Latest Odisha News

BREAKING NEWS

Yearly Archives

2022

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଜୁନ୍ ୧୩ ତାରିଖରେ ହେବ ଉପ-ନିର୍ବାଚନ

ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଧାନସଭା ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ଜୁନ୍ ୨ଯାଏଁ ଚାଲିବ ନାମାଙ୍କ ଦାଖଲ ପ୍ରକ୍ରିୟା । ଜୁନ୍ ୩ ତାରିଖରେ ହେବ ଯାଞ୍ଚ । ଜୁନ ୬ ତାରିଖ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ଦିନ…

ସିଦ୍ଧୁ ଜେଲରେ କରିବେ କିରାଣୀ କାମ, ୩ ମାସ ମାଗଣାରେ ଖଟିବେ

ଓଡ଼ିଶା ସମ୍ବାଦ ବ୍ୟୁରୋ: କ୍ରିକେଟର, କମେଣ୍ଟେଟର, ସାଂସଦ ପରେ ଏବେ ଜେଲରେ କ୍ଲର୍କ କାମ କରିବେ ବରିଷ୍ଠ କଂଗ୍ରେସ ନେତା ନଭଜୋତ ସିଂହ ସିଦ୍ଧୁ । ୧୯୮୮ ରୋଡରେଜ୍ ମାମଲାରେ ସେ ବର୍ଷେ ଜେଲରେ ରହିବେ । ପଟିଆଲା ଜେଲରେ ରହୁଛନ୍ତି ସିଦ୍ଧୁ । ସେଠାରେ ତାଙ୍କୁ କ୍ଲର୍କ କାମ ଦିଆଯାଇଛି । ସିଦ୍ଧୁଙ୍କ…

ଲାଲବାହିନୀର ଲଙ୍କାକାଣ୍ଡ: ଜାଳିଦେଲେ ଟ୍ରାକ୍ଟର, ଜେସିବି ମେସିନ୍

ଭବାନୀପାଟଣା: ପୁଣି ମାତିଲେ ମାଓବାଦୀ । ରାସ୍ତାକାମକୁ ବିରୋଧ କରି ଲଙ୍କାକାଣ୍ଡ ଘଟାଇଛନ୍ତି । ଜାଳି ଦେଲେ ରାସ୍ତାକାମରେ ନିୟୋଜିତ ଟ୍ରାକ୍ଟର, ଜେସିବି ମେସିନ୍ ଓ ଟିପର୍ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସାନ ପିପିଲି ଗାଁରେ ଏଭଳି ଲଙ୍କାକାଣ୍ଡ କରିଛନ୍ତି ମାଓବାଦୀ ।…

ପ୍ରେମିକା ଘରେ ପ୍ରେମିକ ଆତ୍ମହତ୍ୟା କରିଥିବା ଅଭିଯୋଗ

ବ୍ରହ୍ମଗିରି(ପୁରୀ): ପ୍ରେମିକା ଘରେ ପଶି ପ୍ରେମିକ ଆତ୍ମହତ୍ୟା କରିଥିବା ଅଭିଯୋଗ । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ପୁରୀ ଜିଲ୍ଲା ବ୍ରହ୍ମଗିରି ସାହୁପଡ଼ା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଗାଁର ସୂର୍ଯ୍ୟକାନ୍ତ ବିଶ୍ୱାଳ । ଏହା ଆତ୍ମହତ୍ୟା ନାଁ ହତ୍ୟା ଏଯାଏ…

ଜଳିଗଲା ୯ ବଖରା, ଲକ୍ଷାଧିକ ଟଙ୍କାର ଆସବାବପତ୍ର ପାଉଁଶ

ଭଦ୍ରକ: ରାତିରେ ଘରେ ଲାଗିଲା ନିଆଁ । ଜଳିଗଲା ୯ବଖରା ଘର । ଭଦ୍ରକ ଜିଲ୍ଲା ସାହାଡ଼ା ପଞ୍ଚାୟତ ସମିଆ ସାହାଡ଼ା ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଛି । ଏଥିରେ ଧାନ, ଚାଉଳ ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ପାଉଁଶ ହୋଇ ଯାଇଛି । ରାତିରେ ସମସ୍ତେ ଶୋଇଥିବା…

