Latest Odisha News

BREAKING NEWS

Yearly Archives

2022

ହେଲମେଟ୍ ନ ପିନ୍ଧି ଫାଇନ୍ ଦେଲେ ଗଣଶିକ୍ଷା ମନ୍ତ୍ରୀ, କ’ଣ ଶିଖିବେ ପିଲା ?

ବାଲେଶ୍ୱର: ସେ ମନ୍ତ୍ରୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି । ତାଙ୍କ ବିଭାଗ ଅଧୀନରେ ଓଡ଼ିଶାର ହଜାର ହଜାର ବିଦ୍ୟାଳୟ ରହିଥିବା ବେଳେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବି ରହିଛି । କିନ୍ତୁ ସେ ବେଫିକର । ନା ଆଇନ୍ ମାନୁଛନ୍ତି ନା ମାନିବା…

ସମୁଦ୍ରରେ ଲୀନ ହେବ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା!

ବ୍ରହ୍ମପୁର : ଜଳବାୟୁ ପରିବର୍ତ୍ତନ ଯୋଗୁ ଗଞ୍ଜାମ ଉପକୂଳରେ ସମୁଦ୍ର କୂଳ ଲଂଘିବାରେ ଲାଗିଛି। ଛତ୍ରପୁର, ରଙ୍ଗେଇଲୁଣ୍ଡା, ଗଞ୍ଜାମ ଏବଂ ଚିକିଟି ବ୍ଲକର କେତେକ ଅଞ୍ଚଳ ଧିରେଧିରେ ସମୁଦ୍ର ଗର୍ଭକୁ ଚାଲିଯାଉଛି । ଏଥିରେ ଯୋଡ଼ି ହେବାକୁ ଯାଉଛି ଛତ୍ରପୁର ବ୍ଲକରେ ଥିବା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ…

୨୦୨୧ ପାଇଁ ଗୌରହରି ଦାସ ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର’

ଭୁବନେଶ୍ୱର : ସୃଜନ ଓ ଅନୁସୃଜନ ଉଭୟରେ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ ଅନୁବାଦ ପୁସ୍ତକ 'ଛେଳି ଚରେଇବାର ଦିନ' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଗଳ୍ପ, ଉପନ୍ୟାସ, ନାଟକ ଓ ସ୍ତମ୍ଭ ଲେଖୁଥିବା ଲେଖକ ଶ୍ରୀ ଦାସ ଓଡ଼ିଆ…

[ଦେଖନ୍ତୁ ଭିଡିଓ] ବାଇକ ସିଟ୍ ତଳୁ ନାଗ ସାପ ଉଦ୍ଧାର

ଭୁବନେଶ୍ୱର : ପୁଣି ଗାଡି ଭିତରୁ ବାହାରିଲା ନାଗ ସାପ । ମୋଟର ସାଇକେଲ ସିଟ୍ ଭିତରେ ନାଗଟି ରହିଯାଇଥିବା ବେଳେ ବହୁ ସମୟ ସଂଘର୍ଷ ପରେ ଉଦ୍ଧାର ହୋଇଛି ନାଗ। ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ଉପକଣ୍ଠ ସତ୍ୟଭାମାପୁର ତଣ୍ଡିଲୋ ଗାଁରେ । ଗାଁର ଜଣେ ବ୍ୟକ୍ତି ନାଗାର୍ଜ୍ଜୁନ ରେଡ୍ଡୀ…

ଆସାମର ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ମହାରାଷ୍ଟ୍ର ବିଧାୟକଙ୍କ ଉପହାସ !

