାପାଖି ୫୭୦୦୦ ଆବେଦନ ସେମାନଙ୍କ ପାଖରେ ପଂହଚି ସାରିଛି । ଜୁଲାଇ ୨୪ରେ ଏୟାରଫୋର୍ସର ପ୍ରଥମ ବ୍ୟାଚ ଭାବେ ଏହାର ଅନଲାଇନ…