Latest Odisha News

BREAKING NEWS

Yearly Archives

2022

ସକାଳର ଟପ୍ ନିଉଜ

ସକାଳର ଟପ୍ ନିଉଜ 25.06.2022 https://www.youtube.com/watch?v=LIRoQ51t33M (1) ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରଥମ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ । ଅନ୍ୟ…

ଦ୍ରୈାପଦୀ ବାନ୍ଧିଥିଲେ ରାକ୍ଷୀ ନବୀନ ରଖିଲେ ମାନ

ଭୁବନେଶ୍ବର: ମହାଭାରତରେ ଦ୍ରୈାପଦୀ ଏବଂ କୃଷ୍ଣଙ୍କ ସ୍ନେହର ସଂପର୍କ ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ । ତେବେ ଆଜିର ରାଜନୀତିରେ ମଧ୍ୟ ମହାଭାରତର ଏକ ଘଟଣାକୁ ଉଦାହରଣ ଭାବେ ନିଆଯାଇପାରେ । ମହାଭାରତରେ  ବର୍ଣ୍ଣନା ଅଛି ଦିନେ କୈାଣସି ଏକ ଅସମୟରେ ଦ୍ରୈାପଦୀ ଦିନେ ସଖା କୃଷ୍ଣଙ୍କ ହାତରେ ରାକ୍ଷୀ…

ଆହାର କେନ୍ଦ୍ର ସମୀକ୍ଷା କଲେ, ୫ଟଙ୍କିଆ ଭାତ ଡାଲମା ଖାଇଲେ ବିଇଏମସି କମିଶନର

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଥିବା ଆହାର କେନ୍ଦ୍ରଗୁଡ଼ିକରେ ଖାଦ୍ୟର ମାନ ଏବଂ ସଫେଇକୁ ନେଇ ପୂର୍ବରୁ ଅନେକ ଅଭିଯୋଗ ରହିଥିଲା । ଶୁକ୍ରବାର ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ ନିଜେ ଆହାର କେନ୍ଦ୍ରକୁ ଯାଇ ଭୋଜନ କରିବା ସହ ସମୀକ୍ଷା କରିଛନ୍ତି। ନୂଆ ବସଷ୍ଟାଣ୍ଡସ୍ଥିତ ‘ଆହାର’…

ନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନ

ଆମଷ୍ଟରଡମ୍‍ : ଓଡ଼ିଆ ସୋସିଓ କଲ୍‍ଚରାଲ୍‍ ଆସୋସିଏସନ୍‍, ନେଦରଲ୍ୟାଣ୍ଡସ (ଓସକାନ) ପକ୍ଷରୁ ରଜ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ନେଦରଲ୍ୟାଣ୍ଡସର ଉତ୍ତରେକ୍‍ଟ ନଗରର ସ୍ପିରିଟ୍‍ ଅଫ୍‍ ଇଣ୍ଡିଆ ସଭାଗୃହରେ ଆୟୋଜିତ ରଜ ମିଳନ-୨୦୨୨ ମହୋତ୍ସବରେ ଶତାଧୀକ ଓଡ଼ିଆ ପରିବାର…

ଭିଏଲ-ଏସଆର ସାମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର: ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟୀ (ଆଇଟିଆର) ଠାରେ ଭୂପୃଷ୍ଠରୁ ଆକାଶକୁ ମାଡ଼ କରାଯାଇପାରୁଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆର ସାମ୍)ର  ଉତକ୍ଷେପଣ କରାଯାଇଛି । ୨୪ ଜୁନ୍ ୨୦୨୨ରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ…

ଧରା ପଡିଲା ପାକିସ୍ତାନର ଆଉ ଏକ ମିଛ : ହଠାତ ବଂଚିଗଲେ ମୃତ ଆତଙ୍କବାଦୀ ସାଜିଦ ମୀର

ଲାହୋର: ପାକିସ୍ତାନର ଆଉ ଏକ ମିଛ ଆଜି ପୁନର୍ବାର ଧରା ପଡିଛି । ୨୬/୧୧ ମୁମ୍ବାଇ ଆକ୍ରମଣର ପ୍ରମୁଖ ଦୋଷୀ ମଧ୍ୟରେ ମୀର ରହିଥିଲା । ଆମେରିକାର ଏଫବିଆଇ ମୀରକୁ ମୋଷ୍ଟ ୱାଟେଂଡ ଆତଙ୍କବାଦୀ ଘୋଷଣା କରି ସାରିଛି । ମୁମ୍ବାଇ ବିସ୍ଫୋରଣରେ ୧୬୬ ଲୋକଙ୍କ ମୃତ୍ୟୁ ଘଟିଥିଲା । ୫ ମିଲିୟନ ଡଲାର…