ପରପାରିରେ ଗାଳ୍ପିକ ଅରବିନ୍ଦ ପଟନାୟକ

ଭୁବନେଶ୍ୱର : ବିଶିଷ୍ଟ ଗାଳ୍ପିକ ଅରବିନ୍ଦ ପଟନାୟକଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସ୍ୱର୍ଗତଃ ପଟନାୟକ ଜଣେ…

ଅନୁବାଦ କବିତା : ଅସହାୟ କବି

ମୂଳ ରଚନା : ଚେଜଲୋ ମିଲସ୍  ଗୀତ ଗାଇବା ହିଁ ଗତିର ପ୍ରଥମ ଚିହ୍ନ ଯେଉଁ ମୁକ୍ତ କଣ୍ଠ ପାହାଡ଼ ଓ ଉପତ୍ୟକା ଭରିଦିଏ, ଆନନ୍ଦ ଓ ଉଲ୍ଲାସ ହିଁ ପ୍ରଥମ ସ୍ପନ୍ଦନ କିନ୍ତୁ, ତାହା ଅକସ୍ମାତ କାଢ଼ି ନିଆ ହୁଏ। ଏବେ କିନ୍ତୁ ଏତେ ବର୍ଷ ପରେ ରୂପାନ୍ତର ହୋଇ ସାରିଛି ରକ୍ତରେ ମୋର ଶତ ସହସ୍ର…

ଭାଷା ଭାଗବତ : ବାଣୀ ବ୍ୟବସାୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୭  ବହି ପଢ଼ି ଲେଖିଲେ ବହି ପୁନର୍ଲିଖନ ବୋଲି କହି ପାଠକେ ଯାଆଂତି ଏଡ଼ାଇ ନୂତନ କିଛି ମିଳେନାହିଁ ବହିରେ ବର୍ଣିତ ଘଟନା ପୁନଶ୍ଚ କରିଲେ ରଚନା ଶବ୍ଦର ଅଦଳ ବଦଳ ପାଏନି ସର୍ଜନାର ବଳ ଗ୍ରଂଥରୁ ଗ୍ରଂଥ ହେଲେ ଜାତ ଭାଷା ହୁଏନି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୮୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ବର୍ଣ୍ଣନା କରିବାକୁ ଯାଇ ଭକ୍ତଟିଏ ତାଙ୍କୁ ପ୍ରହ୍ଲାଦ ରକ୍ଷାକାରି, ରାବଣlରୀ, କଂସାରୀ, ଅଘ -ତମ ନାଶକାରି ତଥା ତାରଣ -ମାରଣ କାରି ଓ…

ପ୍ଲାଷ୍ଟିକ ବାଲଟିର ଦାମ ୩୫ ହଜାର ଟଙ୍କା, କେଉଁଠି ମିଳୁଛି ?

ଭୁବନେଶ୍ୱର: ବାଲଟିର ଦାମ ୩୫ ହଜାର ଟଙ୍କା । ଏହାର ରଙ୍ଗ ଗୋଲାପି ରହିଛି। ଏହା ଆମାଜନ ଡଟ୍ କମରେ ବିକ୍ରି ହେଉଛି। ସବୁଠୁ ବଡ କଥା ହେଲା ମୋବାଇଲ, ଟାବେଲଟ ଆଦି ଛୋଟ ଛୋଟ ଜିନିଷ ପାଇଁ ଯେମିତି ଇଏମଆଇ ସୁବିଧା ରହିଥାଏ ସେହିପରି ଏହି ବାଲଟି ପାଇଁ ମଧ୍ୟ ଇଏମଆଇ ବ୍ୟବସ୍ଥା ରହିଛି।…