Latest Odisha News

BREAKING NEWS

Yearly Archives

2022

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୯୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ପ୍ରସନ୍ନତା ପାଇଁ ପ୍ରତ୍ୟେକ ବ୍ୟକ୍ତି ସଂସାରର ଆସକ୍ତି ବା ମୋହ, ରାଗ,ତଥା ଆକର୍ଷଣ (ସାଂସାରିକ ବନ୍ଧନ )ରହିତ ହୋଇ ନିଜର ଶରୀର, ଇନ୍ଦ୍ରିୟ, ମନ ଓ…

ଭାଷା ଭାଗବତ : ସ୍ବଭାଷା ଶିକ୍ଷା ଧାରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୪  ପ୍ରଥମେ ଧ୍ବନି ଉଚ୍ଚାରଣ କରି ଶିଖଂତି ଶିଶୁଗଣ ତା'ପରେ ଅକ୍ଷର ଲିଖନ ଆକାର, ରୂପ, ରଂଗ ଭିନ୍ନ ବଦଳେନାହିଁ ଉଚ୍ଚାରଣ ରଂଗ, ରଙ୍ଗ ନୁହଂତି ଭିନ୍ନ ସହଜେ ବୁଝେ ଶିଶୁ ମନ ତର୍କ କରଂତି ବିଜ୍ଞଗଣ ପାଠଶାଳା ଯେ ଯାଇନାହିଁ…

ପ୍ରଦୀପ୍ତ ମହାପାତ୍ରଙ୍କୁ କେନ୍ଦ୍ରୀୟ ଏମପାନେଲମେଣ୍ଟ

ଭୁବନେଶ୍ୱର: କେନ୍ଦ୍ରୀୟ କ୍ୟାବିନେଟ ନିଯୁକ୍ତି କମିଟି ବରିଷ୍ଠ ଆଇଏସ ଅଫିସର ପ୍ରଦୀପ୍ତ ମହାପାତ୍ରଙ୍କ ଏମପାନେଲମେଣ୍ଟକୁ ସ୍ୱୀକୃତି ଦେଇଛି । ତାଙ୍କ ସହ ବିହାର ଏବଂ ଉତ୍ତରାଖଣ୍ଡର ୪ଜଣ ଆଇଏସ ଅଫିସରଙ୍କ ମଧ୍ୟ ଏମପାନେଲମେଣ୍ଟ ହୋଇଛି। ୧୯୮୮ ବ୍ୟାଚ୍ ଆଇଏସ ଅଫିସର ପ୍ରଦୀପ୍ତଙ୍କୁ ଅତିରିକ୍ତ…

କୁଢ଼ କୁଢ଼ ଅଖାଦ୍ୟ, ଅଳିଆ

ସଜ ସଜ ଶେଷ ହୋଇଛି ସାବିତ୍ରୀ ବ୍ରତ । ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଫଳ ବଜାରରେ ଅସମ୍ଭବ ଦର ବୃଦ୍ଧି ଘଟିଥିଲା । ଫଳ ବଜାରରେ ଦରବୃଦ୍ଧିକୁ ନେଇ ଏଯାଏଁ କୌଣସି ବି କର୍ତ୍ତୃପକ୍ଷ ନିୟନ୍ତ୍ରଣ କରିବା ପାଇଁ ଆଗେଇ ଆସିନାହାନ୍ତି । ଯାହା ମୁହଁରୁ ଯାହା ବାହାରିଲା ତାହା ହିଁ ଦର । କିନ୍ତୁ ଏଇଠି…

ବାରବାଟୀ ଟି୨୦: ସର୍ଭର କ୍ରାଶ ପରେ ବିକ୍ରି ହେଲା ୫୦୦୦ ଅନଲାଇନ ଟିକେଟ, ଓସିଏର ପ୍ରସ୍ତୁତି ବୈଠକ

କଟକ: ବାରବାଟୀରେ ଜୁନ ୧୨ରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି୨୦ । ଏଥିନେଇ ଦର୍ଶକଙ୍କ ଉତ୍କଣ୍ଠା ଦିନକୁ ଦିନ ବଢ଼ିବାରେ ଲାଗିଛି । ବୁଧବାର ୧୧ଟା ବେଳେ ଅନଲାଇନ ଟିକେଟ ବୁକିଂ ଆରମ୍ଭ ହୋଇଥିଲା । ମାତ୍ରାଧିକ ବ୍ୟକ୍ତି ଏହାକୁ ବ୍ୟବହାର କରିବା ଯୋଗୁ ସର୍ଭର କ୍ରାଶ ହୋଇ ଯାଇଥିଲା ।…

