କମାଲ କଲାଣି କମଳା ହାସନଙ୍କ ବିକ୍ରମ: ରିଲିଜ ପୂର୍ବରୁ ୨୦୪ କୋଟି ଆୟ
ମାଡ୍ରାସ: ବଲିଉଡରେ ଫିଲ୍ମଗୁଡିକ ଆଶାନୁରୂପ ସଫଳତା ହାସଲ କରିପାରୁ ନ ଥିବା ବେଳେ ଦକ୍ଷିଣ ଭାରତୀୟ ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିବାରେ ଲାଗିଛି । ବାହୁବଳୀ, ଆରଆରଆର, ପୁଷ୍ପା ଓ କେଜିଏଫ ପରେ ଏବେ ରିଲିଜ ହେବାକୁ ଯାଉଛି କମଳା ହାସନ ଓ ବିଜୟ ସେତୁପତିଙ୍କ ବିକ୍ରମ । ଏହି ଫିଲ୍ମର ବଜେଟ…