Latest Odisha News

BREAKING NEWS

Yearly Archives

2022

ଏତଲା ରଖିଲାନି ପୋଲିସ, ଲୋକସେବା ଭବନ ଆଗରେ ଫିନାଇଲ୍ ପିଇଲେ ବୃଦ୍ଧ

ଭୁବନେଶ୍ୱର: ଖୋଦ୍ ରାଜଧାନୀରେ ଲୋକଙ୍କ ଅଭିଯୋଗ ଶୁଣୁନି ପୋଲିସ । ଏକଥା ଆମେ କହୁନୁ, ବୁଧବାର ଅପରାହ୍ଣରେ ରାଜଧାନୀର ହାଇ ସିକ୍ୟୁରିଟି ଜୋନ୍ ଲୋକସେବା ଭବନ ଆଗରେ ଜଣେ ବୃଦ୍ଧ ଫିନାଇଲ୍ ପିଇବା ପ୍ରମାଣ କରିଛି । ବୟସ୍କ ନାଗରିକଙ୍କ ସୁରକ୍ଷା ଓ ସେମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦିଆ…

‘ବାର୍ଥ ଡେ ପାର୍ଟିରେ ଦୁଷ୍କର୍ମ ହୋଇନି, କେବଳ ଧମକାଇଥିଲେ ଓ ପିଟିଥିଲେ’

ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ପାତ୍ରସାହି ବସ୍ତିରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଟ୍ୱିଷ୍ଟ । ମହିଳାଙ୍କୁ ଗଣଦୁଷ୍କର୍ମ ହୋଇନି । ବାର୍ଥ ଡେ ପାର୍ଟିରେ ବିଳମ୍ୱିତ ରାତି ଯାଏଁ ଜୋର୍ ପାଟିତୁଣ୍ଡ କରିବାରୁ ବାରଣ କରିଥିଲେ ପୀଡ଼ିତା । ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ଘର ଭିତରକୁ ପଶି…

ସଚିନଙ୍କ ରାସ୍ତାରେ ଅର୍ଜୁନ: ପଦାର୍ପଣ ରଣଜୀ ମ୍ୟାଚରେ ଜୁନିୟର ତେନ୍ଦୁଲକରଙ୍କ ଶତକ

ମୁମ୍ବାଇ: ୧୯୮୮ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପଦାର୍ପଣ ରଣଜୀ ମ୍ୟାଚରେ ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ୩୪ ବର୍ଷ ପରେ ତାଙ୍କ ପୁଅ ଅର୍ଜୁନ ସମାନ ଶୈଳୀରେ କ୍ୟାରିୟରକୁ ଦିଗ ପ୍ରଦାନ କରିଛି । ଗୋଆ ପକ୍ଷରୁ ଖେଳୁଥିବା ୨୩ ବର୍ଷୀୟ ଅର୍ଜୁନ ରାଜସ୍ଥାନ…

ବଙ୍ଗୋପସାଗରରେ କାଲି ଲଘୁଚାପ, ୨ ଦିନ ପରେ ବଢ଼ିବ ଶୀତ

ଭୁବନେଶ୍ୱର: ଶୀତରେ ଆସୁଛି ଆଉ ଏକ ଲଘୁଚାପ । ରାଜ୍ୟରେ ଶୁଖିଲା ପାଗ ଲାଗି ରହିଥିବା ବେଳେ ଆସନ୍ତାକାଲି ୧୫ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇପାରେ ଆଉ ଏକ ଲଘୁଚାପ । ଏବେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପାଣିପାଗ ବିଭାଗର ଆକଳନ…

ଆନନ୍ଦ ଟପୋ ହତ୍ୟା ମାମଲା: ଥାନାରେ ହାଜର ହେଲେ ବୀରେନ୍ଦ୍ରଙ୍କ ବାନ୍ଧବୀ

ଭୁବନେଶ୍ଠର:  ଆନନ୍ଦ ଟପୋ ମୃତ୍ୟୁ  ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ଲାଗି ପଡ଼ିଛି ଇନଫୋସିଟି ଥାନା ପୋଲିସ। ଆଜି ଥାନାରେ  ହାଜର ହୋଇଛନ୍ତି ବୀରେନ୍ଦ୍ର ଲାକ୍ରାଙ୍କ ବାନ୍ଧବୀ  ମନ୍‌ଜିତ୍ ଟେଟେ। ତାଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲା ଇନଫୋସିଟି ପୋଲିସ ।  ଥାନାରେ ପହଞ୍ଚିବା ପରେ…