ଶିକ୍ଷା କ୍ଷେତ୍ରରେ ବିଜୟ ସାହୁଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଆଖିରେ ଥିବା ଚମକ, କୌତୁହଳ ଓ ମନର ଆଶା କେବେ ମଉଳିବା ଉଚିତ୍ ନୁହେଁ । ଶିକ୍ଷା ମାଧ୍ୟମରେ ସ୍ବର୍ଗକୁ ପୃଥିବୀ ପୃଷ୍ଠକୁ ଅଣାଯାଇ ପାରିବ। ଜୀବନରେ ସଫଳତାର ଶୀର୍ଷକୁ ଛୁଇଁ ହେବ ବୋଲି ବୁଧବାର ସାଇ ଇଣ୍ଟରନ୍ୟାସନାଲ୍ର ପ୍ରତିଷ୍ଠାାତା ଚେୟାରମ୍ୟାନ୍ ଦିବଙ୍ଗତ ଡ.…

ରୁବେଲା ଭାଇରସ ଅଛି କହି ଭାରତ ପଠାଇଥିବା ଗହମ ଫେରାଇ ଦେଲା ତୁର୍କୀ

ନୂଆଦିଲ୍ଲୀ: ରୁଷୁିଆ-ୟୁକ୍ରେନ ଯୁଦ୍ଧ ବେଳେ ତୁର୍କୀ ଏକ ପ୍ରକାର ଖାଦ୍ୟ ସଙ୍କଟରେ ପଡିଛି । ଏହା ଦେଖି ଭାରତ ୨୯ମେରୁ ତୁର୍କୀକୁ ଗହମ ପଠାଇଥିଲା । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏଥିରେ ରୁବେଲା ଭାଇରସ ଅଛି ବୋଲି କହି ଭାରତ ଗହମ ଫେରାଇଦେଇଛି । ତୁର୍କୀ ରାଷ୍ଟ୍ରପତି ରେଚପେ ତୈୟାବ…

ଘାଟୀରେ ଟାର୍ଗେଟ କିଲିଂ ପରେ ସରକାର ନେଲେ କଡା ପଦକ୍ଷେପ

ନୂଆଦିଲ୍ଲୀ: ଜମ୍ମୁ ଏବଂ କଶ୍ମୀରରେ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ କରିବାରେ ଲାଗିଛନ୍ତି । ଏହି ଘଟଣା ବଢ଼ିବା ଯୋଗୁ ଜମ୍ମୁ-କଶ୍ମୀର ସରକାର ବୁଧବାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । କଶ୍ମୀରରେ ନିଯୁକ୍ତି ପାଇଥିବା ହିନ୍ଦୁ ଏବଂ ଅଳ୍ପ ସଂଖ୍ୟକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ପଠାଇବା…

ଓମାନ ଆଉ କୁଏତରେ ରିଲିଜ୍ ହେଇପାରିବନି ପୃଥ୍ୱୀରାଜ

ଭୁବନେଶ୍ୱର: ଅକ୍ଷୟ କୁମାର ଓ ମାନୁଷୀ ଚିଲ୍ଲର ଅଭିନୀତ ଫିଲ୍ମ ‘ପୃଥ୍ୱୀରାଜ’ ଓମାନ ଏବଂ କୁଏତରେ ରିଲିଜ ହୋଇପାରିବନି । ଏହି ଦୁଇ ଦେଶ ଇତିହାସକୁ ନିଖୁଣ ଭାବେ ପ୍ରଦର୍ଶନ କରୁଥିବା ଫିଲ୍ମକୁ ତାଙ୍କ ଦେଶରେ ରିଲିଜ୍ କରିବେନି । ପୂର୍ଣ୍ଣ ଭାବେ ଖବର ଆସିନଥିଲେ ମଧ୍ୟ ହାଲୁକା ସୂଚନା ମିଳିଛି ।…

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ମଞ୍ଜୁର କରିବାକୁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ସୁପରିଚାଳନା ପାଇଁ ଓଡିଶା ସରକାର ଦେଇଥିବା ଶ୍ରୀ ଲିଙ୍ଗରାଜ ମନ୍ଦିର ଚିଠା ଅଧ୍ୟାଦେଶ- ୨୦୨୦ କୁ ମଞ୍ଜୁର ପାଇଁ ରାଜ୍ୟ ସରକାର, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦ୍ର ସ୍ୱରାଷ୍ଟ୍ର…