Latest Odisha News

BREAKING NEWS

Yearly Archives

2022

ଜେଲରେ ନବଜୋତ ସିଂହ ସିଦ୍ଧୁ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜେଲରେ ଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଅସୁସ୍ଥ । ପଟିଆଲା ସେଣ୍ଟ୍ରାଲ୍ ଜେଲର ୧୦ ନମ୍ବର ବାରାକରେ ସେ ରହୁଥିଲେ । ୧୯୮୮ ରୋଡରେଜ୍ ମାମଲାରେ ତାଙ୍କୁ ସୁପ୍ରିମକୋର୍ଟ ବର୍ଷେ ଜେଲ ଦଣ୍ଡାଦେଶ ଦେବା ପରେ ଦୁଇ ଦିନ ହେବ ଜେଲରେ ରହୁଥିଲେ । ଅଚାନକ ଅସୁସ୍ଥତା…

ମଙ୍କିପକ୍ସ ହେଲେ ୨୧ ଦିନ କ୍ୱାରେଣ୍ଟିନ୍ ବାଧ୍ୟତାମୂଳକ

ଓଡ଼ିଶା ସମ୍ବାଦ ବ୍ୟୁରୋ: କରୋନା ପ୍ରକୋପ ଥମି ନଥିବା ବେଳେ ସାରା ବିଶ୍ୱକୁ ଛାନିଆ କଲାଣି ମଙ୍କିପକ୍ସ ଭାଇରସ୍ । ଏଯାଏ ୧୪ ଦେଶରୁ ମଙ୍କିପକ୍ସ କେସ୍ ବାହାରିଲାଣି । ପ୍ରଥମ ଦେଶ ଭାବରେ ବେଲଜିୟମରେ ଲାଗୁ ହୋଇଛି ମଙ୍କିପକ୍ସ କ୍ୱାରେଣ୍ଟିନ୍ । ସେଠାରେ ମଙ୍କିପକ୍ସ ଆକ୍ରାନ୍ତଙ୍କୁ ୨୧ ଦିନ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟିରେ ଗେମ୍ ଚେଞ୍ଜର ହେବେ ଉମରାନ୍ ମଲ୍ଲିକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ସିରିଜ ପାଇଁ ଯୁବ ଓ ଅଭିଜ୍ଞଙ୍କୁ ନେଇ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ଆଇପିଏଲରେ ପ୍ରଦର୍ଶନ ଆଧାରରେ ଖେଳାଳିଙ୍କୁ ମିଳିଛି ସୁଯୋଗ । ସମସ୍ତଙ୍କର ନଜର ଏବେ ଜମ୍ମୁ କାଶ୍ମୀର ସ୍ପିଡ ଷ୍ଟର ଉମରାନ୍ ମଲ୍ଲିକଙ୍କ ଉପରେ । ଆଇପିଏଲରେ…

ନନ୍ଦନକାନନରେ ଅତିଥିଙ୍କୁ ଆକ୍ରମଣ: ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ହେବ । ରେଞ୍ଜ ସିକ୍ୟୁରିଟି ଅଫିସରଙ୍କୁ ରିପୋର୍ଟ ମଗାଯାଇଛି । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜୀବ କୁମାର । ସ୍ଥାନୀୟ ସୁରକ୍ଷାକର୍ମୀ ଓ ସିସିଟିଭି ଆଧାରରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ…

ରଥଯାତ୍ରା ନେଇ ଆଜି ବସୁଛି ସମନ୍ୱୟ କମିଟି ବୈଠକ

ପୁରୀ: ଏଥର ଭକ୍ତଙ୍କ ଗହଣରେ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା । ରଥଯାତ୍ରାର ଭକ୍ତଙ୍କ ଗହଣରେ ହେବ କି ନାହିଁ । କିଭଳି ପ୍ରସ୍ତୁତି କରାଯାଇଛି ? ବିସ୍ତୃତ ଭାବରେ ଆଲୋଚନା ପାଇଁ ଆଜି ପୁରୀରେ ବସୁଛି ରଥଯାତ୍ରା ସମ୍ପର୍କିତ ସମନ୍ୱୟ କମିଟି ବୈଠକ । କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଏହି…

ଦିଲ୍ଲୀରେ ସକାଳୁ ସକାଳୁ ଝଡ଼ବର୍ଷାର ତାଣ୍ଡବ

ନୂଆଦିଲ୍ଲୀ: ସକାଳୁ ସକାଳୁ ଦିଲ୍ଲୀରେ ବଦଳିଗଲା ପାଗ । ଅଚାନକ ମାଡ଼ି ଆସିଲା ଝଡ଼ବର୍ଷା । ସାଙ୍ଗରେ ଆଣିଲା ପବନ । କାଳବୈଶାଖୀ ବର୍ଷା ଦିଲ୍ଲୀରୁ ଭିଜାଇଛି । ତାତିରୁ ତ୍ରାହି ମିଳିଛି । କିନ୍ତୁ କାଳବୈଶାଖୀ ଜନିତ ବର୍ଷା ପବନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଲୋକଙ୍କ ଘର ଛପର ଉଡ଼ିଯାଇଛି ।…

ଅନୁଭବଙ୍କ ନାଁରେ ପୁଣି ଏତଲା ଦେଲେ ବର୍ଷା ପ୍ରିୟଦର୍ଶିନୀ

କଟକ: ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ ପରେ ପୁଣି ତେଜିଛି ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ଉପରେ ସେ ଆପତ୍ତି ଉଠାଇଛନ୍ତି । ଏତଲାରେ…

ବାହାଘରରୁ ଫେରିବା ବେଳେ ଦୁର୍ଘଟଣାରେ ୨ ମୃତ, ୩ ଆହତ

ଠାକୁରମୁଣ୍ଡା(ମୟୂରଭଞ୍ଜ): ବାହାଘରରୁ ଫେରିବା ବେଳେ ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହେଲା ବୋଲେରୋ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୩ ଜଣ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା– ଆନନ୍ଦପୁର ରାସ୍ତାର ତରାମରା ନିକଟରେ ଏହି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୮୧  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରମ ଆରାଧ୍ୟ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କଥା କହିବା ସହ ମୋର ପୂଜ୍ୟ ଦୀକ୍ଷା ଗୁରୁ ସ୍ୱାମୀ ଚେତନାନନ୍ଦ ସରସ୍ବତୀଙ୍କ ବ୍ରହ୍ମଲିନ ହେବାପରର କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲି । ଏତେ…

ଭାଷା ଭାଗବତ : ଲୋକମତି, ସର୍ବୋନ୍ନତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୪  ପୁରୁଣା ଔଷଧ ସେବନ ତତ୍କାଳ ନେଇଯାଏ ପ୍ରାଣ ଏହା ତ ନୁହଇ ଅଜଣା ତେବେ ବି ଲୋକେ ବାଟବଣା ଅକାମୀ ଦ୍ରବ୍ୟଭରା ଘର କେବେ ତ ଦିଶେନି ସୁଂଦର ତେବେ ବି ରଖିଛୁଁ ସଜାଡ଼ି କିଛି ବି ପାରୁନୁ ଫୋପାଡ଼ି ଆମର ଘର ଆଉ ମନ ଅଲୋଡ଼ା…