ଗୌହାଟି: ଆସାମ ବନ୍ୟାରେ ଭାସୁଛି, ମହାରାଷ୍ଟ୍ର ରାଜନୈତିକ କନ୍ଦଳକୁ ବି ଦେଖୁଛି । ବନ୍ୟାରେ ଆସାମର ୩୫ ଜିଲ୍ଲା ମଧ୍ୟରୁ ୨୮ ଜିଲ୍ଲାର ୩୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏପ୍ରିଲରୁ ଏବେ ଯାଏ ବନ୍ୟା ଓ ଭୂ-ସ୍ଖଳନରେ ୧୧୭ ଜଣଙ୍କ ଜୀବନ ଯାଇଛି । ସିଲଚରର ୮୦ ପ୍ରତିଶତରୁ ଅଧିକ ଲୋକ…

[ଦେଖନ୍ତୁ ଭିଡିଓ] ଅଶାନ୍ତ ହୋଇପଡ଼ିଛି ପୁରୀ ଶ୍ରୀକ୍ଷେତ୍ର: ବୋମା ମାଡ ସହ ଷ୍ଟେସନରୁ ଲଗେଜ୍ ସ୍କାନିଂ ବେଳେ ବିଡ଼ା ବିଡ଼ା…

ପୁରୀ :  ଅଶାନ୍ତ ହୋଇପଡ଼ିଛି ପୁରୀ ଶ୍ରୀକ୍ଷେତ୍ର । ଦିନକୁ ଦିନ ବଢୁଛି ଅପରାଧ ଆଉ ବଢୁଛି ଅପରାଧୀଙ୍କ ସଂଖ୍ୟା। ଏବେ ପୁଣି ଥରେ ପୁରୀରେ ବୋମାମାଡ ହୋଇଛି । ମୁକୁନ୍ଦ ମିଶ୍ର ନଗରରେ ବୋମାମାଡ଼ ହୋଇଛି ।  ବିଳମ୍ବିତ ରାତିରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କ ଘରକୁ ୨ ଦୁର୍ବୃତ୍ତ ବାଇକ ଆସି ବୋମାମାଡ଼…

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର : ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର :   ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ବାହାରିବ ମାଟ୍ରିକ୍ ପରୀକ୍ଷା ଫଳ । ସେଥିପାଇଁ ଯାହା ପ୍ରକ୍ରିୟ ରହିଛି ସେସବୁ ଶିଘ୍ର ସାରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ । ବୋର୍ଡ ପକ୍ଷରୁ ମାଟ୍ରିକ୍,…

କେବେ ଆସିବ KGF 3 ?

ଭୁବନେଶ୍ୱର: ରକିଂ ଷ୍ଟାର ୟଶଙ୍କ KGF ୨ ପରେ KGF ୩ କେବେ ଆସିବ ତାକୁ ପ୍ରଶଂସକ ଚାହିଁ ବସିଛନ୍ତି । KGF ୨ ଫିଲ୍ମର କାହାଣୀ ଏକ ପୁସ୍ତକରୁ ଆରମ୍ଭ ହୋଇଥିଲା । ସେହିଭଳି ଚ୍ୟାପ୍ଟର ୩କୁ ନେଇ ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍ କହିଛନ୍ତି, କେଜିଏଫ୍ ୩ ନିଶ୍ଚୟ ଆସିବ । ୟଶ, ସଞ୍ଜୟ ଦତ୍ତ, ରବିନା…

ପ୍ରାକୃତିକ ଚାଷ : ସାମ୍ପ୍ରତିକ ସମୟର ଆହ୍ୱାନ

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’  ଚାଷୀ ଓ ଚାଷର ସମ୍ପର୍କ କାହିଁ କେଉଁ କାଳରୁ ରହିଆସିଛି । ଭାରତୀୟ ସଭ୍ୟତାର କେନ୍ଦ୍ରବିନ୍ଦୁ ଚାଷ । ଚାଷ – ଏକ ବ୍ୟବସାୟ ନୁହେଁ ବରଂ ଏକ ସ୍ୱର୍ଗୀୟ ଅନୁଭବ । ପାରମ୍ପରିକ କୃଷିକୁ ଛାଡ଼ି ଏବର ସମାଜରେ ଆଧୁନିକତାର ସ୍ପର୍ଶ ଗାଁ…

ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ଫଳ ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଦାଶଙ୍କ ଅନୁସାରେ, ଜୁଲାଇ ପ୍ରଥମ ସପ୍ତାହରେ ପକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା…