Latest Odisha News

BREAKING NEWS

Yearly Archives

2022

ଆଜିଠୁ ବର୍ଷା: ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

 ଭୁବନେଶ୍ୱର : ତାତିରୁ ମିଳିବ ଆଶ୍ୱସ୍ତି । ଆଜିଠୁ ୩ ଦିନ ଯାଏଁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଆଜି ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୩ ଜିଲ୍ଲାକୁ ୟେଲୋ ଓ଼୍ବାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର,…

କୂଅ ଭିତରୁ ୫ ମୃତ ଦେହ ଉଦ୍ଧାର, ମୃତକଙ୍କ ମଧ୍ୟରେ ୩ ଭଉଣୀ ଓ ଦୁଇ ଛୋଟ ଛୁଆ

ଜୟପୁର:ଗୋଟିଏ କୂଅରୁ ୩ ଭଉଣୀ ଓ ୨ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ତିନି ଜଣ ମହିଳା ସମ୍ପର୍କରେ ଭଉଣୀ । ଗୋଟିଏ ଘରୁ ତିନି ଜଣ ବିବାହ କରିଥିଲେ। ସ୍ୱାମୀଙ୍କ ଦ୍ୱାରା ନିର୍ଯାତନାର ଶିକାର ଏବଂ ଯୌତୁକ ପାଇଁ ଏହି ତିନି ମହିଳା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୮୭  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ଗାଥା "ଗଜ ଉଦ୍ଧାରଣ "ର ତାତ୍ୱିକ ଆଲୋଚନା କରୁ କରୁ ପ୍ରସଙ୍ଗଟି ଏକ ରୋଚକ ସ୍ଥିତିରେ ପହଁଞ୍ଚିଛି। ଉଭୟ ଭାଗବତ ଓ ବାମନ ପୁରାଣର ବର୍ଣ୍ଣନା…

ଭାଷା ଭାଗବତ : ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସାୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୦  କେବଳ ଧନାର୍ଜନ ପାଇଁ ସିଧାକୁ ବଂକା ଯେ କରଇ ସରଳ ବିଷୟ ଜଟିଳ ଅଟେ ତା'ର ବେପାରୀ ଖେଳ ତାହାର ମନେ ଥାଏ ଶଂକା ହୁଏତ କେବେ ବା ଅବିକା ଧରାପଡ଼ିଲେ ତା'ର ଖେଳ ସରଳ ହୋଇବ ସରଳ ଯାହାର ଅଟେ ଯାହା ପେସା ତହିଁରୁ ଟଂକା ଓ…

କବିତା : ଶବ୍ଦ ମାଧୁର୍ଯ୍ୟ

ଗାୟତ୍ରୀ ମିଶ୍ର  ସଙ୍ଗୀତମୟ ଏ ପ୍ରକୃତି ରାଣୀଟି ଶୁଭେ ଚଉଦିଗେ ଗୀତ, ସଙ୍ଗୀତ ନିନାଦେ ଶବ୍ଦାୟିତ ଧରା ପ୍ରତି ନିନାଦରେ ଛନ୍ଦ । ପ୍ରଭାତେ କୁକ୍କୁଟ ମାରଇ କୁହାଟ ଉଷା ସ୍ଵାଗତେ ବିଭୋର, କୋକିଳର କୁହୁ ପଞ୍ଚମ ତାନରେ ଆମ୍ର ଡାଳେ ମିଠା ସ୍ୱର । ବୁଲବୁଲ ଗାଏ ମନ ମତାଣିଆ…

ଶିଶୁ ଗଳ୍ପ : ବାଇଚଢ଼େଇରେ…ବାଇଚଢ଼େଇ

କୁଞ୍ଜ ବିହାରୀ ସାହୁ ଅଢ଼େଇଗୁଣ୍ଡି ଗାଁ ଭିତରକୁ ଯାଉ ଯାଉ ଦିଶିଯାଉଛି ଧାଡ଼ି ଧାଡ଼ି ତାଳଗଛ । ସେହି ତାଳଗଛରେ ବାଇଚଢ଼େଇ ବସାଟିଏ କରିଛି । ତଳକୁ ଝୁଲିରହିଛି ବସାଟି । ଯିଏ ଯାଉଛି ଘଡ଼ିଏ ଅନେଇ ରହୁଛି । ଅଦିନିଆ ପବନ ବୋହିଗଲା ଦିନେ । ଖରାଦିନିଆ ମେଘ ପବନ । ଡରିଗଲା ଚଢ଼େଇଟି । ତା' ବସା…