ଟ୍ରାକକୁ ଫେରୁଛି ଦେଶର ଅର୍ଥନୀତି: ପାଇକାରୀ ମୁଦ୍ରାସ୍ଫୀତି ୫.୮୫%କୁ ଖସିଲା

ନୂଆଦିଲ୍ଲୀ : ଭାରତରେ ହୋଲସୋଲ୍ ଇନଫ୍ଲେସନ୍ (WPI) ବା ପାଇକରୀ ମୁଦ୍ରାସ୍ଫୀତି ନଭେମ୍ୱରରେ କମିଛି । ଅକ୍ଟୋବରରେ WPI ୮.୩୯% ଥିବାବେଳେ ନଭେମ୍ୱରରେ ଏହା ୫.୮୫%କୁ ଖସିଛି । ଯାହା ୨୧ ମାସର ସର୍ବନିମ୍ନ ସ୍ତର । ଗତବର୍ଷ ନଭେମ୍ୱର ମାସରେ WPI ୧୪.୮୭ ଥିଲା । ୨୦୨୨ରେ ଖାଦ୍ୟସାମଗ୍ରୀ, ଧାତବ,…

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା, ଇଡିରେ ହାଜର ହେଲେ ଆକାଶ ପାଠକ

ଭୁବନେଶ୍ୱର: ଇଡିରେ ହାଜର ହେଲେ ଆକାଶ ପାଠକ । ବହିଷ୍କୃତ IFS ଅଭୟକାନ୍ତ ପାଠକଙ୍କ ପୁଅ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜ ହୋଇଛନ୍ତି । ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଠକେଇ ମାମଲାରେ ଇଡିରେ ହାଜର ହୋଇଛନ୍ତି ଆକାଶ ପାଠକ । ଅଭିଯୋଗ ଅନୁସାରେ, ଟାଟା ମୋଟର୍ସ ପାସେଞ୍ଜର…

ଭୋକ ବିକଳରେ ରୁଟି ମାଗିବାକୁ ଯାଇଥିଲେ, ହେଲେ ଗଣଦୁଷ୍କର୍ମର ଶିକାର

ସତାନା(ମଧ୍ୟପ୍ରଦେଶ): ଭୋକ ବିକଳରେ ରୁଟି ଖଣ୍ଡେ ମାଗିଥିଲା । ରୁଟି ତ ମିଳିଲା, ହେଲେ ପିଶାଚଙ୍କ ହାବୁଡରେ ପଡିଗଲା ନିରୀହ ଝିଅଟି । ଗଣବଳାତ୍କାରର ଶିକାର ହେଲା । କେତେ ନୃଶଂସତାର କଥା ସତରେ ! ମାନବିକତା ପ୍ରତି କେତେ ବଡ ଅପମାନ  ! ଏମିତି ଏକ ହୃଦୟଥରା ଘଟଣା ସମ୍ନାକୁ ଆସିଛି ମଧ୍ୟପ୍ରଦେଶର…

ନକଲି ଔଷଧ, ୬ ଜିଲ୍ଲାରେ ରୁଜୁ ହେଲା ୧୨ ମାମଲା

ଭୁବନେଶ୍ୱର: ଦେହ ଭଲ ହେବା ପାଇଁ ଆପଣ ଖାଉଥିବା ଔଷଧ ନକଲି । ଗଳିକନ୍ଦି ସହର ବଜାର ରାଜ୍ୟର ସବୁଠି ଏହି ନକଲି ଔଷଧ ବିକ୍ରି ହେଉଛି । ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ଭଳି ରାଜ୍ୟର ପ୍ରାୟ ଜିଲ୍ଲାରେ ନକଲି ଔଷଧ କ୍ଲାଭାମ-୬୨୫ ବେଧଡ଼କ ଭାବେ ବିକ୍ରି ହେଉଛି । ରାଜ୍ୟ ବାହାରୁ ଆସୁଥବା ଏହି ନକଲି…

ବଢିଲା ଶ୍ରଦ୍ଧାଞ୍ଜଳିଙ୍କ ଅଡ଼ୁଆ; ମିଳିବନି ଅନ୍ତରୀଣ ସୁରକ୍ଷା

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ପାଇଁ ବଢିଲା ଅଡ଼ୁଆ ।  ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା। ଶ୍ରଦ୍ଧାଞ୍ଜଳିଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ପାଇଁ ସିଧା ସିଧା ମନା କରି ଦେଇଛନ୍ତି ହାଇକୋର୍ଟ।  ଅନ୍ୟପକ୍ଷେ  …