୧୮ ବର୍ଷ ପରେ ଅର୍ଦ୍ଧ ଚନ୍ଦ୍ରାକୃତିରେ ଦେଖାଯିବେ ୫ ଗ୍ରହ

ନୂଆଦିଲ୍ଲୀ: ମହାକାଶରେ ଆଜି ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ୧୮ ବର୍ଷ ପରେ ଶୁକ୍ରବାର ରାତିରୁ ଅର୍ଦ୍ଧ ଚନ୍ଦ୍ରାକୃତିରେ ମହାକାଶରେ ଦେଖାଯିବେ ୫ ଗ୍ରହ । ଏହି ଗ୍ରହଗୁଡିକ ହେଲେ ବୁଧ, ଶୁକ୍ର, ମଙ୍ଗଳ, ବୃହଷ୍ପତି ଓ ଶନି । ୨୦୦୪ରେ ଶେଷଥର ଏହି ଗ୍ରହକୁ ଏକତ୍ର ଦେଖା ଯାଇ ପାରିଥିଲା ।…

ରାହୁଲ ନଥିଲେ; ଏସଏଫଆଇ ଛାତ୍ର ତାଙ୍କ ଅଫିସରେ ପଶି ଭଙ୍ଗାରୁଜା କଲେ

ତ୍ରିଭେନ୍ଦ୍ରମ: ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଫିସରେ ଭଙ୍ଗାରୁଜା ହୋଇଛି । ଏସଏଫଆଇ ଛାତ୍ର ସଂଗଠନର ସଦସ୍ୟ ମାନେ ଏକ ବିରୋଧ ପ୍ରଦର୍ଶନ କରିବାକୁ ଯାଇ ୱାଏନାଡ ସ୍ଥିତ ରାହୁଲଙ୍କ ଅଫିସକୁ ଜବରଦସ୍ତି ପଶିଥିଲେ । ତା ପରେ ଅଫିସ ଭିତରେ ପଶି ଭଙ୍ଗାରୁଜା କରିଥିଲେ । କେରଳ…

[ଦେଖନ୍ତୁ ଭିଡିଓ] ଓଡ଼ିଆ ଝିଅ ରାଷ୍ଟ୍ରପତି ହେବାକୁ ସହ୍ୟ କରିପାରୁନି କଂଗ୍ରେସ: ସମୀର ମହାନ୍ତି

ଭୁବନେଶ୍ୱର: ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବାସିନ୍ଦା ଦୀର୍ଘ ଦିନ ଧରି କଂଗ୍ରେସ ଦଳକୁ ଶାସନ କ୍ଷମତାରେ ବସାଇଥିଲେ । ଆଜି ଯେତେବେଳେ ଜଣେ ଓଡ଼ିଆ ଆଦିବାସୀ ଝିଅ ଦେଶ ସମ୍ବିଧାନର ସର୍ବୋଚ୍ଚ ପଦବୀରେ ଅଳଙ୍କୃତ ହୋଇ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି, ସେତେବେଳେ ସେହି ଓଡ଼ିଶା କଂଗ୍ରେସ ଦଳ…

ନିମନ୍ତ୍ରଣ କରିବା ସତ୍ୱେ ବରଯାତ୍ରୀରେ ନ ନେବାରୁ ମାନହାନୀ କେସ କଲେ ସାଙ୍ଗ

ହରିଦ୍ୱାର: ନିମନ୍ତ୍ରଣ କରିବା ସତ୍ୱେ ବରଯାତ୍ରୀରେ ନ ନେବାରୁ ଅପମାନ ମନେ କରି ବର ବିରୋଧରେ ତାଙ୍କ ସାଙ୍ଗ ୫୦ ଲକ୍ଷ ଟଙ୍କାର ମାନହାନୀ କେସ କରିଛି । ଯାହାକି ଏ ଅଂଚଳରେ ଚର୍ଚ୍ଚାର କାରଣ ସାଜିଛି । ଚନ୍ଦ୍ରଶେଖର ପକ୍ଷରୁ କେସ କରିଥିବା ଓକିଲ ଅରୁଣ ଭଦୌରିଆଙ୍କ ମତରେ ଏହା ଦ୍ୱାରା ମୋର କ୍ଲାଏଂଟ…