ଅନୁବାଦ ଗଳ୍ପ : କଳେ ପାଣି, କଳେ ରକ୍ତ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୬  ମୂଳ ମରାଠୀ : ଏନ ଜି ଗୋରେ ଆକାଶରେ କେଉଁଠି ଚାଖଣ୍ଡେ ହେଲେ ବାଦଲ ଦିଶୁ ନ ଥିଲା । ଚାରିଆଡ଼ ବେଶ୍‍ ଉଜ୍ଜ୍ୱଳ ଲାଗୁଥିଲ । ବାହାରେ ଅସମ୍ଭବ ଖରା, ଯେତିକି ତେଜ ସେତିକି ଅସହ୍ୟ । ଗୁଳୁଗୁଳି ବି ତା’ ଠାରୁ ବଳି ଯନ୍ତ୍ରଣାଦାୟକ । ପାଦ…

ଋତୁସ୍ରାବ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ଋତୁସ୍ରାବ ସ୍ୱଚ୍ଛତା ଦିବସ ଅବସରରେ ଚନ୍ଦ୍ରଶେଖରପୁରସ୍ଥିତ ନୀଳମାଧବ ବସ୍ତିରେ ବିଚାର ଭାରତୀ ଟ୍ରଷ୍ଟ ଓ ମାଧ୍ୟମ ଫାଉଣ୍ଡେସନର ମିଳିତ ସହଯୋଗରେ ଋତୁସ୍ରାବ ସ୍ୱଚ୍ଛତା ଜନିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମହିଳାଙ୍କ ପାଇଁ ଋତୁସ୍ରାବ ଏକ ବ୍ୟାଧି ବା ଅଭିଶାପ…

ବିଧାୟକ ରହିବେ ବୋଲି ରାଜଧାନୀରେ ଚାଲିଛି ଗଛ କଟା

ଭୁବନେଶ୍ୱର: ଗଛ ଆମ ଜୀବନ । ଗଛ ଲଗାଇ ଆମେ ପରିବେଶକୁ ସୁରକ୍ଷିତ ରଖିପାରିବା । ଏପରି ଅନେକ ନାରା ପ୍ରଦୂଷଣକୁ କମ କରିବା ପାଇଁ ଏବଂ ପରିବେଶକୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ଦିଅନ୍ତି । ହେଲେ ବାସ୍ତବ କ୍ଷେତ୍ରରେ ଏହା କିନ୍ତୁ ଭିନ୍ନ । ବିଧାୟକଙ୍କ ପାଇଁ ଘର ତିଆରି ହେବ । ଏଥିପାଇଁ…

ଫାଟିଗଲା ବ୍ୟାଟେରୀ, ଜଳିଗଲା ତିନୋଟି ବ୍ୟାଟେରୀ ଚାଳିତ ବାଇକ

ଯାଜପୁର (ହିମାଂଶୁ କୁମାର ପାଢ଼ୀ): ଚାର୍ଜ ବେଳେ ଫାଟିଲା ବ୍ୟାଟେରୀ ବାଇକର ବ୍ୟାଟେରୀ। ଯାଜପୁର ଲଳିତେଶ୍ୱର ନଗରରେ ଥିବା ଏକ ସୋ ରୁମରେ ଏହି ଅଘଟଣ ଘଟିଛି। ଗାଡି ବ୍ୟାଟେରୀ ଚାର୍ଜ ହେଉଥିବା ସମୟରେ ହଠାତ ଏକ ବ୍ୟାଟେରୀ ବିସ୍ପୋରଣ ହୋଇଥିଲା। ଫଳରେ ନିଆଁ ପୁରା ସୋ ରୁମକୁ ବ୍ୟାପିଥିଲା। ଏଥିରେ…